Coal On Just Transition Mode

0

New Delhi: Recognizing the need for a balanced approach towards sustainability, a brain storming will explore strategies and initiatives to ensure a smooth and equitable transition from fossil fuels especially coal-dependent economies to more sustainable energy sources without compromising energy security of the nation. The Ministry of Coal will be organizing the seminar on the Just Transition Roadmap, in collaboration...

ସରକାରଙ୍କ ନିଷ୍ପତ୍ତିକୁ ମାନୁ ନାହିଁ ନିର୍ଦ୍ଦେଶାଳୟ

ଭୁବନେଶ୍ୱର : ଜିଲ୍ଲା ଓ ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ ଓ ମୁଖ୍ୟ କିରାଣୀ ପଦବୀଗୁଡିକର ନାମ ଯଥାକ୍ରମେ କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସର ହେବ ବୋଲି ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତିକୁ କେତେକ ଦପ୍ତର କାର୍ଯ୍ୟକାରୀ କରୁନଥିବାରୁ ପଦୋନ୍ନତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସମସ୍ୟା ଉପୁଜୁଥିବା ଘେନି ଅଭିଯୋଗ ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ଚାରି ବର୍ଷ ତଳେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ନେଇଥିଲେ ଏବଂ ତଦନୁଯାୟୀ ଓଏମଏସ୍‍...

ଆକାଉଣ୍ଟ ସ୍ଥାନାନ୍ତର ପାଇଁ ସ୍ଫୁର୍ତ୍ତି ଅଚଳ

0

ଭୁବନେଶ୍ୱର : ବ୍ୟାଙ୍କ୍‍ ଆକାଉଣ୍ଟ ସ୍ଥାନାନ୍ତରଣରେ ବିଳମ୍ବ ଯୋଗୁଁ ରାଜ୍ୟରେ ସ୍ଫୁର୍ତ୍ତି ଯୋଜନାରେ ପ୍ରତିଷ୍ଠା ହୋଇଥିବା ପ୍ରାୟ ୨୪ଟି ପ୍ରକଳ୍ପ ଏକ ପ୍ରକାର ଅଚଳ ଅବସ୍ଥାରେ । ଦୀର୍ଘ ନଅ ମାସ ଧରି ନୂଆ ବ୍ୟାଙ୍କ୍‍ରେ ଏମାନଙ୍କ ଆକାଉଣ୍ଟ ଖୋଲାଯାଇ ପାରୁନାହିଁ । ସ୍ଥାନୀୟ ଉତ୍ପାଦ ଓ ପାରମ୍ପରିକ କାରିଗରଙ୍କୁ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି ସକାଶେ କେନ୍ଦ୍ର ସରକାର ପ୍ରଚଳିତ କରିଥିବା ସ୍ଫୁର୍ତ୍ତି ଯୋଜନାରେ ରାଜ୍ୟରେ ୪୨ଟି କ୍ଲଷ୍ଟର ନିର୍ମାଣର ଲକ୍ଷ୍ୟ ଥିବାବେଳେ ପ୍ରାୟ ୨୬ଟି ନିର୍ମାଣ ହୋଇଛି । ଉଭୟ କେନ୍ଦ୍ର...

Naveen Slams BJP

Bhubaneswar: After registering a massive victory in the Jharsuguda by-poll, BJD Supremo and Chief Minister Naveen Patnaik Saturday strongly slammed the BJP saying single or double engine is not important, good governance is more important. Shri Patnaik said this while addressing party leaders and workers after his party registered a landslide victory in Jharsuguda by-poll, whose result was declared on...

ବାତ୍ୟା ପ୍ରଭାବରେ ବଢ଼ିବ ତାତି

ଭୁବନେଶ୍ୱର : ଭୀଷଣ ବାତ୍ୟା ‘ମୋକା’ ଯାହାକି ଶନିବାର ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୯୦ କିମି ଦୂରରେ ରହିଥିଲା ତାହା ଉତର ପୂର୍ବ ଦିଗରେ ବାଂଲାଦେଶ ଆଡକୁ ମୁହାଁଇବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ଅପରାହ୍ଣରେ ଏହା ବାଂଲାଦେଶ ଉପକୂଳରେ ସ୍ଥଳଭାଗରେ ଛୁଇଁବାର ସମ୍ଭାବନା ଥିବା ବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୨୦୦ କିଲୋମିଟର ରହିବାର ସମ୍ଭାବନା ରହିଛି ବୋଲି...

Landslide Victory For BJD

0

Bhubaneswar: Governing Biju Janata Dal (BJD) registered a landslide victory in the by-poll to Jharsuguda Assembly Constituency.  BJD candidate Deepali Das won the by-election with a margin of 48,721votes from nearest rival from BJP Tankadhar Tripathy. According to the results announced by Election Commission of India, BJD got 1,07,198 votes while 58,477 votes polled to the kitty of BJP. Congress...

ବାପାଙ୍କ ରେକର୍ଡ ଭାଙ୍ଗି ଜିତିଲେ ଦୀପାଳି

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନରେ ପିତା ସ୍ୱର୍ଗତ ନବ ଦାସଙ୍କ ଭୋଟ ରେକର୍ଡକୁ ଭାଙ୍ଗିଛନ୍ତି ବିଜେଡି ପ୍ରାର୍ଥୀ ଝିଅ ଦୀପାଳୀ । ୨୦୧୯ ନିର୍ବାଚନରେ ନବ ଦାସ ବିଜେଡି ପ୍ରାର୍ଥୀ ଭାବେ ୯୮,୬୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଝିଅ ଦୀପାଳୀ କିନ୍ତୁ ଉପନିର୍ବାଚନରେ ୧,୦.୦୦୩ ଖଣ୍ଡ ଭୋଟ ପାଇ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଏଥି ସହିତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮,୬୧୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଗତ ୧୦...

BJD Wins Jharsuguda

Bhubaneswar: Governing Biju Janata Dal (BJD) wins Jharsuguda Assembly Constituency with huge margin o. With counting ending it shows that BJD wins with 48,619 votes against nearest revival BJP. On completion of counting, BJD candidate Dipali Das got 1,07,003 votes while BJP candidate Tankadhar Tripathy secured 58,384 votes. Congress nominee Tarun Pandey remained in third position with only 4473 votes.   In...

ସବୁ ପଞ୍ଜିକରଣ ଦପ୍ତରରେ ସିସିଟିଭି

ଭୁବନେଶ୍ୱର : ଜମିଜମା ପଞ୍ଜିକରଣକୁ ଅଧିକ ସ୍ୱଚ୍ଛ ଓ ସହଜ କରିବାପାଇଁ ରାଜ୍ୟ ସରକାର କଟକ ସ୍ଥିତ ଆଇଜିଆର ଦପ୍ତର ଠାରୁ ଆରମ୍ଭ କରି ସବରେଜିଷ୍ଟ୍ରାର ଦପ୍ତର, ଜିଲ୍ଲା ପଞ୍ଜିକରଣ ଦପ୍ତର ଆଦିରେ ସିସିଟିଭି ଖଞ୍ଜିବାପାଇଁ ସ୍ଥିର କରିଛନ୍ତି । ଇ-ପଞ୍ଜିକରଣ ପ୍ରକଳ୍ପ ଅଧିନରେ ଓକାକ ସହାୟତାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟକାରୀ କରିବ । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ୫-ଟି ବ୍ୟବସ୍ଥା ଆଧାରରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏବେ...

୧୦ ଜିଲ୍ଲାରେ ହେବ ଟ୍ରକ ଟର୍ମିନାଲ

0

ଭୁବନେଶ୍ୱର : ରାଜପଥ ପାଶ୍ୱର୍ରେ ବେଆଇନ୍‍ ଟ୍ରକ ପାର୍କିଂ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ଡିପିଆର ପ୍ରସ୍ତୁତ ସକାଶେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଲେଖିଥିବା ପତ୍ରରେ ଶ୍ରୀମତୀ ପାଢୀ ଦର୍ଶାଇଛନ୍ତି ଯେ ୨୦୨୩-୨୪ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।...