କଂଗ୍ରେସ ର ଅଭିନବ ପ୍ରତିବାଦ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ ଆଜି କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଙ୍କ ନେତୃତ୍ୱ ରେ କଟକ ଜ଼ିଲ୍ଲା ର  କିଛି ଚାଷୀ ଏବଂ ଅନ୍ୟାନ୍ୟ ବର୍ଗ ର ଲୋକ ପ୍ରାଚୀ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତ ର...

Rail Disaster Response Slow

Bhubaneswar: Finding delay in response from Railways during Balasore train tragedy, the Commission of Railway Safety (CRS) recommended the Railway Board to review the system if disaster-response in the Zonal Railways. In its inquiry report on the triple train accident that killed 293 people and injured more than 1000 persons, the CRS also asked the Railway Board to strengthen the...

ପଣ୍ୟାଗାର ନିଗମ ସୌଧର ଶିଳାନ୍ୟାସ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ମୋଟ ୫,୨୧,୪୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ଗୋଦାମଘର ପରିଚାଳନା କରି ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନର ଆନୁଷଙ୍ଗିକ ବ୍ୟବସ୍ଥାକୁ...

ସୁରକ୍ଷିତ ରଥଯାତ୍ରା ପଛର ନାୟକ

ପୁରୀ : ସୁରୁଖୁରୁରେ ସମାପ୍ତ ହୋଇଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଚଳିତବର୍ଷ ଆଇନ୍‍ଶୃଙ୍ଖଳା ପରିଚାଳନାକୁ ନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ରଥ ଯାତ୍ରା ସମୟରେ ୨୫ରୁ ୩୦ଲକ୍ଷ ଲୋକ ସମାଗମ ହୋଇଥିବାବେଳେ ସଫଳ ଟ୍ରାଫିକ ପରିଚାଳନା, ପୁରୀକୁ ଆସିଥିବା ଲୁଟେରାଙ୍କୁ ଯେଭଳି ପୁଲିସ୍‍ ଆଗୁଆ ଗିରଫ କରି ବଡ ଧରଣର ଅଘଟଣକୁ ଟାଳିଲା ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ ପାଇଁ ସହଯୋଗର ହାତ ବଢାଇଲା ତାହାକୁ ସବୁ ମହଲରୁ ସାବାସୀ ମିଳୁଛି । ତେବେ ଚଳିତବର୍ଷ ପୁଲିସ୍‍ର ଏଭଳି ସଫଳତା ପଛରେ ଦକ୍ଷ...

ରତ୍ନଭଣ୍ଡାରରେ ୪କୁଇଣ୍ଟାଲରୁ ସାମାନ୍ୟ ଅଧିକ ସାମଗ୍ରୀ

0

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ମହଣ ମହଣ ସୁନା ଅଳଙ୍କାର ଗଚ୍ଛିତ ଅଛି ବୋଲି ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥିବାବେଳେ ୪୫ବର୍ଷ ତଳେ କିନ୍ତୁ ରତ୍ନ ଭଣ୍ଡାରରେ ଗଚ୍ଛିତ ସାମଗ୍ରୀ ଗୁଡିକର ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ସେଥିରେ କିନ୍ତୁ ୪ କୁଇଣ୍ଟାଲରୁ ସାମାନ୍ୟ ଅଧିକ ସାମଗ୍ରୀ ଥିବା ଦର୍ଶା ଯାଇଛି । ସରକାରୀ ତଥ୍ୟ ମୁତାବକ ୧୯୭୮ ମସିହା ମଇ ୧୩ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ...

ବହୁଗୁଣିତ ହେଉଛି ସାଇବର ଆକ୍ରମଣ

0

ଭୁବନେଶ୍ୱର : ସାଇବର ଆକ୍ରମଣକାରୀଙ୍କ ନଜର ଏବେ ଦେଶର ବିଭିନ୍ନ ପ୍ରତିଷ୍ଠାନ ଉପରେ । ବେସରକାରୀ ସଂସ୍ଥାଠାରୁ ଆରମ୍ଭକରି ସରକାରୀ ସଂସ୍ଥା, କାହାରିକୁ ହେଲେ ବି ଏମାନେ ଛାଡୁ ନାହାନ୍ତି । ୨୦୧୪ରେ ଦେଶରେ ଚାରି ହଜାରରୁ କମ୍‍ ସାଇବର ଆକ୍ରମଣ ହୋଇଥିବାବେଳେ ଗତବର୍ଷ ଏହା ପାଖାପାଖି ୨ଲକ୍ଷ ଥିଲା । ସାଇବର ସୁରକ୍ଷା ଉପରେ ନଜର ରଖିଥିବା କେନ୍ଦ୍ର ସରକାରଙ୍କ କମ୍ପ୍ୟୁଟର ଇର୍ମଜେନ୍ସି ରେସପନ୍ସ ଟିମ୍‍ (ସିଇଆରଟି-ଇନ୍‍) ପକ୍ଷରୁ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ ୨୦୧୪ ମସିହାରେ ଦେଶରେ ଗୋଟିଏ ହେଲେ ରାନସମୱୟାର...

ଟାଟା ପାୱାର ଦପ୍ତର ଘେରିଲେ କର୍ମଚାରୀ

0

ଭୁବନେଶ୍ୱର : ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ସର୍ବବୃହତ ଶ୍ରମିକ ସଂଗଠନ ଭାବେ ପରିଗଣିତ ଶ୍ରମିକ ସଂଘ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ, ଆଜି ଭୁବନେଶ୍ୱର ଟାଟା ପାୱାର ମୁଖ୍ୟ ଦପ୍ତର ଆଗରେ ବିଶାଳ ଶକ୍ତି ପ୍ରଦର୍ଶନ କରିବା ସହ ଟାଟା ମୁଖ୍ୟ ଅଧିକାରୀଙ୍କୁ ଚେତାବନୀ ଦେଇଛୁ । ଓଡ଼ିଶା ମାଟି ହେଉଛି ସ୍ୱାଭିମାନୀ ମାଟି । ଓଡ଼ିଆ ମାଟିରେ ଓଡ଼ିଆ ଶ୍ରମିକଙ୍କୁ ୮ ଘଣ୍ଟାର ପାଉଣା ଦେଇ ୨୪ଘଣ୍ଟିଆ କାର୍ଯ୍ୟ କରେଇବା ଚଳିବ ନାହିଁ । ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ...

ସମ୍ ପ୍ରଫେସରଙ୍କୁ ଅନ୍ତରାଷ୍ଟ୍ରୀୟ ଫେଲୋସିପ୍

0

ଭୁବନେଶ୍ୱର : ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରରୁ ଯୋଗ ଦେଇଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସ୍ନାୟୁରୋଗ ଡାକ୍ତରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ବିଶ୍ୱସ୍ତରୀୟ ସ୍ନାୟୁରୋଗ ବିଭାଗର ସର୍ବୋଚ୍ଚ ଗବେଷଣା ସମାଜର...

Police Protection For Similipal

0

Bhubaneswar: As the Protection Assistants of Similipal Tiger Reserve (STR) are on indefinite strike, the Department of Forest, Environment and Climate Change has deployed police personnel to provide protection to the Similipal National Park. While 30 police personnel have already been deployed in 16 ranges, another three platoons of police will be deployed there soon, said a senior forest official. The Protection Assistants...

Nayak New Chief TITE

Bhubaneswar: Avaya Kumar Nayak, Former Registrar, Utkal University joined as Chairman, Temple City Institute of Technology & Engineering(TITE). TITE is one of the leading Engineering College of Odisha State and providing technical Course Like MBA(Post-Graduation), Degree Course- Computer Science & Engineering, Civil Engineering, Mechanical Engineering, Electrical Engineering & Electronics & Communication Engineering,  Diploma Course- Computer Science & Engineering, Civil Engineering,...