ସରକାରୀ ଔଷଧ ମୁହାଁ ରୋଗୀ
ଭୁବନେଶ୍ୱର : ରାଜ୍ୟରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ ହେବା ଓ ଏହି ଘଟଣାରେ ଏକାଧିକ ବ୍ୟକ୍ତି ଜେଲ୍ ଯିବାପରେ ରୋଗୀମାନେ ଏବେ ସରକାରୀ ଔଷଧ ମୁହାଁ ହୋଇଛନ୍ତି । ଡାକ୍ତରଙ୍କୁ ମେଡିକାଲରେ ମିଳୁଥିବା ଔଷଧ ଲେଖିବାପାଇଁ ଅନୁରୋଧ କରିବା ସହିତ ଧାଡିରେ ଛିଡାହୋଇ ସରକାରୀ ଔଷଧ ନେଉଥିବା ଲକ୍ଷ୍ୟ କରାଯାଉଛି । ଉଚ୍ଚ ରକ୍ତଚାପ ରୋଗୀ ସେବନ କରୁଥିବା ଟେଲମା-୪୦ ଔଷଧର ବ୍ୟାପକ ନକଲି ବଟିବା ଜବତ ହେବା ସହିତ ଏହାର ଚେର ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଥିବା ନଜରକୁ ଆସିଛି...
ଶେଷ ପର୍ଯ୍ୟାୟରେ ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ
ଭୁବନେଶ୍ୱର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଶଣୀୟ ଏୗତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯଇଥିବା ପ୍ରକଳ୍ପର କାର୍ଯ୍ୟାୟନରେ ଶେଷ ପର୍ଯ୍ୟାୟରେ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷ ଡ଼ିସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ...
ଅକ୍ଟୋବର ପହିଲାରୁ ସ୍ୱଚ୍ଛ ଭାରତ ୨.୦
ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏକ ଟୁଇଟ୍ କରି ଘୋଷଣା କରିଛନ୍ତି ଯେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଯୁବ ବ୍ୟାପାର ବିଭାଗ (ଭାରତ ସରକାର) ୧ ଅକ୍ଟୋବର ୨୦୨୨ ରୁ ମାସେ ବ୍ୟାପି ସମଗ୍ର ଦେଶରେ ସ୍ୱଚ୍ଛ ଭାରତ ୨.୦ ଆରମ୍ଭ କରିବ । ଶ୍ରୀ ଠାକୁର କହିଛନ୍ତି ଯେ ତାଙ୍କ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ପଞ୍ଚ ପ୍ରଣ (ପାଞ୍ଚଟି ସଂକଳ୍ପ) ବିଷୟରେ କହିଥିଲେ । ସେଥି ମଧ୍ୟରୁ ଗୋଟିଏ...
Plea For Padajatra Success
Bhubaneswar: Governing BJD has organised a two-day workshop on Thursday for party functionaries for success of the month long Padajatra begins from October 2. Biju Janata Dal Supremo and Chief Minister Naveen Patnaik, who was in Bangalore, virtually addressed the party workers. In a message from Bangalore, Naveen said his party is with the people and working for the...
Odisha Needs Double Engine Sarkar
Bhubaneswar: Hitting out at the BJD Government, BJP National President Jagat Prakash Nadda on Thursday said Odisha needs double-engine Sarkar for massive development. Addressing booth-level party workers at Janata Maidan here, Nadda said BJP is the biggest political party in the world with a strength of 18 crore. “We are an ideology-based national party. For us, it is always nation...
Millet Menu In Train
New Delhi: Newly introduced Gandhinagar Capital- Mumbai Central Vande Bharat Express shall be inaugurated on 30 September 2022. The indigenous developed train shall also come with a befitting Health Conscious Low Calorie Millet Rich Regional menu. The much awaited experience of High end Vande Bharat Express travel from Gandhinagar Capital – to the Capital of Maharashtra State in Mumbai i.e. Mumbai...
Moquim Gets Jail Term
Bhubaneswar: The Special Vigilance Court here on Thursday convicted Congress Lawmaker and Metro Builders’ MD Mohammed Moquim, ex-IAS officer and former Odisha Rural Housing Development Corporation (ORHDC) Managing Director Vinod Kumar and sentenced them to three years in jail in connection with the Rs 1.50 crore ORHDC scam. Apart from the duo, Swasti Ranjan Mohapatra, ex-company secretary, ORHDC and Peeyusdhari...
ଉତ୍କଳ ହସ୍ପିଟାଲରେ ହୃଦୟ ଦିବସ ପାଳିତ
ଭୁବନେଶ୍ୱର : ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଡାକ୍ତରଖାନା ପରିସରରେ କେକ୍ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉତ୍କଳ ହସ୍ପିଟାଲର କାର୍ଡିଓଲୋଜି ଓ କାର୍ଡିଓଥେରାସିସ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ସନତ କୁମାର ସାହୁ, ଡାକ୍ତର ସୁମନ୍ତ ପ୍ରଧାନ, ଡାକ୍ତର ନିମାଇଁ ଚରଣ ବେହେରା, ଡାକ୍ତର ଶୌମ୍ୟ ଗୁହା ଓ ବରିଷ୍ଠ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ...
ଲୋକଙ୍କ ପାଖରେ ପହଞ୍ଚାଅ ସରକାରଙ୍କ ବାର୍ତ୍ତା
ଭୁବନେଶ୍ୱର : ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଛନ୍ତି। କେବଳ ସେତିକି ନୁହେଁ,...
ସମ୍ରେ ଜାତୀୟ ପୋଷଣ ଦିବସ
ଭୁବନେଶ୍ୱର : ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଜାତୀୟ ପୋଷଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ, ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଗିରିଶ୍ କୁମାର ପତି ଏବଂ ଡକ୍ଟର ମନ୍ଜିତ୍ କାନୁନ୍ଗୋ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଶକ୍ତି ବେଦାନ୍ତ ମିଶ୍ର , ଶିଶୁ ରୋଗ ବିଭାଗର...










