କୃଷି ବିକାଶ ପାଇଁ ସୁଧବିହୀନ ଋଣ ସୁବିଧା

0

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ ସେମାନଙ୍କ ସହିତ ରହିଛି । ଆମ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମବାୟ ବିଭାଗ ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଚାଷ କ୍ଷେତ୍ରରେ...

ଏଫ୍‍ବିଆଇ ସହାୟତା ପାଇଁ ଉଦ୍ୟମ ହେଉଛି

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏବେ ଏଥିରେ ଆମେରିକାର ପ୍ରସିଦ୍ଧ ତଦନ୍ତକାରୀ ସଂସ୍ଥା ଏଫ୍‍ବିଆଇର ସହାୟତା ନେବାପାଇଁ ପାଇଁ ଆଗ୍ରହ କରିବା ସହିତ ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହିତ ଯୋଗାଯୋଗ କରିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।   ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଏହି ଗୃହର ମାନ୍ୟବର ସଦସ୍ୟ ନବକିଶୋର ଦାସଙ୍କର ମୃତ୍ୟୁ ଆମ...

State Seeks FBI Support

0

Bhubaneswar: Chief Minister Naveen Patnaik on Wednesday said the State Crime Branch is seeking the help of the Federal Bureau of Investigation (FBI) of the USA for behavioral analysis of accused in Minister Naba Kisore Das murder case. The Chief Minister has made a statement in the Odisha Legislative Assembly amid ruckus by the Opposition over the sensitive case. The...

Timeline For Red Zone Roads

0

Bhubaneswar: Odisha Government seems determined to complete Red Corridor Connectivity with the timeline so that people living in the Left Wing Extremists (LWE) affected areas will avail hassle free movement facility. Accordingly the State Government has asked the officials of Malkangiri and Koraput districts to complete 11 road projects undertaken under the Road Connectivity Plan in LWE Affected Areas (RCPLWEA). The...

ଧାର୍ଯ୍ୟ ସମୟରେ ସାର ସଡକ ପ୍ରକଳ୍ପ

0

ଭୁବନେଶ୍ୱର : ମାଓ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ ଲାଗି ଧାର୍ଯ୍ୟ ସମୟରେ ବିଭିନ୍ନ ସଡକ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସ୍ଥିର ହୋଇଛି । ଏହା ଫଳରେ ଏହିସବୁ ଅଞ୍ଚଳରେ ବସବାସ କରୁଥିବା ଲୋବେ ସହଜରେ ଯାତାୟତ କରିପାରିବେ । ତଦନୁଯାୟୀ ରାଜ୍ୟ ସରକାର ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଅଧିକାରୀମାନଙ୍କୁ ମାଓ ପ୍ରଭାବିତ ଅଞ୍ଚଳରେ ନିର୍ମାଣାଧିନ ଥିବା ୧୧ଟି ସଡକ ପ୍ରକଳ୍ପ କାର୍ଯ୍ୟ ସାରିବାକୁ କହିଛନ୍ତି । ବିଶ୍ୱ ବ୍ୟାଙ୍କ୍‍ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଏ ସଂକ୍ରାନ୍ତରେ ମାଲକାନଗିରି ଓ କୋରାପୁଟର ସଡକ...

କେବଳ ଜୟନାରାୟଣ ପିଏସ୍‍ଓ ଫେରାଇଛନ୍ତି

0

ଭୁବନେଶ୍ୱର : ଓଡିଶା ପୋଲିସ ଉପରେ ଅନାସ୍ଥା ପ୍ରକଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‍ଓ) ଫେରାଇ ଦେବାକୁ ଘୋଷଣା କରିଥିବାବେଳେ ତାଙ୍କ ଦଳର ଅନ୍ୟ ବିଧାୟକମାନେ କିନ୍ତୁ ରାଜ୍ୟ ପୁଲିସ ଯୋଗାଇଥିବା ସୁରକ୍ଷା ଅଧିକାରୀଙ୍କ ବଳୟ ମଧ୍ୟରେ ଆତଯାତ ହେଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାପରେ ଶ୍ରୀ ମିଶ୍ର ଲଗାତାର ଭାବେ ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିବା କଥା ଉଠାଇବା ସଙ୍ଗେ ସଙ୍ଗେ ଜଣେ ପୋଲିସ କର୍ମଚାରୀ ନିଜ ସର୍ଭିସ୍‍ ରିଭଲଭରରେ ଗୁଳିମାରି...

Bus Stands@Business Centers

0

Bhubaneswar: As part of 5T initiative, the State Government has asked all Collectors to develop the peripheral area of the proposed new bus stands being set up in various Blocks as business centres.    Principal Secretary, Commerce and Transport, Usha Padhee has written a letter to all Collectors in this regard. She said that the State-run Odisha State Road Transport Corporation...

Guv Lauds Fiscal Management

0

Bhubaneswar: Governor Prof Ganeshi Lal on Tuesday highly praised the State Government’s efforts made for proper management of State finance. “My Government has been a pioneer State in implementing emulative international best practices in Public Financial Management,” the Governor said while addressing Odisha Legisative Assembly here on the first day of Budget Session.   Odisha has topped among large States in...

ଅଗ୍ନିବୀର ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ

0

ଭୁବନେଶ୍ୱର : ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ ଅନ୍‌ଲାଇନ୍‌ରେ ଚଳିତ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ www.joinindianarmy.nic.in ୱବ୍‌ସାଇଟ୍‌ରେ ଆବେଦନ କରିପାରିବେ । ପଞ୍ଜିକରଣ ପ୍ରକ୍ରିୟା ଏବଂ ଅଗ୍ନିବୀର ନିଯୁକ୍ତି ଯୋଜନାରେ ଆବେଦନର ଭିଡ଼ିଓ www.joinindianarmy.nic.in ୱବ୍‌ସାଇଟ୍‌ରେ ଉପଲବ୍ଧ ରହିଛି । ଚଳିତ ବର୍ଷଠାରୁ ଅଗ୍ନିବୀର ନିଯୁକ୍ତି ପ୍ର୍ରକି୍ରୟାରେ ପରିବର୍ତ୍ତନ କରାଯାଇଛି । ପ୍ରଥମେ ଆଶାୟୀଙ୍କୁ କମ୍ପୁ୍ୟଟର...

Paradip Port To Turn H2 Hub

0

Mumbai: Paradip Port Authority under the Green Shipping and Green Shipping initiative of MIV 2030 has implemented and initiated various activities that would help in reducing the GHG (Green House Gases) emissions from the Port and Shipping sector. Paradip Port and two other Major Ports have initiated action and will be Hydrogen Hubs and help in achieving the targets set...