ସ୍ବାସ୍ଥ୍ୟ ବିଭାଗର ଫିଡ୍‌ବ୍ୟାକ ସର୍ବୋତ୍ତମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ  ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ  ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍‌କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକ୍ରମରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଫୋନକଲ୍‌ ଜରିଆରେ ସେମାନେ କିଭଳି ବ୍ୟବହାର ପାଇଲେ...

BJP On PMAY Plea

0

Bhubaneswar: Taking the PMAY issue to a further level, the Odisha BJP on Tuesday sought intervention of Governor Ganeshi Lal for ensuring ownership and accountability of Odisha Administration in transparent and fair allocation of PMAY-G houses to beneficiaries in Odisha. A delegation of BJP led by BJP Chief Whip Mohan Majhi submitted a memorandum to the Governor in this regard. The...

ଆଦର୍ଶ ୱାର୍ଡ ଗଠନ ପାଇଁ ତାଲିମ

0

ଭୁବନେଶ୍ୱର : ଆଦର୍ଶ ୱାର୍ଡ ଓ ସଶକ୍ତ ପଞ୍ଚାୟତ ଗଠନ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସଆଇଆରଡି), ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦ (ଜେଆରପି)ର ମିଳିତ ସହଯୋଗରେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ସ୍ଥିତ ଖାଲମଡା ପ୍ରଶିକ୍ଷଣ ଭବନ ଠାରେ ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତାଲିମ ଶିବିରରେ ଜିଲ୍ଲା ସ୍ତରରୁ ଆସିଥିବା ବରିଷ୍ଠ ଅଧିକାରୀମାନେ ପ୍ରଶିକ୍ଷଣ...

ନକଲି ଶିକ୍ଷକଙ୍କ ଉପରେ ନଜର ରଖ

0

ଭୁବନେଶ୍ୱର : ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସ୍କୁଲ୍‌ ପରିଦର୍ଶନ କରିବା ସହ ନକଲି/ ଜାଲି ଶିକ୍ଷକମାନଙ୍କ ବିରୁଦ୍ଧରେ ଥିବା ମାର୍ଗଦର୍ଶିକାକୁ କଡାକଡି ଭାବରେ ପାଳନ କରିବା ନିମନ୍ତେ କୁହାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବ୍ରହ୍ମପୁର ଜୋନର ୮ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି...

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଏବଂ ଦଳୀୟ ନେତା ରାଜ୍ୟପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି । ସେହିପରି ଆବାସ ଯୋଜନାର ବଂଟନ କାର୍ଯ୍ୟକ୍ରମ ଆରମ୍ଭ ସମୟରେ ପ୍ରଧାନମନ୍ତ୍ରୀ...

ସୋଆ ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍ ପୁରସ୍କାର

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍‌କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ୍ରଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଏହି ୱିୱେର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ପୁରସ୍କାରଟି ହେଉଛି “ ଷ୍ଟୁଡେଂଟ ଇନୋଭେଟିଭ୍‌ସ, ଷ୍ଟୁଡେଂଟ ଏଗ୍‌ଜିବିଟର” ଏବଂ ଦ୍ୱିତୀୟଟି ହେଉଛି “ଆୱାର୍ଡ ଅଫ୍ ରେକଗ୍‌ନାଇଜେସନ୍‌” । ଛାତ୍ରଛାତ୍ରୀମାନଙ୍କୁ ୧୫...

ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

0

କଟକ : CMVR, 1989 ଅନୁଯାୟୀ, 40 ବର୍ଷରୁ ଅଧିକ ଆବେଦନକାରୀଙ୍କ ପାଇଁ ଫର୍ମ 1A ରେ ଏକ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ଏବଂ ନୂତନ LLR କିମ୍ବା DL ର ନବୀକରଣ ପାଇଁ ଆବେଦନ କରିବା ବାଧ୍ୟତାମୂଳକ ଅଟେ | ଯେକୌଣସି ନୂତନ ପରିବହନ DL ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କ ପାଇଁ ଏହା ମଧ୍ୟ ଆବଶ୍ୟକ | ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି ଏବଂ ଅନଲାଇନ୍ ଆବେଦନ ସମୟରେ ଏହାକୁ ସାରାଥୀ...

Online MC Mandatory

0

As part of 5T Initiative, the State Government has made online medical certificate mandatory for renewal of driving licenses from January 26. As per the provision of Central Motor Vehicles Rule (CMVR), 1989, a medical certificate in Form 1A is mandatory for the applicant more than 40 year and applying for new LLR or renewal of DL.  It is also...

Chadha Gets AS Rank

Bhubaneswar: Ace Administrator Sanjeev Kumar Chadha has been empanelled in the rank of Additional Secretary (AS) in Government of India. Department of Personnel & Training (DoPT) has brought out the notification here in this regard. DoPT notification says “The Appointments Committee of the Cabinet has approved the empanelment of Shri Sanjeev Kumar Chadha, IFoS (OR:89) for holding Additional Secretary/ Additional Secretary...

Odisha Waits For 2728 CR

0

Bhubaneswar: Till date Odisha is yet to receive an outstanding amount of Rs.2728 Crore towards GST compensation from Government of India. According to latest report on GST Compensation, the State Government is to receive the outstanding amount of Rs.1167.50 Crore for 2021-22 and Rs.1560.50 Crore for 2022-23 towards such compensation. While the GST Compensation Regime has ended on 30 June 2022,...