Meet On Development

0

Bhubaneswar: Development Commissioner Anu Garg urged the District Collectors to speed up the pace of development in the State. She was addressing “One-day Collectors’ Conference” has been held today at Kharavela Bhawan, Bhubaneswar. Chairing the Day Long Meet Shrimati Garg said that the State Government has prioritized many pro-people welfare and development programs which need to be focused upon and...

Medical Records Show@SUMUM

0

Bhubaneswar: The importance of medical records was underlined at a program organised to celebrate the first National Medical Records Day, introduced by the Health Records Association of India this year, at the SUM Ultimate Medicare (SUMUM) here on Tuesday. The event was attended by all the heads of departments and faculties at the hospital where Brig. (Dr.) Biraj Mohan Mishra,...

ସମ୍ମମ୍‌ରେ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ

0

ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ମଙ୍ଗଳବାର ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ହେଲ୍‌ଥ ରେକର୍ଡ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ମେଡିକାଲ୍ ରେକର୍ଡ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ପରିପ୍ରେକ୍ଷୀରେ ସାରା ଦେଶରେ ଏହି ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ସମ୍ମାନିତ ଅତିଥି...

LoPar To Trigger Rains

0

Bhubaneswar: A fresh low pressure area is likely to form over northwest and adjoining west central Bay of Bengal during next 24 hours. Under its impact, heavy rainfall activity began in several parts of the state from today.   The cyclonic circulation formed over east central Bay of Bengal and neighbourhood, now lies over central parts of Bay of Bengal...

ଅପରାଧିକ ମାମଲାରେ ୪୦% ସାଂସଦ

0

ଭୁବନେଶ୍ୱର : ଦେଶର ସାଂସଦମାନଙ୍କ ମଧ୍ୟରୁ ୪୦% ନାମରେ ବିଭିନ୍ନ ଧରଣର ଅପରାଧିକ ମାମଲା ରହିଛି । ଖୋଦ୍‍ ସାଂସଦମାନେ ଦାଖଲ କରିଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ୨୫% ସାଂସଦଙ୍କ ବିରୁଦ୍ଧରେ ସାଂଘାତିକ ଅପରାଧିକ ମାମଲା ଥିବାବେଳେ ୨୧ଜଣଙ୍କ ବିରୁଦ୍ଧରେ ମହିଳା ବିରୋଧି ହିଂସା ମାମଲାମାନ ରହିଛି । ସାଂସଦମାନଙ୍କ ଅପରାଧିକ ମାମଲା ସଂକ୍ରାନ୍ତରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ଇଲେକ୍ସନ ୱାଚ ପକ୍ଷରୁ ଅନୁଶୀଳନ ପରେ ଏହି ତଥ୍ୟ ଜାରି ହୋଇଛି ।...

ଉପହାରରେ ଓଡ଼ିଶାର ଓଢ଼ଣୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଇକ୍କତ ଓଢ଼ଣୀ ଉପହାର ସ୍ୱରୂପ ଦେଇଛନ୍ତି । ଏକ ଶାଗୁଆନ କାଠ ବାକ୍ସରେ ଶ୍ରୀ ମୋଦୀ ଏହି ଉପହାର ଦେଇଛନ୍ତି । ଓଡ଼ିଶାର ଉଚ୍ଚକୋଟ୍ଟୀର ଶିଳ୍ପୀଙ୍କ ଦ୍ୱାରା ଏହି ଇକ୍କତ ଓଢ଼ଣୀ ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଏକ ପାରମ୍ପରିକ ତୁତ ରେଷମ ବା ମଲବେରୀ ସିଲ୍କ ଓଢ଼ଣୀ ଯାହାକି ଉତ୍କୃଷ୍ଟ ଇକ୍କତ ପଦ୍ଧତି ଉପଯୋଗ କରି ବୁଣାଯାଇଛି...

Soumya Loses VP Job

0

Bhubaneswar: After waiting for few days, the Governing Biju Janata Dal (BJD), which is known for its discipline, has taken action against its senior leader and Khandapada Lawmaker, Soumya Ranjan Patnaik. Shri Patnaik has been removed from the post of Vice-President of the Governing Party with immediate effect, BJD Supremo and Chief Minister Naveen Patnaik said in an order on...

ଅକ୍ଟୋବର ସୁଦ୍ଧା ନିର୍ବାଚନୀ ଇସ୍ତାହାର

0

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମ୍ନମତେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଇସ୍ତାହାର କମିଟି ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକପ୍ରତିନିଧି, ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କ ସହ ବିଷଦ ଆଲୋଚନା କରାଯିବ । ରାଜ୍ୟରେ ଥିବା ବିଭିନ୍ନ ବିଷୟ...

Empower PACs; Center

0

Bhubaneswar: For strengthening of Primary Agricultural Cooperative Societies (PACS) and diversifying their business activities to make them vibrant economic entities, the Centre has come up with the World's Largest Grain Storage Plan in the Cooperative Sector. In order to realize the Prime Minister's vision of "Sahakar se Samriddhi", the Ministry of Cooperation has asked the State Government to implement the...

ଜବର ଦଖଲରେ ଭୂଦାନ ଜମି

0

ଭୁବନେଶ୍ୱର : ଭୂଦାନ ଆନ୍ଦୋଳନ ସମୟରେ ଓଡିଶାରେ ଯେତେ ଜମି ସଂଗୃହୀତ ହୋଇଥିଲା ସେଥିରୁ ଏବେ ବି ହଜାର ହଜାର ଏକର ଜମି ଭୂମିହୀନଙ୍କୁ ବଣ୍ଟାନଯାଇ ପଡି ରହିଛି ଏବଂ ଆଉ କେତେକ ଭୂଦାନ ଜମିକୁ ପ୍ରତିପତ୍ତିଶାଳୀ ଲୋକମାନେ ଜବରଦଖଲ କରି ରଖିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଭୂଦାନ ଆନ୍ଦୋଳନ ସମୟରେ ସନ୍ଥ ବିନୋବା ଭାବେ ୧୯୫୧ରୁ ପ୍ରାୟ ୧୩ବର୍ଷ ଧରି ୭୦ହଜାର କିଲୋମିଟରରୁ ଅଧିକ ରାସ୍ତା ପଦଯାତ୍ରାରେ ଅତିକ୍ରମ କରିବା ସହ ପାଖାପାଖି ୪୨ଲକ୍ଷ ଏକର ଜମି ଦାତାମାନଙ୍କ ଠାରୁ ଭୂମିହୀନଙ୍କ...