SUMUM On DDT Aware

0

Bhubaneswar: SUM Ultimate Medicare (SUMUM) organised a Deceased Donor Transplant (DDT) Orientation Program on Friday to create awareness of DDT protocols among key stakeholders of the hospital. Prof. (Dr.) Umakanta Satapathy, Additional Director, Medical Education and Training and State Nodal Officer of State Organ and Tissue Transplant Organisation (SOTTO), who graced the occasion as chief guest, emphasized organising such programs...

ମୃତ ବ୍ୟକ୍ତିଙ୍କ ଅଂଗ ପ୍ରତ୍ୟାରୋପଣ ସଚେତନତା

0

ଭୁବନେଶ୍ୱର :  ମୃତ ବ୍ୟକ୍ତିଙ୍କ ଶରୀରରୁ ଅଂଗ ପ୍ରତ୍ୟାରୋପଣ ନେଇ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ରାଜ୍ୟ ନୋଡାଲ୍ ଅଫିସର ପ୍ରଫେସର (ଡାକ୍ତର) ଉମାକାନ୍ତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନର ଗୁରୁତ୍ୱ ସମ୍ପର୍କରେ ମତ...

Modi Greets Sunak

0

New Delhi: Prime Minister, Narendra Modi congratulated Rishi Sunak for becoming the  next Prime Minister of the United Kingdom.  The Prime Minister tweeted:  “Warmest congratulations @RishiSunak! As you become UK PM, I look forward to working closely together on global issues, and implementing Roadmap 2030. Special Diwali wishes to the 'living bridge' of UK Indians, as we transform our historic ties...

ଯବାନଙ୍କ ସହିତ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ଦୀପାବଳି ଉତ୍ସବକୁ ସଶସ୍ତ୍ର ସେନା ବାହିନୀ ସହିତ ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୀପାବଳିକୁ କାରଗିଲ୍ ଠାରେ ଥିବା ସେନା ମାନଙ୍କ ସହିତ ପାଳନ କରିଛନ୍ତି । ସାହସୀ ଯବାନ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , କାରଗିଲର ମାଟି ପ୍ରତି ସମ୍ମାନ ତାଙ୍କୁ ସର୍ବଦା ସଶସ୍ତ୍ର ବାହିନୀର ସାହସୀ ପୁଅ ଓ ଝିଅ ମାନଙ୍କ ପ୍ରତି ଆକର୍ଷିତ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ଷ ବର୍ଷ ଧରି ଆପଣ...

ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଲା

0

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଥିବାବେଳେ ଖୋରଧା ଜିଲ୍ଲା ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ସରକାରୀ ତାଲିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୨ ରେକର୍ଡ ହୋଇଥିବାବେଳେ ବାସ୍ତବ ସଂଖ୍ୟା କିନ୍ତୁ ଏହାଠାରୁ ଢେର ଅଧିକ ବୋଲି କୁହାଯାଉଛି । ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୧୫୭ରେ ପହଞ୍ଚି ଥିବାବେଳେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଖୋରଧାର ଡେଙ୍ଗୁ ତାଲିକାରେ ରାଜଧାନୀ ଭୁବନେଶ୍ୱରର ଢେର ଅବଦାନ ରହିଛି । ମହାନଗର...

State Readies Dhauli Celeb

0

Bhubaneswar: DhauliPeace Pagoda is getting prepared for the golden jubilee celebrations. Minister Science and Technology, Public Enterprises Ashok Chandra Panda, Chief Secretary Suresh Chandra Mahapatra, Additional Chief Secretary Odia Language, Literature and Culture Madhusudan Padhi Sunday afternoon visited the Peace Pagoda at Dhauli to review the field level progress of the conservation and renovation works being undertaken by State Government...

ଦଶହରାରେ ମରାମତି କାମ ଦୀପାବଳୀ ପର୍ଯ୍ୟନ୍ତ ଗଲାନି

ଭୁବନେଶ୍ୱର : ଦଶହରା ସମୟରେ ପିଚୁ ରାସ୍ତା ମରାମତି ହୋଇଥିଲା । ଖାଲୁଆ ରାସ୍ତାରେ ପଡିଥିବା ପିଚୁ ତାଳି କିନ୍ତୁ ଦୀପାବଳୀ ପର୍ଯ୍ୟନ୍ତ ଗଲାନାହିଁ । ରାସ୍ତାରେ ଏବେ ପୂର୍ବାପେକ୍ଷା ଅଧିକ ଖାଲଖମା । ଏଭଳି ମରାମତି ହୋଇଥିବା ଖାଲଖମା ରାସ୍ତା ରାଜ୍ୟର ଅନ୍ୟ କୌଣସି ଠାରେ ନୁହେଁ, ଖୋଦ ରାଜଧାନୀର ରାଜ୍ୟ ବିଧାନସଭା ସମ୍ମୁଖରେ । ବିଧାନସଭା ସମ୍ମୁଖ ଟ୍ରାଫିକ ଛକରେ ରାସ୍ତା ଉପରେ ଖାଲଖମା ହୋଇଯିବାରୁ ସମ୍ପୂର୍ଣ୍ଣ ରାସ୍ତାକୁ ପିଚୁ କରିବା ବଦଳରେ କର୍ତ୍ତୃପକ୍ଷ ଦଶହରା ସମୟରେ ଖାଲୁଆ ସ୍ଥାନରେ ପିଚୁ...

Prez Greets People

0

New Delhi: President of India, Shrimati Droupadi Murmu has sent greetings to her fellow citizens on the eve of Diwali.         In a message, the President has said, “On the auspicious occasion of Diwali, I extend my warm greetings and best wishes to all the fellow citizens living in India and abroad.  Diwali is a festival of happiness and joy. On the...

“I Support Ayurveda”

0

New Delhi: The 7th Ayurveda Day was celebrated today on a magnificent scale in India and at international level. This year’s 7th Ayurveda Day was celebrated with the theme “Har Din Har Ghar Ayurveda” so as to propagate benefits of Ayurveda to larger and grass root community. The six-week long celebration saw huge participation from across the country, more than...

ରାଜଭବନ ଆଦେଶ ହାଇକୋର୍ଟରେ ନାକଚ

0

ଭୁବନେଶ୍ୱର : ଆଇନ୍‍ ଅଦାଲତର ମଧ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉପେକ୍ଷା କରି ରାଜଭବନ ସଚିବାଳୟରେ ଜଣେ କର୍ମଚାରୀଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନ ହାଇକୋର୍ଟରେ ନାକଚ ହୋଇଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ରାଜଭବନରେ ଜଣେ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିବା ସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ତାହାରି ଆଧାରରେ ତାଙ୍କୁ ବି କିଛିଦିନ ବିଚାର ବିଭାଗୀୟ ହାଜତରେ ରହିବାକୁ...