NTPC Tops Power List

0

New Delhi: NTPC Limited, the country’s largest power generating company has been ranked No.1 Independent Power Producers and Energy Traders Globally in the S&P Global Commodity Insights Top 250 Global Energy Company Rankings®-2022. These rankings are based on four key metrics- asset worth, revenues, profits and return on investment. NTPC is not just India’s largest power producer; it is one...

MoU for MUKTA

0

Bhubaneswar: A Memorandum of Understanding (MoU) has been signed between Housing & Urban Development Department and Urban Management Centre to provide Technical Support for Capacity Building of Odisha’s flagship program “Mukhyamantri Karma Tatpara Abhiyaan” (MUKTA}. The MoU was signed virtually by G Mathi Vathanan, Principal Secretary, H & UDD and Manvita Baradi, Director, UMC on last Monday . The...

୨୮ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

0

ଭୁବନେଶ୍ୱର : ଓଡ଼ିଶାର ଯୁବକଙ୍କ ସୁରକ୍ଷା, ନବ ଦାସ ହତ୍ୟାର ସଠିକ୍ ତଦନ୍ତ, ଷଡଯନ୍ତ୍ରକାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଆସନ୍ତା ୨୮ତାରିଖରେ ବିଧାନସଭା ଘେରାଉ କରିବ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓଡ଼ିଶାର ଯୁବକମାନଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ୨୩ ବର୍ଷ ଶାସନ କାଳରେ ଓଡିଶାରେ...

Call For Energy Conservation

0

Bhubaneswar: With the mercury started soaring in Odisha, the State Government has asked all the Departments for conservation of energy during the summer season.   With the onset of summer, electricity demand is expected to increase. The ever-increasing demand for electricity calls for action on energy efficiency & energy conservation, ACS Energy N B Dhal said. The ACS has suggested a...

Bettter Infra For 4536 Schools

0

Bhubaneswar: To provide better infrastructure and facilities to students in Government-run High Schools, the State Government has transformed 4536 High Schools and made an expenditure of Rs. 2319.36 Crore under the High School Transformation (HST) Programme. This was informed by School & Mass Education Minister Samir Ranjan Dash in the Assembly on Wednesday. As of now, 8864 numbers of High Schools...

ସବୁ ନେତାଙ୍କୁ ତଦନ୍ତ ପରିସରକୁ ଆଣ

0

ଭୁବନେଶ୍ୱର : ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ପାଇଁ ବିଜେଡି, ବିଜେପି ଓ କଂଗ୍ରେସର କେତେକ ନେତା ପରସ୍ପରକୁ ଦାୟୀ କରୁଥିବା ପରିପ୍ରେକ୍ଷୀରେ ଏ ସମସ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଉକ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଚକ୍ରାନ୍ତ ଥିଲା କି ନାହିଁ ସେ ସମ୍ପର୍କରେ ପୁଲିସ ସ୍ପଷ୍ଟ କରିବାକୁ ଏବେ ବିଭିନ୍ନ ମହଲରୁ ଦାବି ହେଉଛି । ଜାନୁୟାରୀ ୨୯ ତାରିଖ ପୂର୍ବାହ୍ନରେ ବ୍ରଜରାଜନଗରର ଗାନ୍ଧୀଛକ ନିକଟରେ ଜଣେ କର୍ତ୍ତବ୍ୟରତ ପୁଲିସ ଏଏସ୍‍ଆଇ ସର୍ବସମ୍ମୁଖରେ ଖୁବ୍‍ ନିକଟରୁ ନବ ଦାସଙ୍କୁ ଗୁଳିମାରି ହତ୍ୟା...

କାଳିଆ ଯୋଜନାରେ ୫୯ଲକ୍ଷରୁ ଅଧିକ ହିତାଧିକାରୀ

0

ଭୁବନେଶ୍ୱର : କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ଚାଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୧୮,୬୯,୫୨୯ଜଣ ଭୂମିହୀନ ଚାଷୀ ରହିଛନ୍ତି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ କାଳିଆ ଯୋଜନାରେ ସମସ୍ତ...

ଝୋଟ ବସ୍ତାରେ ପ୍ୟାକେଜିଂ ବାଧ୍ୟତାମୂଳକ

0

ନୂଆଦିଲ୍ଲୀ : ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ, ଗହମ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ମାନଦଣ୍ଡକୁ ମଞ୍ଜୁର କରିଛନ୍ତି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବାଧ୍ୟତାମୂଳକ ମାନଦଣ୍ଡ ଖାଦ୍ୟଶସ୍ୟର ପ୍ୟାକେଜିଂ ଲାଗି ସମ୍ପୂର୍ଣ୍ଣ ସଂରକ୍ଷଣ ପ୍ରଦାନ କରିଥାଏ। ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ଲାଗି ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି । ଯାହାକି ଓଡ଼ିଶା, ପଶ୍ଚିମବଙ୍ଗ ଭଳି ଝୋଟ ଉତ୍ପାଦନକାରୀ ରାଷ୍ଟ୍ର ପାଇଁ ଏକ ବଡ଼...

ପ୍ରଗତି ବୈଠକରେ ନଅ ପ୍ରକଳ୍ପର ସମୀକ୍ଷା

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଜଡିତ ସକ୍ରିୟ ପ୍ରଶାସନ ଏବଂ ସଠିକ୍ ସମୟରେ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି ମୋଡାଲ୍ ପ୍ଲାଟଫର୍ମ ପ୍ରଗତି ର ୪୧ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ଏହି ନଅଟି ପ୍ରକଳ୍ପ ମଧ୍ୟରେ ତିନୋଟି ପ୍ରକଳ୍ପ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ଗୋଟିଏ କରି...

ଆମ ହସ୍ପିଟାଲ ପାଇଁ ୧୪୭ ଟି ଡାକ୍ତରଖାନା ଚିହ୍ନଟ

0

ଭୁବନେଶ୍ୱର : ରାଜ୍ୟରେ ଗୂଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୩୦ ଟି ଜିଲ୍ଲାର ୧୪୭ ଟି ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । । ଏହି ହସ୍ପିଟାଲ ଗୁଡ଼ିକୁ ୫-ଟି ଢାଞ୍ଚାରେ ରୂପାନ୍ତରିତ କରାଯିବ । ସବୁ ଜିଲ୍ଲାରେ ଅଧିକ ସଂଖ୍ୟକ ରୋଗୀ ଆସୁଥିବା ହସ୍ପିଟାଲଗୁଡ଼ିକୁ ମୁଖ୍ୟତଃ ଏଥିରେ ସାମିଲ କରାଯାଇଛି । ଇତି ମଧ୍ୟରେ, ଜିଲ୍ଲାୱାରୀ ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରାଯାଇ...