OBC Survey Begins

Bhubaneswar: The much-awaited survey of social and educational conditions of people belonging to 208 backward castes was kicked off in the State on Monday.  The survey will continue across the State till May 27. The social and educational conditions of 208 OBC communities enlisted by the state government will be collected during the survey, which will be followed by a...

ସାମାଜିକ ଓ ଶିକ୍ଷାଗତ ସର୍ଭେ ଆରମ୍ଭ

ଭୁବନେଶ୍ୱର : ରାଜ୍ୟର ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସର୍ଭେ କରାଯାଉଅଛି । ଏହି ସର୍ଭେ ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ କରାଯିବ । ଏହି ସର୍ଭେ ପ୍ରତିଦିନ (ଛୁଟିଦିନ ସହିତ) ସକାଳ ୧୦ଘଟିକାରୁ ୧୨ଘଟିକା ଏବଂ ଅପରାହ୍ନ ୩ଟା ଠାରୁ ୬ଟା ପର୍ଯ୍ୟନ୍ତ କରାଯାଉଛି । ପ୍ରତ୍ୟେକ ରବିବାର ଦିନ ଏହି ସର୍ଭେ କାର୍ଯ୍ୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କରାଯିବ । ସର୍ଭେ ସେଣ୍ଟର ସମ୍ବନ୍ଧୀୟ ତଥ୍ୟ ନିକଟସ୍ଥ ଖାଉଟି...

ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଟୋଲ- ଫ୍ରି ନମ୍ବର

ଭୁବନେଶ୍ୱର : ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାଙ୍କ ପକ୍ଷରୁ ‘ଅବକାଶକାଳୀନ ଗୃହକାର୍ଯ୍ୟ’ ମଇ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଏବଂ ନିୟମାବଳୀ ପ୍ରେରଣ କରାଯାଇ ଏହାକୁ ବିଧିବଦ୍ଧ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ଖୋଲାଯାଇ...

OTDC Lauds Content Creators

0

Bhubaneswar: Appreciation Ceremony for Odisha's content creators in the field of food, travel, art, and culture was organized today by Odisha Tourism in association with Odisha Tourism Development Corporation, Foodies of Bhubaneswar and Chalo Odisha at Panthanivas Bhubaneswar. Chairman OTDC Lenin Mohanty inaugurated the event graced by eminent personalities from the field of art – Ollywood actor Sabyasachi Mishra...

Bapi Bags Silver Medal

0

Bhubaneswar: India’s latest sensation in athletics Bapi Hansda clinched an impressive silver medal in the 400m hurdles at the ongoing 5th Youth Asian Athletics Championships in Tashkent, Uzbekistan. He clocked 51.38 seconds, his personal best to finish ahead of Sri Lanka’s Kuda Liyanage Ayomal who timed 51.40 to bag bronze while Qatar’s Mahamat Abakar Abdrahman won the gold with...

ଓଡିଶା କପା ଅନ୍ୟ ରାଜ୍ୟକୁ ପଳାଉଛି

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରଚୁର କପା ଉତ୍ପାଦନ ହେଉଥିବାବେଳେ ରାଜ୍ୟ ଭିତରେ ଏହାର ବିନିଯୋଗ କରାଯାଇ ପାରୁନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶାରୁ କପା ସଂଗ୍ରହ କରି ଚଢା ଦରରେ ସୂତାକଳମାନଙ୍କୁ ବିକି ପ୍ରଚୁର ମୁନାଫା ଉଠାଉଛନ୍ତି । ଅଥଚ କପାର ଅଭାବୀ ବିକ୍ରି ରୋକିବା ପାଇଁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ହୋଇପାରୁନଥିବାରୁ ଧୀରେ ଧୀରେ ଚାଷୀମାନେ କପା ଚାଷରୁ ମୁହଁ ଫେରାଉଛନ୍ତି । ଓଡ଼ିଶାରେ ଉତ୍ପାଦିତ କପାର ମୁଖ୍ୟାଶଂ ଗୋଟିଏ ସମୟରେ ରାଜ୍ୟର ସୂତାକଳ ଗୁଡିକରେ ବ୍ୟବହୃତ ହେଉଥିଲା ।...

ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତ ମୃତ୍ୟୁ

0

ଢେଙ୍କାନାଳ  : ତମାଖୁ ସେବନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ଓ ଭାରତରେ ପ୍ରତିବର୍ଷ ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ ଯାହା ସମସ୍ତ ମୃତ୍ୟୁହାରର ୯.୫ ପ୍ରତିଶତ । ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ୍ୟହାନିକୁ ରୋକିବା ତଥା ଜନସ୍ୱାସ୍ଥ୍ୟରେ ଉନ୍ନତି  ଆଣିବା ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ଓ ଏଥିପାଇଁ  ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍‍ସ୍‍ କଲ୍‍ଚରାଲ୍‍ ସେଣ୍ଟର (ପିକକ୍‍) ପକ୍ଷରୁ କୋଆଲିସନ ଫର ଟବାକୋ ଫ୍ରି ଓଡିଶା ସହଯୋଗରେ ଏକ ତମାଖୁ ନିୟନ୍ତ୍ରଣ କର୍ମଶାଳା ଏଠାରେ...

ରାଜଭବନରେ ‘ମନ୍‌ କି ବାତ୍‌’

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହା ଦେଶ ଓ ଦେଶବାସୀଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ । ଶହେତମ ଅଧ୍ୟାୟରେ ପହଞ୍ଚିଥିବା ‘ମନ୍‌ କି ବାତ୍‌’ ଜରିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରର ପ୍ରଧାନ ସେବକ ଭାବେ ନିଜର ବିଚାର, ଚିନ୍ତାଧାରା, ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କୋଟି କୋଟି ଭାରତୀୟଙ୍କ ସହିତ ଯୋଡ଼ି ହୋଇଯାଇଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି...

Open Ratna Bhandar

0

Bhubaneswar: The Ratna Bhandar, the Treasury of Lord Jagannath’s 12th century shrine in Puri, continues to remain a mystery for the people. And the present opposition political parties have added to the confusion as the people doubt whether the Lord’s valuable ornaments are intact or missing over a period of time. The Ratna Bhandar, according to the State Government, was...

ଶ୍ରୀମନ୍ଦିରରେ ନିଯୁକ୍ତ ହେଲେ ନୂଆ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଫିସର ରଂଜନ କୁମାର ଦାସଙ୍କୁ ରାଜ୍ୟ ସରକାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଦାସ କେବଳ ଶ୍ରୀମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରିବେ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାର ଆଜି ଏହି ନିଷ୍ପତି ନେଇଛନ୍ତି । ଉଲ୍ଲେଖନୀୟ ଯେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସର୍ବୋଚ୍ଚ ଅଦାଲତ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଜଣେ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବାକୁ କହିଥିଲେ ।...