ନଗଦ ଆକାରରେ ଭତ୍ତା ଦିଅନି

0

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି । ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ...

ବିଜୁଳି ଗ୍ରାହକ ଟଙ୍କାଏ ଅଧିକ ଗଣୁଛନ୍ତି

0

ଭୁବନେଶ୍ୱର : ରାଜ୍ୟର ସଂଖ୍ୟାଧିକ ବିଦ୍ୟୁତ ଗ୍ରାହକ ଚଳିତ ମାସରେ ଏକ ଟଙ୍କା କରି ତଣ୍ଡ ଗଣୁଛନ୍ତି । ସେମାନଙ୍କୁ ବିତରଣ କମ୍ପାନୀ ଯେତିକି ଟଙ୍କାର ବିଲ୍‍ ଧରାଇଛି ଅନ୍‍ଲାଇନ୍‍ରେ ପଇଠ କଲାବେଳକୁ ତାହାଠାରୁ ଏକ ଟଙ୍କା ଅଧିକ କରି ଆଦାୟ କରୁଛି । ଚଳିତ ମାସରେ ବିଦୁତ୍‍ ବିତରଣ କମ୍ପାନୀମାନେ ଗ୍ରାହକଙ୍କୁ ଯେଉଁ ବିଲ୍‍ ଧରାଇଛନ୍ତି ସେଥିରେ ପ୍ରାୟ ସମସ୍ତଙ୍କର ଦେୟ ଟଙ୍କାରେ ହିସାବ ହୋଇଛି । ଯେଉଁମାନଙ୍କର ବିଲ୍‍ରେ ଯେତିକି ଟଙ୍କା ଓ ପଇସା ଆସିଛି ସେଥିରେ ପଇସାକୁ ଅଧିକାକରି ଟଙ୍କାରେ...

ଜିଲ୍ଲା ବିଧି ବିଜ୍ଞାନଗାର ଅଚଳ

ଭୁବନେଶ୍ୱର : ଅପରାଧିକ ମାମଲାରେ ବିଜ୍ଞାନଭିତ୍ତିକ ତଦନ୍ତ ପାଇଁ ଓଡିଶାରେ ଥିବା ୩୬ଟି ଜିଲ୍ଲା ବିଧି ବିଜ୍ଞାନଗାର ମଧ୍ୟ ୧୨ଟି ଅଚଳ ଅବସ୍ଥାରେ ଥିବାବେଳେ ୨୪ଟି କାର୍ଯ୍ୟକ୍ଷମ ଅଛି । ତେବେ ଏହି ସଂସ୍ଥାଗୁଡିକରେ ବହୁ ପଦ ପଦବୀ ଖାଲି ପଡିଥିବାରୁ ଠିକା ଅଧିକାରୀ ଭରସା ବୋଲି କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି । ଦେଶର ପୁରାତନ ଅପରାଧି ବିଧି ବିଜ୍ଞାନଗାର ମଧ୍ୟରୁ ଓଡିଶାରେ ଥିବା ଏହି ସଂସ୍ଥା ବେଶ୍‍ ପୁରାତନ । ଭୁବନେଶ୍ୱରରେ ରାଜ୍ୟ ବିଧି ବିଜ୍ଞାନାଗାର ଥିବାବେଳେ ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ୱରରେ...

Infra Support For PACS

Banki: Kendupali PACS under Banki CCB, Cuttack celebrated the centenary year today. Atanu Sabyasachi Nayak Minister Food Supply & CW , Cooperation graced the occasion as Chief Guest. Sanjeev Chadha, Principal Secretary Co-operation graced the occasion.Sri Nayak assured to provide Rs.40 lakh towards infrastructure out of government grant on the occasion of 100 years of the PACS. He advised...

Kasturi Panda Bags IAS

Bhubaneswar: All along a brilliant student Kasturi Panda has bagged IAS. She has come out with flying colors in UPSC Examinations, 2022. She said that there is availability of information in a big way. However one has to choose important things in mind. She advised to choose resources wisely and focus on quality over quantity. Giving out details on her preparation...

ସୋଆରେ ଏନ୍‌ଏସ୍‌ଏସ୍ କଲ୍‌ଚରାଲ୍ ଫେଷ୍ଟ

ଭୁବନେଶ୍ୱର : ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌)ରେ ସାମିଲ ହେବା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ଜୀବନର ଗୁଣବତାକୁ ବୃଦ୍ଧି କରିବାରେ ସହାୟକ ଅଟେ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏନ୍‌ଏସ୍‌ଏସ୍‌ର ରାଜ୍ୟସ୍ତରୀୟ କଲ୍‌ଚରାଲ୍ ଫେଷ୍ଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରବିବାର ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସେଠୀ । ଓଡ଼ିଶାର ୧୯ଟି ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦରୁ ପ୍ରାୟ ୨୦୦ ଜଣ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ ଅଫିସର ଓ...

ନାସକମ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଉପଯୁକ୍ତ ପ୍ରତିଭା ସୃଷ୍ଟି ସହିତ ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ଏବଂ ନିପୁଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି  । ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଆଜି ସ୍ଥାନୀୟ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା  । ଏକ  ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ...

ରାଜଭବନରେ ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ

0

ଭୂବନେଶ୍ୱର : ରାଜଭବନ ଇତିହାସରେ ଆଜି ଥିଲା ଏକ ଗୌରବମୟ କ୍ଷଣ । ଅତୀତରେ ଅନେକ ଐତିହାସିକ ଘଟଣାର ମୁଖ୍ୟକେନ୍ଦ୍ର ଏହି ରାଜଭବନ । ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା ଥିଲା, ଆଉ ଏକ ସ୍ମରଣୀୟା ଘଟଣା ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଏକ ନୂତନ ପୃଷ୍ଠା ଏବଂ ଭବିଷ୍ୟତ ପୀଢ଼ିକୁ ସ୍ମରଣ କରାଇବ ଏହାର ଗୌରବମୟ ଇତିହାସ । ସମଗ୍ର ବାତାବରଣ ଥିଲା ନିଆରା ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ଅଫୁରନ୍ତ ଆନନ୍ଦ ।...

820 Family Relocated From Forests

0

Bhubaneswar: For the protection of wildlife animals and also human beings, the State Government has relocated 820 families from the core areas of National Park and various wildlife sanctuaries, Forest, Environment and Climate Change Minister Pradip Kumar Amat said on Tuesday. Chief Minister Naveen Patnaik today reviewed the achievements of major projects of the Department of Forest, Environment and Climate...

Pacts For Skill Development

Bhubaneswar: State Government in the Department of Higher Education on Tuesday signed MoUs with Infosys & Nasscom to provide skill development training to youths of the State. With the objective of making the State of Odisha a digital talent hub, the State has signed the MOUs in the presence of Higher Education Minister Rohit Pujari, Principal Secretary, Higher Education, Bishnupada...