ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ କୁ ପ୍ରଶଂସା
ଭୁବନେଶ୍ୱର : ଆଇଏମଏମ୍ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ଏଆଇସିଟିଇ ଅଧ୍ୟକ୍ଷ୍ୟ ପ୍ରଫେସର ଟି.ଜି ସୀତାରାମ । ପ୍ରଫେସର ସୀତାରାମ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍ର ପ୍ରଶଂସା କରିଥିଲେ । ଏହି ଅବସରରେ ସୋଆର ଆଡିସ୍ନାଲ ଡିନ୍...
State Boosts Sports Infra
Bhubaneswar: Development of low-cost infrastructure at the district-level is imperative in order to promote sports culture, said Sports & Youth Services Minister Tusharkanti Behera here on Tuesday. Behera along with Sports & Youth Services Secretary R Vineel Krishna were part of the delegation from Odisha at the two-day conference – ‘Chintan Shivir’ of Ministers of Youth Affairs and Sports...
BJP Slams BJD Over Violence
Bhubaneswar: Continuing its attack on the Governing BJD over Sambalpur violence, BJP on Tuesday alleged that the ruling party is protecting the perpetrators and conspirators of the communal violence. Addressing a press conference here, ex-President of Odisha BJP, Samir Mohanty said that lawlessness is prevailing in the State. As the law and order situation has deteriorated, it has created a...
Cool Days Till 5 May
Bhubaneswar: There is less likelihood of the day temperature rising in Odisha till May 5 due to incursion of moisture laden wind from the Bay of Bengal caused by anti-cyclonic flow along the Andhra Pradesh and Odisha coast, Siksha ‘O’ Anusandhan (SOA)’s Centre of Environment and Climate (CEC) here said on Tuesday. This anti-cyclonic flow has become favourable for availability...
ମଇ ୫ ଯାଏ ବଢ଼ିବନି ତାପମାତ୍ରା
ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି । ମଇ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା । ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ଏହି ଆଂଟି ସାଇକ୍ଲୋନିକ ପ୍ରବାହ ଓଡ଼ିଶା ପାଇଁ ଅନୁକୂଳ ହୋଇଥିବା ବେଳେ କେତେକ ସ୍ଥାନରେ...
Odisha Water Gets 5th Place
Bhubaneswar: Odisha, which is a very-rich with natural resources, has found places in top 5 positions in the first-ever Census of water bodies conducted by the Ministry of Jal Shakti. The Department of Water Resources, River Development and Ganga Rejuvenation (DoWR, RD & GR) under the Ministry of Jal Shakti has conducted the Census in convergence with the 6th Minor...
ଭାରତ ରତ୍ନ ତାଲିକାରେ ଓଡିଶାରୁ କେହି ନାହାନ୍ତି
ଭୁବନେଶ୍ୱର : କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନ ପ୍ରଚଳନ କରିବା ଠାରୁ ଏଯାବତ୍ ଓଡିଶାର କାହାକୁ ଏହା ପ୍ରଦାନ କରାଯାଇ ନାହିଁ । ବିଧାନସଭା ଭିତରେ ଓ ବାହାରେ ଏ ସଂକ୍ରାନ୍ତରେ ବାରମ୍ବାର ଆଲୋଚନା ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ଭାରତ ରତ୍ନ ତାଲିକାରେ କୌଣସି ଓଡିଆ ସ୍ଥାନ ପାଇନାହାନ୍ତି । ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଅନ୍ୟତମ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମବାର୍ଷିକୀ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ବିଭିନ୍ନ ମହଲରୁ ମଧୁବାବୁଙ୍କୁ ଭାରତ ରତ୍ନ ଦେବାପାଇଁ...
ଦୁଇ ଚକିଆକୁ ପରମିଟ୍ ତଣ୍ଡ ୧୦ହଜାର
ଭୁବନେଶ୍ୱର : ଆଇନ୍ ମୁତାବକ ଟିକସ ଦାଖଲ କରୁନଥିବା ଗାଡିମୋଟରକୁ ଧରି ସେମାନଙ୍କ ଠାରୁ ଅର୍ଥ ଆଦାୟ ପାଇଁ ପରିବହନ ବିଭାଗ ଟୋଲ ଗେଟ୍ରେ ଖଞ୍ଜିଥିବା ଯନ୍ତ୍ରରେ ଏବେ ଦୁଇ ଚକିଆ ଯାନର ପରମିଟ୍ କଟୁଛି । ଖାଲି କଟୁନି, ପରମିଟ୍ ନଥିବାରୁ ୧୦ହଜାର ଟଙ୍କାର ଜୋରିମାନା ଲଗାଇ ତାହା ପଇଠ ପାଇଁ ନୋଟିସ୍ ବି ଯାଉଛି । ଏଭଳି ବିଚିତ୍ର ନୋଟିସ୍ ପାଇଛନ୍ତି କଟକ ଜିଲ୍ଲାର ଜଣେ ସ୍କୁଟି ମାଲିକ । ପିପିଲି ଟୋଲ୍ ଗେଟ୍ରେ କଟିଥିବା ଜୋରିମାନା ନୋଟିସ୍ ତାଙ୍କ ପାଖକୁ...
ଆଉ ୧୦ବର୍ଷ ହକିର ପ୍ରାୟୋଜକ
ଭୁବନେଶ୍ୱର : ଓଡିଶା ସରକାର ଆଉ ୧୦ବର୍ଷ ପାଇଁ ଅର୍ଥାତ୍ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଓଡିଶା ସରକାର ୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ସରକାରୀ...
Misra New Director NIFA
Washington: Today, the U.S. Department of Agriculture (USDA) announced the appointment of Manjit K. Misra as the new Director of the National Institute of Food and Agriculture (NIFA). The NIFA Director leads the agency’s work in advancing agricultural research, education, and extension to solve societal challenges. Dr. Misra will start his new role on Monday, May 8, 2023. “Dr. Misra...










