ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ପୁରସ୍କାର
ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡ୍ମା)କୁ ଜାତୀୟ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ମସିହା ପାଇଁ ଓସ୍ଡ୍ମାକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷ ପାଇଁ ଏହି ସମ୍ମାନଜନକ ଜାତୀୟ...
BharOS Test Successful
New Delhi: Union Education and Skill Development & Entrepreneurship Minister, Dharmendra Pradhan along with Minister for Railways, Communications, Electronics & Information Technology, Ashwini Vaishnaw successfully tested the ‘BharOS’. BharOS is a Made In India Mobile Operating System developed by IIT Madras today.Shri Pradhan said that the poor people of the country will be the main beneficiary of a strong, indigenous, dependable...
ଅପରିପକ୍ୱ ଶିଶୁମାନଙ୍କ ଯତ୍ନ କର୍ମଶାଳା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଅପରିପକ୍ୱ ଶିଶୁମାନଙ୍କୁ ମା’ର ସ୍ୱତନ୍ତ୍ର ଯତ୍ନ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନଙ୍କ ଭୁମିକା ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍), ୟୁନିସେଫ୍ ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନିଓନାଟୋଲୋଜି ବିଭାଗର ମିଳିତ ସହଯୋଗରେ ଏହି କର୍ମଶାଳା ଜାନୁଆରୀ ୨୦ ତାରିଖରେ ଆୟୋଜିତ ହୋଇଥିଲା ।...
ଭାରତ ଅପରେଟିଂ ସିଷ୍ଟମର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ – “ଭାରତ ଅପରେଟିଂ ସିଷ୍ଟମ” (BharOS)ର ପରୀକ୍ଷଣ ସଫଳ ହୋଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ସଶକ୍ତ, ସ୍ୱଦେଶୀ ଏବଂ ଆତ୍ମନିର୍ଭର ଭାରତର ଡିଜିଟାଲ ଭିତ୍ତିଭୂମିକୁ ପୂରଣ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ...
Two Ultras Nabbed
Koraput: A female cadre ultra and her associate, allegedly involved in several offences, were arrested on Tuesday in Nabarangpur district. The two ultars were arrested by the security personnel during a combing operation by Special Operation Group (SOG) and District Voluntary Force (DVF) personnel and CRPF from Hatigaon reserve forest area under Raighar police limits of Odisha’s Nabarangpur district, said...
Sarangi Hurls Mine Slur
Bhubaneswar: Senior BJP leader and Bhubaneswar MP Aparajita Sarangi on Tuesday alleged that there were massive irregularities in auction of mines by the Odisha Government. Holding a press conference here, Shrimati Sarangi alleged that the State Government has already acknowledged occurrence of large-scale irregularities that led to the loss of thousands of crores of rupees to the exchequer. She said...
State To Set SWIC
Bhubaneswar: The State Government is taking steps to constitute a State Water Informatics Centre (SWIC) dedicated to the handling of State-level water resources data. Department of Water Resources (DoWR) has given the task for establishment and operationalization of the SWIC. The SWIC will be set up to act as a dedicated organization for coordination, collection and dissemination of water resources data...
ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର
ଭୁବନେଶ୍ୱର : ଜଳସମ୍ପଦ ତଥ୍ୟର ପରିଚାଳନା ପାଇଁ ଓଡିଶା ସରକାର ରାଜ୍ୟ ଜଳ ସୂଚନା କେନ୍ଦ୍ର (ଏସ୍ଡବ୍ଳ୍ୟଆଇସି) ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟ ଜଳସମ୍ପଦ ବିଭାଗ ଜଳ ସୂଚନା କେନ୍ଦ୍ରର ପ୍ରତିଷ୍ଠା ଓ ପରିଚାଳନା ପାଇଁ ବିଭାଗ ଗୁଡିକରୁ ମତାମତ ଲୋଡିଛନ୍ତି । ଏସ୍ଡବ୍ଲ୍ୟୁଆଇସି ଜାତୀୟ ଜଳ ସୂଚନା କେନ୍ଦ୍ରର ସହାୟତା ଏବଂ ମାର୍ଗଦର୍ଶନରେ ରାଜ୍ୟ ଜଳ ସମ୍ପଦ ତଥ୍ୟର ସମନ୍ୱୟ, ସଂଗ୍ରହ ଏବଂ ପ୍ରସାର ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଭାଗ...
ଓଡିଆ ଭାଷାରେ ପଢାଇବାକୁ ଅଧ୍ୟାପକ ଅମଙ୍ଗ
ଭୁବନେଶ୍ୱର : ଓଡିଆ ଭାଷାରେ ପରୀକ୍ଷା କରାଇବାପାଇଁ ଓଡିଶା ଲୋକସେବା ଆୟୋଗ ଘୋଷଣା କରିଥିବାବେଳେ କଲେଜ ସ୍ତରର ଛାତ୍ରଛାତ୍ରୀମାନେ କିନ୍ତୁ ଓଡିଆ ଭାଷାରେ ପରୀକ୍ଷା ଦେବାପାଇଁ ସମସ୍ୟାରେ ପଡୁଛନ୍ତି । ଓଡିଆ ଭାଷାରେ ପରୀକ୍ଷା ଦେବା ତ ଦୂରରକଥା ଓଡିଆ ଭାଷାରେ ପଢାଇବାକୁ ଅଧ୍ୟାପକ ଅଧ୍ୟାପିକାମାନେ ମଙ୍ଗୁ ନାହାନ୍ତି । ଓଡିଶା ଭାଷାରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ହେବା ନେଇ ଘୋଷଣା ପରେ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ଓଡିଆ ଭାଷା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷକରି ଯୁକ୍ତ ଦୁଇ ଓ ଯୁକ୍ତ...
Coast Guard Rescues Sailor
Bhubaneswar: Undertaking a long-range medical evacuation above sea, Indian Coast Guard on Monday rescued a Myanmar sailor from mid-sea. He has been admitted to a private hospital in Bhubaneswar. The Myanmar national, identified as Than Htike Lwin, was onboard MT GB Venture, which had reached near Sagar Island from Singapore. The rescue operation was carried out with an indigenous Advanced Light...









