ଅଦାଲତ ନିର୍ଦ୍ଦେଶ ନଥିଲେ ମିଳୁନି ଆରଏସିପି

0

ଭୁବନେଶ୍ୱର : ସରକାରୀ ଚାକିରିରେ ନିରବଚ୍ଛିନ୍ନ ଭାବେ ୩୦ବର୍ଷ ଧରି କାମ କରିଥିଲେ ଜଣେ କର୍ମଚାରୀଙ୍କୁ ତୃତୀୟ ଆରଏସିପି ମିଳିବା କଥା । ଅର୍ଥ ବିଭାଗ ଏ ସଂକ୍ରାନ୍ତରେ ସ୍ପଷ୍ଟ ମାର୍ଗ ନିର୍ଦ୍ଦେଶିକା ଜାରି କରିଥିଲେ ମଧ୍ୟ ଆଇନ୍‍ ଅଦାଲତରୁ ଅନୁକୂଳ ନିର୍ଦ୍ଦେଶ ଆଣୁନଥିବା କର୍ମଚାରୀଙ୍କୁ କିନ୍ତୁ ଆରଏସିପି ମିଳୁନାହିଁ । ଏଥିଲାଗି ବାରମ୍ବାର ଆଇନ୍‍ ଅଦାଲତ ବିରକ୍ତି ପ୍ରକାଶ କରୁଥିଲେ ମଧ୍ୟ ବହୁ ବିଭାଗରେ କର୍ମଚାରୀମାନଙ୍କୁ ମାମଲା ରୁଜୁ କରିବାଲାଗି ଏକ ପ୍ରକାର ବାଧ୍ୟ କରାଯାଉଛି । ଏଥିଯୋଗୁଁ ଏବେ ହାଇକୋର୍ଟ ଉପରେ...

ପିଲାଙ୍କୁ ନିର୍ଯ୍ୟାତନାରୁ ଦୂରେଇ ରଖିବା ସମସ୍ତଙ୍କର ଦାୟିତ୍ୱ

0

ଭୁବନେଶ୍ୱର : ପିଲାମାନଙ୍କୁ ଯୌନ ଶୋଷଣ ଓ ନିର୍ଯ୍ୟାତନାରୁ ଦୂରେଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଘରେ ପିତାମାନଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ ଏପରିକି ସରକାରଙ୍କର ଏ କ୍ଷେତ୍ରରେ ଦାୟିତ୍ୱ ରହିଥିବା କହିଛନ୍ତି ରାଜ୍ୟ ଗୃହ, ଇଲେକଟ୍ରୋନିକ୍ସ ଓ ଆଇଟି ଏବଂ କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା । ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍‍ ଫର ଏନଣ୍ଡିଂ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭାକ୍‍ ଇଣ୍ଡିଆ) ଆନୁକୂଲ୍ୟରେ ପିକକ ପକ୍ଷରୁ ଓ ୱାର୍ଲଡ...

BJD Rejects Ministers Claim

0

Padampur: Prasanna Acharya, Vice President Biju Janata Dal (BJD) has rejected the allegation of Union Minister Railways Ashwini Vaishnaw on Rail Project front. He said: “. Let the BJP stop misleading and misguiding the people of Padampur. Everyone knows that the responsibility for establishing new railway lines is with the Centre and not with the State. In 2019, Railway Ministry...

ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପୁରସ୍କୃତ

0

ନୂଆଦିଲ୍ଲୀ : ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ୱାରା ୪୧ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା ପ୍ରମାଣ ପତ୍ର ଟ୍ରଫିରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ୭ ନମ୍ବର ହଲରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ତରଫରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ...

Handloom Expo Open

0

Bhubaneswar: State Handlooms, Textiles & Handicrafts Principal Secretary Arabinda Kumar Padhee inaugurated the Special Handloom Expo-2022 at Ekamra Haat here on Sunday. Shri Padhee has been at the fore front in promoting handloom products in the State in a big way. The Special Handloom Expo-2022 is organised by Sambalpuri Bastralaya under the Odisha Government’s POHI-2022-23 scheme to boost up the sales...

Minister Duo Blame BJD

0

Padampur: With the senior Union Ministers Narendra Singh Tomar and Ashwini Vaishnaw hitting the Election Campaign for the By-Poll of Padampur Assembly seat, political environment has heated up on 27 November. Union Minister Agriculture & Farmers’ Welfare, Narendra Singh Tomar and Union Minister Railways & IT, Ashwini Vaishnaw, hitting the campaign trail and accusing BJD leaders of "lying to people"...

Odisha Pavilion Bags Award

0

New Delhi: Odisha Pavilion has been awarded with the prestigious “Special Appreciation Certificate for excellence in display” in the category of “State Government and Union Territory” at the 41st edition of India International Trade Fair(IITF), 2022 held at Pragati Maidan, New Delhi. The Trade Fair which began on 14 November, 2022 concludes here on Sunday. Indramani Tripathy, Director, I&PR, Government...

Guard Your Identity

0

Bhubaneswar: All of a sudden Governing Biju Janata Dal lawmakers have become vociferous about ‘central neglect’. Treasury Bench members rushed to the well of the House and demonstrated near the statue of Mahatma Gandhi in the Odisha Legislative Assembly compound. Why this change in approach of the BJD, which was silent over price rise, inflation, neglect of the farmers’...

ମହିଳା ବିଶ୍ୱବିଦ୍ୟାଳୟକୁ ଜମି ମିଳିବ କେବେ?

0

ଭୁବନେଶ୍ୱର : ଅଗ୍ରଗଣ୍ୟା ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ଜନନେତ୍ରୀ ମା’ ରମା ଦେବୀଙ୍କ ନାମରେ ନାମିତ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ରାଜଧାନୀରେ ଜମି ଚୂଡାନ୍ତ ହୋଇପାରୁ ନଥିବାରୁ ଏହାର ନୂତନ କ୍ୟାମ୍ପସ ନିର୍ମାଣ କରାଯାଇପାରୁ ନାହିଁ । ଇତିମଧ୍ୟରେ ରାଜ୍ୟର ଏହି ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନର ୭ବର୍ଷ ପୂରଣ ହେବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ଅବ୍ୟବହୃତ ଜମିରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ପ୍ରସ୍ତାବ...

ଏକାଧିକ ଏସଏଚଜିରେ ରହିଲେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର : କୌଣସି ମହିଳା ଯଦି ଏକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠିରେ ଥିବାର ସୂଚନା ମିଳିବ ତେବେ ତାଙ୍କ ବିରୁଦ୍ଧରେ ଆଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବେ ୬,୦୨,୦୧୩ଟି ସ୍ୱୟଂ ସହାୟିକା ଗୋଷ୍ଠି ରହିଛି । ଏଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟ ସଦସ୍ୟା ରହିଛନ୍ତି ।...