ମହିଳା ଗୋଷ୍ଠିଙ୍କ ହାତରେ ସ୍କୁଲ ଦାୟିତ୍ୱ

0

ଭୁବନେଶ୍ୱର : ଗାଁ ଗହଳର ସ୍କୁଲର ଦାୟିତ୍ୱ ଏବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ହାତରେ ରହିବ । ସକାଲେ ସ୍କୁଲ ଘର ଝାଡୁ ମାରିବା ଠାରୁ ଆରମ୍ଭ କରି ରାତିରେ ସ୍କୁଲ ଘର ଜଗିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସେମାନେ ତୁଲାଇବେ । ଏହି କାମ ପାଇବାପାଇଁ ଏବେ ଗାଁ ଗହଳରେ ସ୍ୱୟଂ ସହାୟିକା ଗୋଷ୍ଠିମାନେ ତତ୍ପର ହୋଇ ଉଠିଛନ୍ତି । ରାଜ୍ୟ ସରକାର ଆଉ ବିଦ୍ୟାଳୟଗୁଡିକରେ ପିଅନ କିମ୍ବା ରାତ୍ର ଜଗୁଆଳି ନିଯୁକ୍ତ କରୁନାହାନ୍ତି । ହେଲେ ବିଭିନ୍ନ ଯୋଜନାରେ ବିଦ୍ୟାଳୟଗୁଡିକୁ...

ଜି୨୦ ସଫଳତା ପାଇଁ ଧନ୍ୟବାଦ

0

ନୂଆଦିଲ୍ଲୀ : ଭାରତ ବର୍ଷ ବୈଶ୍ୱିକ ମଡେଲ୍ ହେବାକୁ ଯାଉଛି । ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁଁ ହୋଇପାରୁଛି । ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ୱିକ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି । ଯାହା୧୪୦ କୋଟି ଭାରତୀୟଙ୍କ ପାଇଁ ଗୌରବର କ୍ଷଣ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ୱ...

HLCA Clears 9 Projects

0

Bhubaneswar: Odisha, known for its unwavering commitment to industrial development, marked another significant milestone during the 32nd High-Level Clearance Authority (HLCA) meeting. The recently published report by the Reserve Bank of India, placed Odisha 3rd in the list of states attracting the highest bank-assisted investments behind Uttar Pradesh and Gujarat and above industrial states like Maharashtra and Tamil Nadu. To further...

ଅଣଓଡିଆ କମ୍ପାନୀକୁ ନେଇ ଅସନ୍ତୋଷ

0

ଭୁବନେଶ୍ୱର : ଅଣଓଡିଆ କମ୍ପାନୀକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଅସନ୍ତୋଷ ବଢୁଥିବାବେଳେ ଆଜି ଅସନ୍ତୁଷ୍ଟ କର୍ମଚାରୀଙ୍କ ସପକ୍ଷରେ ବାହାରିଛି ପ୍ରଦେଶ ଛାତ୍ର କଂଗ୍ରେସ । ହସ୍ପିଟାଲର ହାଉସକିପିଂ ଷ୍ଟାଫଙ୍କୁ ଏହି ଅଣଓଡ଼ିଆ କମ୍ପାନୀ “କୁଏସ୍‌” ହଇରାଣ ହରକତ କରୁଥିବା ବେଳେ ହସ୍ପିଟାଲ କର୍ତୃପକ୍ଷ ସଂପୃକ୍ତ କମ୍ପାନୀର ପକ୍ଷ ନେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି । ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ପ୍ରଦେଶ କଂଗ୍ରେସ କମିଟି ସାଧାରଣ...

TM To Hire Students

0

Bhubaneswar: Training programme for 180 first batch students was started today at Skill Development Centre in Keonjhar. The programme is being carried out under Odisha Up-skilling and Placement Programme. Tech Mahindra (TM) has committed to hire all students after completion of their training. The students will be offered placement with Tech Mahindra with a CTC of Rs 4.25 lakh per...

ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି

0

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବ୍‌ସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ଏଥିପାଇଁ ଆବେଦନ କରିପାରିବେ ।  ଆବେଦନର ଶେଷ ସମୟ ଆସନ୍ତା ଅକ୍ଟୋବର ୧୦ ତାରିଖ । କିଛି ବର୍ଷ ବ୍ୟବଧାନରେ ବ୍ୟପାକ ସଂଖାରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ...

Recruit Of 20K Teachers

0

Bhubaneswar: In order to fill up huge vacancies and to enhance the quality of education at school level, Odisha Government has started the process for recruitment of 20,000 Junior Teachers in primary and upper primary schools of the State.    The Odisha School Education Program Authority (OSEPA) under School and Mass Education Department has issued advertisement notice for the massive online...

ପିଜିଆଇଏମଏସ୍‍ ସ୍ଥାନାନ୍ତର ପାଇଁ ମତ

0

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରୁ ପିଜିଆଇଏମଏସକୁ ଅନ୍ୟତ୍ର ସ୍ଥାନାନ୍ତର କରିବାଲାଗି ଏବେ ବିଭିନ୍ନ ମହଲରୁ ଦାବି ହେଉଛି । ପିଜିଆଇଏମଏସ ଲାଗି ସମ୍ପ୍ରସାରଣ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ନଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅସମ୍ଭବ ଧରଣର ଭିଡ ଲାଗି ରହିଛି । ଚଣ୍ଡିଗଡ ଓ ଲକ୍ଷ୍ନୌ ସ୍ଥିତ ପିଜିଆଇଏମଏସରେ ପାଠପଢି ଓ ଗବେଷଣା କରି ଯେଉଁ ଡାକ୍ତରମାନେ ଭୁବନେଶ୍ୱରରେ କାମ କରୁଛନ୍ତି ସେମାନେ କହୁଛନ୍ତି ଯେ କର୍ତ୍ତୃପକ୍ଷ ଚଣ୍ଡିଗଡ ଓ ଲକ୍ଷ୍ନୌ କ୍ୟାମ୍ପସ ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଯିବ ।...

ଘର ନକରି ବେପାର

0

ଭୁବନେଶ୍ୱର : ରାଜଧାନୀରେ ଘରଖଣ୍ଡିଏ କରିବାପାଇଁ ସରକାରଙ୍କ ଠାରୁ ଅଳ୍ପ ଦରରେ ଜମି ଖଣ୍ଡିଏ ନେଇଥିବା ଲୋକେ ସେଠାରେ ଘର କରୁନାହାନ୍ତି । ତାହାକୁ ପକାଇ ରଖି ଦର ବଢାଉଛନ୍ତି ନହେଲେ ବିଲ୍ଡରଙ୍କ ହାତରେ ଟେକି ଦେଉଛନ୍ତି । ସହର ସାରା ଏବେ ଏଭଳି ମାଳ ମାଳ ଜମି ପଡି ରହିଥିଲେ ମଧ୍ୟ ସାଧାରଣ ପ୍ରଶାସନ, ବିଡିଏ କିମ୍ବା ସ୍ମାର୍ଟସିଟି କର୍ତ୍ତୃପକ୍ଷ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସହରର ବିଭିନ୍ନ ୟୁନିଟ୍‍ରେ ଲୋକେ ସାଧାରଣ ପ୍ରଶାସନ ଠାରୁ ରିହାତି ଦରରେ ଜମି...

Sahoo Lauds Mission Shakti

0

Bhubaneswar: While UN Women has expressed concern over the risk leaving more than 340 million women and girls in abject poverty by 2030, and an alarming 4 per cent could grapple with extreme food insecurity by that year, Odisha Government’s Flagship Program ‘Mission Shakti’ will be able to take care of the vulnerable women to an great extent. This has...