ଓଡିଶାରେ ଆରମ୍ଭ ହୋଇନି ପିଏମ ଶ୍ରୀ
ଭୁବନେଶ୍ୱର : ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ୍ ଶ୍ରୀ ଯୋଜନାରୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଲାଭ ଉଠାଇ ନାହାନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହାକୁ କାର୍ଯ୍ୟକାରୀ ଲାଗି କେନ୍ଦ୍ର ସହ ରାଜିନାମା ହୋଇନଥିବା ଜଣାଯାଇଛି । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି । ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ କେନ୍ଦ୍ର...
ବିଦ୍ୟାଳୟ ରୂପାନ୍ତରିକରଣରେ ୩୪୧୧ କୋଟି ଖର୍ଚ୍ଚ
ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରସ୍ତାବିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି । ଏହି ବଜେଟ ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ ଅଟେ । ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀମାନଙ୍କ ବୈଦ୍ଧିକ, ମାନସିକ ଏବଂ ଶାରୀରିକ ବିକାଶ ସହ ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ମୋଟ ୨୨,୫୨,୭୮୦.୨୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି...
34.36 Lakh Spent@MMBSS
Bhubaneswar: The State Government has made an expenditure of Rs 34.36 lakh to provide critical healthcare service to 5549 patients under Mukhya Mantri Bayu Swasthya Seva (MMBSS) scheme. This was informed by Health and Family Welfare Minister Niranjan Pujari in the State Legislative Assembly on Monday. In a written reply to a query of BJP MLA Nauri Naik, the Health Minister...
ସମରେ ଡାକ୍ତରୀ ଶିକ୍ଷା କର୍ମଶାଳା
ଭୁବନେଶ୍ୱର : ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ - ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏକ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ନ୍ୟାସ୍ନାଲ୍ ମେଡିକାଲ୍ କାଉନ୍ସିଲ୍ର ମାର୍ଗଦର୍ଶିକା ଅନୁଯାୟୀ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର)...
ମହାମନ୍ତ୍ର ପାଲଟିଛି ୫-ଟି
ଭୁବନେଶ୍ୱର : ୫-ଟି ମହାମନ୍ତ୍ରରେ ପରିଣତ ହୋଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା । ଏହା ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ । ଆଜି ବିଧାନସଭାରେ ଏହା କହିଛନ୍ତି ଶାସକଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି । ଶୂନ୍ୟକାଳରେ ଶ୍ରୀ ମୁଦୁଲି କହିଛନ୍ତି ଯେ ପଞ୍ଚମଥର ପାଇଁ କ୍ଷମତାକୁ ଆସିବାପରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାରେ ୫-ଟି କାର୍ଯ୍ୟକାରୀ ହେଉଛି । ଏହା ମ୍ୟାଜିକ ଭଳି କାମ କରୁଛି ।ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ବଦଳରେ ଲୋକେ ୫-ଟିକୁ ଅବଗତ କରୁଛନ୍ତି । ଏହାକୁ ନେଇ ଲୋକଙ୍କ...
ଲୋକସେବା ଭବନ କମ୍ପ୍ୟୁଟର ଅସୁରକ୍ଷିତ
ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଏବେ ପାଖାପାଖି ହଜାରେ କମ୍ପ୍ୟୁଟର ଅସୁରକ୍ଷିତ । କମ୍ପ୍ୟୁଟରକୁ ସୁରକ୍ଷା ଦେବାପାଇଁ ଆବଶ୍ୟକ ଆଣ୍ଟିଭାଇରସ୍ ଏଥିରେ ଅପଲୋଡ୍ କରାଯାଇ ପାରୁନାହିଁ । ବିଭାଗଗୁଡିକ ବର୍ଷ ବର୍ଷ ନିଜ ନିଜର କମ୍ପ୍ୟୁଟରକୁ ଅପଡେଟ୍ ନକରିବା ଫଳରେ ଏଭଳି ସ୍ଥିତି ଉପୁଜିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ଲୋକସେବା ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଏବେ ବି ଶହ ଶହ କମ୍ପ୍ୟୁଟର ପୁରୁଣାକାଳିଆ ‘ୱିଣ୍ଡୋ-୭’ ଭର୍ସନରେ ଚାଲୁଛି । ବାରମ୍ବାର ତାଗିଦ...
ବିଜୁଳି ଚାହିଦା ୬୬୮୨ ମେଗାୱାଟ ହେବ
ଭୁବନେଶ୍ୱର : ଆଗାମୀ ଦଶ ବର୍ଷ ପରେ ଅର୍ଥାତ୍ ୨୦୩୨-୩୩ ବେଳକୁ ରାଜ୍ୟରେ ହାରାହାରି ୬୬୮୨ ମେଗାୱାଟ ବିଜୁଳିର ଆବଶ୍ୟକ ପଡିବ । ଗ୍ରିଡ୍କୋ ପକ୍ଷରୁ ଏହି ଆକଳନ କରାଯାଇଛି ଯାହା କି ବର୍ତ୍ତମାନର ବିଦ୍ୟୁତ୍ ଉପଲବ୍ଧ ବିଜୁଳି ଠାରୁ ୨୪୪୦ ମେଗାୱାଟ ଅଧିକ ରହିବ । ରାଜ୍ୟର ବିଜୁଳି ଚାହିଦା ସଂକ୍ରାନ୍ତରେ ଗ୍ରିଡ୍କୋ କରିଥିବା ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ବିଭିନ୍ନ ସୂତ୍ରରୁ ରାଜ୍ୟକୁ ହାରାହାରି ୪୨୪୨ ମେଗାୱାଟ ବିଜୁଳି ମିଳିଛି । ଆଗାମୀ ଦଶ ବର୍ଷ ପରେ ଏହି ଚାହିଦା ୬୬୮୨...
IREDA Cyclothon Promotes Green Energy
New Delhi: The Cyclothon was flagged off by Bhupinder Singh Bhalla, Union Secretary Ministry of New & Renewable Energy (MNRE) from India Habitat Centre, Lodhi Road, New Delhi. Speaking on the occasion, Shri Bhalla complemented IREDA for spearheading the development of Clean and Renewable Energy (RE) in India since last 36 years. He further mentioned that IREDA is the...
Sundargarh On Transformation Mode
Sundargarh: Ace Mandarin, V K Pandian, an ardent devotee of Lord Shiva offered prayers at the Lord Shive Temple Ghoghar in Rajgangpur. There he Interacted with Sevayats and other stakeholders and invited suggestions from them on various aspects of transformation of the temple. He asked the authority to take steps for development of the periphery of the temple premises including provision ...
Saffron On Silent Move
Bhubaneswar: After remaining silent for a long time, Governing BJD President and Odisha Chief Minister Naveen Patnaik all of a sudden on 8 March, the International Day for Women came down heavily on the BJP led Union Government. BJD Supremo directly attacking the National BJP left many political observers surprised as he and his party has all along targeted...










