Opposition Raises Unemployment Query

0

Bhubaneswar:  Opposition in Odisha Assembly, BJP and Congress on Tuesday slammed the State Government raising the unemployment issue. The Opposition members alleged that even after 22 years of BJD rule, the Government has failed to provide jobs and check the migration of youths to other states in search of jobs. They alleged that various schemes launched by the State Government and...

OGST Rise BY 45 %

0

 Bhubaneswar: State has recorded a growth of 45.27% in OGST (Odisha GST) collection during the month of June in comparison to the same month in last year. The State has collected OGST of Rs 1247.63 crore during June ‘22 against Rs 858.83 crore during June 21. Odisha has also maintained the growth rate of gross GST with a collection of Rs...

ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର

0

ଭୁବନେଶ୍ୱର : ସମଗ୍ର ଦେଶରେ ଆଜି ଓଡିଶା 'ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବା' କ୍ଷେତ୍ରରେ କେନ୍ଦ୍ରସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେଙ୍କିଙ୍ଗ୍ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି I ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି I ଏହି ଅବସରରେ, ଓଡ଼ିଶାର...

ସମ୍ମମ୍‌କୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍ ସମ୍ମାନ

0

ଭୁବନେଶ୍ୱର : ୱାନ୍‌-ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟିସ୍ପେଶିଆଲଟି କ୍ୱାର୍ଟରନାରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାରକୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଜୁନିୟର ଡକ୍ଟର୍ସ ନେଟୱର୍କ ଓଡ଼ିଶା ପକ୍ଷରୁ ସମ୍ମମ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରବିବାର ଆଇସିଏମ୍‌ଆର୍‌-ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର୍ ଠାରେ ଆୟୋଜିତ “ୟୁଥ୍ ହେଲ୍‌ଥ ଆଇକନ୍ ୱିନର-୨୦୨୨” କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ସମ୍ମମ୍‌ର ଜେନେରାଲ୍ ମେଡିସିନ୍ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ...

ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି...

୫୫ ଟି ବାତ୍ୟା ଆଶ୍ରୟ ସ୍ଥଳ ପାଇଁ ୨୯.୩୬ କୋଟି ମଞ୍ଜୁର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି  ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,୯୮ କୋଟି ଟଙ୍କା ବ୍ୟୟରେ  ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟୟରେ ୨୯.୩୬ କୋଟି ଟଙ୍କା  ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ବାତ୍ୟା ଓ ବନ୍ୟା...

ସଂଶୋଧନ ଆଇନ ରାୟକୁ ଅପେକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ଓ ରାଜ୍ୟ ଆଇନ ମଧ୍ୟରେ ଯେଉଁଠି ବିବାଦୀୟ ପରିସ୍ଥିତି ଉପୁଜେ ସେଠାରେ କେନ୍ଦ୍ରୀୟ ଆଇନ ଅନୁଯାୟୀ ହିଁ କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖ କରିବା ସହ ସୁପ୍ରିମକୋର୍ଟଙ୍କ ନିକଟରେ ଗୁଜରାଟ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନିୟମ ଆଧାରରେ କରିବାକୁ ମତବ୍ୟକ୍ତ କରିଥିବା ପରିପ୍ରେକ୍ଷୀରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନର ଭାଗ୍ୟ ଓ ଭବିଷ୍ୟତ କ’ଣ ହେବ ସେଥିଘେନି ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର...

ଯୋଗାଣ ବିଭାଗରେ ପଦବୀ ଖାଲି

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଏକାଧିକ ପଦବୀ ଖାଲି ପଡିଥିବାରୁ କେବଳ କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜୁନାହିଁ, କର୍ମଚାରୀମାନେ ବି ପଦୋନ୍ନତିରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଏବେ ତଳୁ ଉପର ପର୍ଯ୍ୟନ୍ତ ଅସନ୍ତୋଷ ବଢିବାରେ ଲାଗିଛି । ମିଳିଥିବା ସୂଚନା ବିଭାଗ ଅଧିନରେ ୧୫ଟି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପଦବୀ ଥିବାବେଳେ ଏଥିରୁ ୧୪ଟି ଫାଙ୍କା ପଡିଛି । କେବଳ ଜଣେ ଅଧିକାରୀ ବଲାଙ୍ଗିରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଅତିରିକ୍ତ ଜିଲ୍ଲା ମୁଖ୍ୟ ଯୋଗାଣ...

ଚିଟ୍‍ଫଣ୍ଡ କମିଶନଙ୍କ ଖର୍ଚ୍ଚ ୬କୋଟିରୁ ଅଧିକ

0

ଭୁବନେଶ୍ୱର : ଚିଟ୍‍ଫଣ୍ଡ କମିଶନର ତଦନ୍ତ ପାଇଁ ଗଠିତ କମିଶନରେ ୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି । ଏହି ଅର୍ଥ ଅଧିକାରୀ ଓ କର୍ମଚାରୀଙ୍କ ଦରମା ଓ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କ ଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ବ୍ୟୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି । ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚିଟ୍‍ଫଣ୍ଡ ତଦନ୍ତ କମିଶନ ପାଇଁ ୨୦୨୦ ସୁଦ୍ଧା ମୋଟ୍‍ ୬,୧୯,୭୨,୫୩୮...

ଯୋଗଦେଉ ନାହାନ୍ତି ୨୯୬ ଡାକ୍ତର

0

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ଅନୁମୋଦିତ ହୋଇଥିବା ୭୬୩ ଜଣ ଡାକ୍ତରଙ୍କ ମଧ୍ୟରୁ ୨୯୬ ଜଣ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଏମାନେ ଗତବର୍ଷ ଚୟନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଆଜି ବିଧାନସଭାରେ କହିଛନ୍ତି ଯେ ଗତ ୫ବର୍ଷ ଭିତରେ ରାଜ୍ୟରେ ଥିବା ସରକାରୀ, ବେସରକାରୀ ମେଡିକାଲ କଲେଜଗୁଡିକରୁ...