ବାଲେଶ୍ୱର ଜିଲ୍ଲା ପାଇଁ ଦେଢ କୋଟି ଭୁବନେଶ୍ୱର : ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ, ଗ୍ରାମବାସୀ ଏବଂ ବେସରକାରୀ ସଂସ୍ଥା (ଏନଜିଓ) ମାନଙ୍କର ସଦସ୍ୟଙ୍କୁ ଭେଟିଥିଲେ | ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନେ କରିଥିବା ଉଦ୍ୟମକୁ ଶ୍ରୀ ବୈଷ୍ଣବ ପ୍ରଶଂସା କରିଥିଲେ | ସ୍ଥାନୀୟ ବାସିନ୍ଦା ମାନ୍ୟବର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ଏହି ଅଞ୍ଚଳ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ...
ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହିତ ଏହାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ । ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯାଇ ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ । ମିଶନ ଶକ୍ତିର ମହିଳା...
Mantra For BJD Youth
Bhubaneswar: BJD Supremo and Chief Minister Naveen Patnaik today asked his youth wing leaders to remain active in social media and ensure that the pro-people initiatives of his government reached the people at grassroots. “As you know, social media is a powerful medium these days. I expect you to remain active in social media and ensure that the pro-people initiatives...
ପୂରଣ ହେଲାନି ଋଣ ଲକ୍ଷ୍ୟ
ଭୁବନେଶ୍ୱର : ମିଶନ ଶକ୍ତି ଅଧିନରେ ଥିବା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ୨୦୨୨-୨୩ ବର୍ଷରେ ୪ଲକ୍ଷ ଟଙ୍କାର ଋଣ ଦେବାକୁ ଯେଉଁ ଲକ୍ଷ୍ୟ ଥିଲା ତାହା ପୂରଣ ହୋଇପାରି ନାହିଁ । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କ୍ମାନେ ଏହି ଲକ୍ଷ୍ୟ ପୂରଣ କରିପାରି ନାହାନ୍ତି । ସଦ୍ୟ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏଲଏସବିସି) ବୈଠକରେ ଦିଆଯାଇଥିବା ତଥରୁ ଜଣାଯାଇଛି ଯେ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏସ୍ଏଚ୍ଜିଗୁଡିକ ଦିଆଯାଇଥିବା ଋଣର ଆକାର ୩.୦୧ ଲକ୍ଷ ଟଙ୍କା...
ଓଡିଆ ବିଶ୍ୱବିଦ୍ୟାଳୟରେ ପାଠ ପଢାଇବ କିଏ ?
ଭୁବନେଶ୍ୱର : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏହି ବିଶ୍ୱ ବିଦ୍ୟାଳୟରେ କେଉଁମାନେ ପାଠ ପଢାଇବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କେବଳ ସେତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟ ଲାଗି କୁଳପତିଙ୍କଠାରୁ ଆରମ୍ଭ କରି ଶିକ୍ଷକ, ପ୍ରଶାସକ ଓ ପିଅନ ପର୍ଯ୍ୟନ୍ତ କାହାକୁ ବି ନିଯୁକ୍ତି ଦିଆଯାଇନାହିିଁ । ୨୦୧୮ ମସିହାରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପୁରୀରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି...
୧୧ ବର୍ଷରେ ୫ ଥର ଅସ୍ତ୍ରୋପଚାର
ଭୁବନେଶ୍ୱର : ଜଟିଳ କର୍କଟ ରୋଗ “ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା” ରେ ପୀଡ଼ିତ ଥିବା ବୌଦ୍ଧ ଜିଲ୍ଲାର ଜଣେ ୩୮ ବର୍ଷୀୟ ମହିଳାଙ୍କର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ୫ମ ଥର ପାଇଁ ସମ୍ରେ ତାଙ୍କର ଏହି ସମସ୍ୟା ନେଇ ଅସ୍ତ୍ରୋପଚାର କରାଯାଇଛି । ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା ଏପରି ଏକ ସମସ୍ୟା ଯାହା ବାରମ୍ବାର ଉପୁଜିଥାଏ ଏବଂ କେମୋ କିମ୍ବା ରେଡିଏସନ୍ ଥେରାପି ଦ୍ୱାରା ଏହାର ଚିକିତ୍ସା କରାଯାଇ ପାରିନଥାଏ । କେବଳ ଅସ୍ତ୍ରୋପଚାର ଦ୍ୱାରା...
Co-op Banks Can Make OTS
Bhubaneswar: In order to realize the vision of 'Sahakar-se-Samriddhi' envisaged by Prime Minister Narendra Modi, the newly formed Ministry of Cooperation has taken several important initiatives to strengthen Co-operative Banks and organisations in the country. Union Secretary Co-operation, Gyanesh Kumar has recently written a letter to Chief Secretary Pradeep Kumar Jena informing about the steps taken by the Centre for...
Skill Training For Cops
Bhubaneswar: Transport Commissioner Amitabh Thakur has advised the Police Personnel to enhance their skill in order to investigate road accidents with a holistic approach. Shri Thakur, while inaugurating the Training Program for Police Personnel here on 5 July said it is pertinent to improve their skill in this regard. As suggested by the Hon'ble Supreme Court, a training has been organised...
Firearms For Forest Officials
In a historic decision, the State Government has decided to arm forest personnel of the State with firearms. As per direction of HCM, Additional Chief Secretary (ACS), Forest, Environment & Climate Change, Satyabrata Sahu has issued a notification in this effect on Wednesday. “The Government of Odisha, being conscious of the vulnerability of forest land and forest based resources in forest...
ବେଦାନ୍ତ ଜମି ଫେରସ୍ତ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ-କୋଣାର୍କ ବେଳାମାର୍ଗ କଡରେ ପ୍ରାୟ ୮୦୦୦ ଏକର ଜମି ଦିଆଯାଇଥିବାବେଳେ ଏହି ଆବଣ୍ଟନକୁ ସୁପ୍ରିମ୍କୋର୍ଟ ରଦ୍ଦ କରିଦେଇଥିବା ପରିପ୍ରେକ୍ଷୀରେ ପୁଣି ଏହି ଜମିଜମା ପୂର୍ବବତ୍ ଚାଷୀ, ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିବ । ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରକ୍ରିୟା ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ବେଳାମାର୍ଗରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଓଡିଶା ସରକାରଙ୍କ ସହ ରାଜିନାମା ହୋଇଥିଲା ଏବଂ ତଦନୁଯାୟୀ ରାଜ୍ୟ ସରକାର ଆବଶ୍ୟକୀୟ ଜମି...










