କଲେଜ ଅଧ୍ୟକ୍ଷଙ୍କୁ ଦିଗଦର୍ଶନ

0

ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ୩ ଜଣ କୁଳପତି ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏହି କର୍ମଶାଳାରେ ଯୋଗଦେଇଥିଲେ । ୫‘ଟି’ର ସମସ୍ତ ‘ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରିବା, ତୃଣମୂଳ ସ୍ତରରୁ ପରିବର୍ତ୍ତନ ଆଣି ଆଗାମୀ...

ତୃତୀୟ ପର୍ଯ୍ୟାୟ ଇ-କୋର୍ଟକୁ ଅନୁମୋଦନ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭୨୧୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଅଟକଳ ସହିତ ତୃତୀୟ ପର୍ଯ୍ୟାୟକୁ ଇ-କୋର୍ଟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ"ର ପରିକଳ୍ପନା ଅନୁରୂପ, ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବା ପାଇଁ ‘ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତୀୟ ନ୍ୟାୟପାଳିକାର ଆଇସିଟି ସକ୍ଷମତା ନିମନ୍ତେ ଜାତୀୟ...

ସିଏସପି ପ୍ଲସ ପାଇଁ ରାଜିନାମା

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ଆଜି ୬ଟି ପବ୍ଲିକ୍‌ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ସିଏସପି ପ୍ଲସ୍‌ ବ୍ୟାଙ୍କିଙ୍ଗ ଆଉଟଲେଟ୍‌ ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆର୍ଥିକ ଅନ୍ତର୍ଭୁକ୍ତୀକରଣ...

ଆଇନ୍ ଛାତ୍ରୀ ସମ୍ବର୍ଦ୍ଧିିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଛାତ୍ରୀ କୁମାରୀ ରାଧୀକା ଶର୍ମା ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବୁଧବାର ଏହି ସଫଳତା ନିମନ୍ତେ ତାଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । କୁମାରୀ ଶର୍ମା ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ୪୭ ତମ ର‌୍ୟାଙ୍କ୍ ଅଧିକାର କରିଛନ୍ତି । ସେ ସ୍ନିଲ୍‌ର ୨୦୧୪-୧୯ ବ୍ୟାଚ ବି.ଏ.ଏଲ୍‌.ଏଲ୍‌.ବି ଛାତ୍ରୀ...

MGM; Title Partner BCMM T20

0

Cuttack: The Mining Major, MGM Minerals, which has all along promoted the cause of Sports, Culture and Arts,  has extended its supporting hand for the much-awaited First Bhairab Chandra Mahanti Memorial (BCMM) T20 Cricket Tournament – 2023.  Odisha Cricket Association Vice President and MGM Minerals Chief Pankaj Mohanty has agreed to that MGM Minerals will be Title Partner of this...

Team To Boost SHG Credit Flow

0

Bhubaneswar: While the State Government has set an ambitious target for the bankers to increase the average loan size in WSHG lending to Rs.4 lakhs, the Sub-Committee of SLBC on credit flow to SHGs with Secretary, Mission Shakti Sujata R Karthikeyan as the Chairperson is pursuing the big target.  With Rs.1.7 Lakh Per SHG was the Credit Flow earlier, thanks...

45 Doctors Join ESI

0

Bhubaneswar: As many as 45 Medical Officers joined ESI Hospitals & Dispensaries today. A Nijukti Parba along with Orientation Program was organized today at Convention Centre in Lok Seva Bhawan for this purpose. Addressing the function, Chief Minister Naveen Patnaik said that quality and free healthcare has been the fundamental feature of our healthcare delivery system. Our policy is driven...

ନିର୍ବାଚନୀ ହିଂସା ବଢିବା ଆଶଙ୍କା

0

ଭୁବନେଶ୍ୱର : ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ରଣସଜ୍ଜା ସେତିକି ବଢୁଥିବା ପରିପ୍ରେକ୍ଷୀରେ ଏଥର ନିର୍ବାଚନ ସଂଗ୍ରାମ ଜୋର୍‍ଦାର ହେବ ଏବଂ ରାଜନୈତିକ ହିଂସାକାଣ୍ଡ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଭାରତର ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ଏବେ ଓଡ଼ିଶା ସମେତ ସାରା ଦେଶରେ ପ୍ରସ୍ତୁତି ପର୍ବ ପୁରା ଦମ୍‍ରେ ଚାଲିଛି । ଆଗୁଆ ନିର୍ବାଚନ ନହେଲେ ୨୦୨୪ ଏପ୍ରିଲ୍‍ରେ ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବା ଏକପ୍ରକାର ନିଶ୍ଚିତ ।...

ଅଡୁଆ ବଢାଉଛି ଜାଗାମିଶନ ଜମି

0

ଭୁବନେଶ୍ୱର : ଜାଗା ମିଶନରେ ମିଳିଥିବା ଜମି ଅଧିକାର ପ୍ରମାଣପତ୍ର (ଏଲଆରସି)କୁ ନେଇ ରାଜଧାନୀର ବସ୍ତିବାସିନ୍ଦାଙ୍କ ମଧ୍ୟରୁ ଅନେକ ଏବେ ମୁଣ୍ଡରେ ହାତ ଦେଇ ବସିଗଲେଣି । କାରଣ ଗୋଟିଏ ଜମି ଉପରେ ରହୁଥିବା ପରିବାରକୁ ଭିନ୍ନ ଭିନ୍ନ ପରିମାଣର ଅର୍ଥ ପଇଠ ପାଇଁ କୁହାଯାଉଛି । ଏପରିକି ମୂଳ ଘରମାଲିକ ଏହି ଜମି ପାଇଁ ଟଙ୍କା ଗଣୁଥିବାବେଳେ ଭଡାଟିଆରୁ ରାତାରାତି ମାଲିକ ପାଲଟିଥିବା ଲୋକେ କିନ୍ତୁ ମାଗଣାରେ ଜମି ପାଇଛନ୍ତି । ଏଭଳି ପରିସ୍ଥିତି ରାଜଧାନୀର କେତେକ ବସ୍ତିରେ ଦେଖା ଦେଇଛି ।...

ଉଚ୍ଚଶିକ୍ଷା ପ୍ରତି ନିଚ୍ଚ ଦୃଷ୍ଟି ଅକ୍ଷମଣୀୟ

0

ଭୁବନେଶ୍ୱର: ଉଚ୍ଚଶିକ୍ଷା ପ୍ରତି ନିଚ୍ଚ ଦୃଷ୍ଟି ଅକ୍ଷମଣୀୟ । ଆଜି ଆହୁତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶ୍ରୀ ବେହେରା ରାଜ୍ୟର ଉଚ୍ଚଶିକ୍ଷାର ସ୍ଥିତି ଓ ଗତି ସଂପର୍କରେ ଆଲୋକପାତ କରି ଦର୍ଶାଇଥିଲେ ଯେ କୌଣସି ଗୋଟିଏ ହେଲେ ସରକାରୀ ବା ବେସରକାରୀ କଲେଜରେ ଅଧ୍ୟକ୍ଷ ନଥିବାବେଳେ ଆସନ୍ତା କାଲି ସେପ୍ଟେମ୍ବର ୧୩ ରେ ରାଜ୍ୟ ସରକାର ଅଧ୍ୟକ୍ଷ ସମ୍ମିଳନୀ ଡାକୁଛନ୍ତି ବୋଲି ଦମ୍ଭୋକ୍ତି କରିବା କେତେ ଦୂର ସମିଚୀନ ତାହା ପୁଣି ଏତେ ଡେରିରେ!...