ଚିଲିକା ସଂରକ୍ଷଣ ପାଇଁ ଅର୍ଥ ଅଭାବ
ଭୁବନେଶ୍ୱର : ଏସିଆର ବୃହତମ ପ୍ରାକୃତିକ ଲବଣାକ୍ତ ହ୍ରଦ ଚିଲିକା ଆନ୍ତର୍ଜାତିକ ରାମ୍ସାର ଘୋଷଣାନାମାରେ ସ୍ଥାନ ପାଇଥିଲେ ମଧ୍ୟ ପ୍ରକୃତିର ଏହି ଚାରୁ ଗନ୍ତାଘର ଯେଭଳି ପୋତି ହୋଇଚାଲିଛି ତାହାର ତୁରନ୍ତ ପ୍ରତିକାର କରାନଗଲେ ଅଳ୍ପ କେଇବର୍ଷ ମଧ୍ୟରେ ଚିଲକା ତାହାର ଅସ୍ତିତ୍ୱ ହରାଇପାରେ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ, ପରିବେଶବିତ୍ ଓ ସାଧାରଣ ଲୋକେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଚିଲିକାର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଆନ୍ତର୍ଜାତିକ ସଂସ୍ଥାମାନେ ଆଗେଇ ଆସିବା ପାଇଁ ସେମାନେ ନିବେଦନ କରୁଛନ୍ତି...
State Lauds S4R
Bhubaneswar: The United Nations World Food Program (WFP) and the Government of Odisha, with S4S Technologies as the technology partner, have launched the Solar 4 Resilience (S4R) initiative for building resilience and livelihoods of women and small-holder farmers through solar-based technologies. The initiative was unveiled at a district level event at Chatrapur, Ganjam on 26 April. The launch event held...
୨୯.୭ ପ୍ରତିଶତ ପିଲା ଅପପୁଷ୍ଟିର ଶିକାର
ଭୁବନେଶ୍ୱର : ଓଡ଼ିଶାରେ ଶିଶୁମାନଙ୍କ ଭିତରେ ଅପପୁଷ୍ଟି ହାର କମୁଥିଲେ ମଧ୍ୟ ଏହା ଏବେବି ଅନେକ ଅଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗୁରୁତର ରହିଛି । ୧୯ଟି ଜିଲ୍ଲାରେ ୩୦ରୁ ୪୬ ପ୍ରତିଶତ ପର୍ଯ୍ୟନ୍ତ ଶିଶୁ ଅପପୁଷ୍ଟି ଜନିତ ସମସ୍ୟା ଭୋଗୁଛନ୍ତି । ଏହି ତଥ୍ୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ସର୍ବଶେଷ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଓଡ଼ିଶା ପାଇଁ ଆଶ୍ୱାସନାର କଥା ଯେ, ଜାତୀୟସ୍ତରରେ ୫ବର୍ଷ ବୟସ ପର୍ଯ୍ୟନ୍ତ ୩୨ପ୍ରତିଶତ ଶିଶୁ ଅପପୁଷ୍ଟି ଭୋଗୁଥିବାବେଳେ ଓଡ଼ିଶାରେ ଏହି ହାର ୨୯.୭ ପ୍ରତିଶତ...
Listen Mann Ki Baat ; Samal
Jharsuguda: Man Mohan Samal, State President Bharatiya Janata Party (BJP) has requested all to listen Prime Minister Narendra Modi’s popular radio program ‘Mann Ki Baat’. 100th Edition of Mann Ki Baat will be rolled out on 30 April. While addressing Media Meet at Jharsuguda Shri Samal requested all to listen one of the most popular program of the Nation. In fact...
ସ୍କିଲ୍କାର୍ଟ ସହ ମୋ କଲେଜର ବୁଝାମଣା
ଭୁବନେଶ୍ୱର : ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ‘ସ୍କିଲ୍କାର୍ଟ’ (ୟୁଇଟି ମ୍ୟାନପାୱାର ରିର୍ସୋସେସ୍ ଲିମିଟେଡ୍) ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଓ ୟୁଇଟିର ସହ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଅମିତ କୁମାର ଗୋପ ଉପସ୍ଥିତ ରହି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଏମ୍ଓୟୁ ଦ୍ୱାରା ମହାବିଦ୍ୟାଳୟରେ ପଢୁଥିବା ବିଭିନ୍ନ ଛାତ୍ରୀଛାତ୍ରୀଙ୍କ ଦକ୍ଷତାର ବିକାଶ ହେବ । ସେମାନେ ଆଗାମୀ ଦିନରେ କିଭଳି ନିଯୁକ୍ତି ପାଇବେ...
ସୋଆ କୁଳାଧିପତିଙ୍କ ପରଲୋକ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ପ୍ରଫେସର ରାୟଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ ଅସୁସ୍ଥ ହୋଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚିକିତ୍ସାଧିନ ଥିଲେ । ଦୁଇ ଥର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ଭାବେ...
ମନ କି ବାତ୍ ରେ ରାଜନୈତିକ ଉଦ୍ଦେଶ୍ୟ ନାହିଁ
ଝାରସୁଗୁଡା : ନରେନ୍ଦ୍ର ମୋଦିଜୀଙ୍କ ଐତିହାସିକା କାର୍ଯ୍ୟକ୍ରମ “ମନ୍ କି ବାତ୍” ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ଆସନ୍ତାକାଲି ୧୦୦ତମ ସଂସ୍କରଣ ପୂରଣ ହେବାକୁ ଯାଉଛି । ପ୍ରତ୍ୟେକ ଦେଶବାସୀ ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । “ମନ କି ବାତ୍”ରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବର୍ଗର ବ୍ୟକ୍ତି ଏହାକୁ ଶୁଣିବାକୁ ରାଜ୍ୟ ସଭାପତି ମନମୋହନ ସାମଲ...
ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ପରାମର୍ଶ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ଗୋପବନ୍ଧୁ ଏକାଡେମୀ ପ୍ରଶାସନିକ ଏକାଡେମୀଠାରେ ନିଯୁକ୍ତି ପ୍ରଶିକ୍ଷଣ ନେଉଥିବା ଓଡିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ସମ୍ବୋଧିତ କରି '୫ଟି' ମଡେଲକୁ କଡ଼ାକଡ଼ି ପାଳନ କରି ନାଗରିକ କୈନ୍ଦ୍ରିକ ଶାସନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସମ୍ପର୍କରେ କହିଥିଲେ । ନାଗରିକ କୈନ୍ଦ୍ରିକ ଶାସନ ପ୍ରଦାନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ଶ୍ରୀ ଜେନା ଓଏଏସ୍ ପ୍ରୋବେସନରମାନଙ୍କୁ ପରାମର୍ଶ ଦେଇଥିଲେ । କ୍ଷେତ୍ର ଅଧିକାରୀମାନେ ବ୍ୟାପକ ଗସ୍ତ...
5T Mantra For Young OAS
Bhubaneswar: Pradeep Kumar Jena, Chief Secretary has emphasized on the State Government’s continuous efforts in ensuring good governance through effective human resource management. Addressing the OAS Probationers currently undergoing induction training in the Gopabandhu Academy of Administration here on 29 April, Chief Secretary Shri Jena reiterated the Government's priority to ensure a citizen centric governance through strict adherence to ‘5T’...
9500 CR Crop Loan Target
Bhubaneswar: Odisha Government in Department of Co-operation has set an ambitious target to disburse crop loans of Rs 9500 crore during Kharif-2023. Principal Secretary, Co-operation, Sanjeev Kumar Chadha has written to all District Collectors to take expeditious steps to ensure implementation of the Program for Kharif-2023 and financing crop loans in right perspective in the interest of the farming community. Agriculture...









