BJP Stalls House

0

Bhubaneswar: Opposition BJP Members continued to stall the proceedings of the State Legislative Assembly by creating a ruckus inside the House. Today, the BJP MLA were raising their voices against the ‘anti-people’ remarks made by Chief Minister Naveen Patnaik against the Opposition. The BJP Members also demanded the lifting of the suspension order served on two of their colleagues -...

ଡାଲି ଉତ୍ପାଦନ ଧାନ ଭଳି ହେଉନି

0

ଭୁବନେଶ୍ୱର : ରାଜ୍ୟରେ ଧାନ ଉତ୍ପାଦନ ଯେଉଁ ହାରରେ ବୃଦ୍ଧି ପାଉଛି ସେହି ହାରରେ ଡାଲି କିମ୍ବା ତୈଳବୀଜ ଉତ୍ପାଦନ ହେଉନାହିଁ । ଫଳରେ ଓଡିଶାକୁ ବର୍ଷ ସାରା ଡାଲି ଓ ଖାଇବା ତେଲ ପାଇଁ ଅନ୍ୟ ରାଜ୍ୟର ବଜାର ଉପରେ ନିର୍ଭର କରିବାକୁ ପଡୁଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୨-୧୩ ବର୍ଷରେ ରାଜ୍ୟରେ ଏକର ପ୍ରତି ହାରାହାରି ୧୪୩୧ କିଲୋ ଧାନ ଉତ୍ପାଦନ ହେଉଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୧୬୫୪ କିଲୋରେ ପହଞ୍ଚିଥିଲା । ୨୦୨୨-୨୩ ବର୍ଷରେ ଧାନ ଉତ୍ପାଦନ ପରିମାଣ...

ବଢୁଛି ବ୍ରାଉନସୁଗାର କାରବାର

0

ଭୁବନେଶ୍ୱର : ରାଜ୍ୟରେ ଯେଉଁ ହାରରେ ବ୍ରାଉନସୁଗାର ଜବତ ହେଉଛି ସେଥିରୁ ଏହି ନିଶା କାରବାର ଯେ ଦ୍ରୁତି ଗତିରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ୨୦୧୮-୧୯ ବର୍ଷରେ ଅବକାରୀ ବିଭାଗ ମାତ୍ର ୮ଟି ଅବକାରୀ ଜିଲ୍ଲାରୁ ସାଢେ ୪କିଲୋରୁ ସାମାନ୍ୟ ଅଧିକ ବ୍ରାଉନସୁଗାର ଜବତ କରିଥିବାବେଳେ ୨୦୨୨-୨୩ ରେ ଜବତ ବ୍ରାଉନସୁଗାର ପରିମାଣ ସାଢେ ୩୨ କିଲୋକୁ ଅତିକ୍ରମ କରିଯାଇଛି । ରାଜ୍ୟରେ ଗଞ୍ଜେଇ, ଭାଙ୍ଗ, ବିଦେଶୀ ଓ ଦେଶୀ ମଦର ଚୋରା ଚାଲାଣ ବେଳେ ଜବତ ହେଉଥିବାବେଳେ ଏବେ ବ୍ରାଉନସୁଗାର...

2 More Rainy Days

0

Bhubaneswar: The India Meteorological Department (IMD) today said rainfall activity to continue in the State for another two days.  “Yesterday’s well marked low pressure area weakened into a low pressure area this morning and now lies over southwest Jharkhand and adjoining north Chhattisgarh with associated cyclonic circulation extending up to mid-tropospheric levels,” the IMD said in a bulletin. Issuing Orange Warning...

ସଚେତନ କରୁଛି ୩୪ଟି ସାଇବର ରଥ

0

କଟକ : ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି। 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ' ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାରେ ଅଭିଯାନ ଆରମ୍ଭ ହୋଇଛି। ସାଇବର ରଥକୁ ଆଜି ସମସ୍ତ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟଠାରେ ଭବ୍ୟ ସ୍ବାଗତ କରାଯାଇଥିଲା।  ଏହି ଅଭିଯାନରେ ଜିଲ୍ଳାର  ଜିଲ୍ଲାପାଳ, ଏସପିଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ,...

Singh Deo Connects People

0

Bolangir: Biju Janata Dal (BJD) Veteran Ananga Udaya Singh Deo has said that under the dynamic leadership of Chief Minister Naveen Patnaik Odisha is moving forward towards transformation. Shri Singh Deo was leading Jana Sampark Yatra of Governing BJD here at District headquarters. Shri Singh Deo along with leaders of BJD organized the People Connect Program he and said transformation of...

Naveen Slams Opposition

0

Bhubaneswar: With the approaching Assembly and general elections, Chief Minister and BJD President Naveen Patnaik once again hit out at the Opposition BJP and Congress strongly.    The Chief Ministers slammed the Opposition parties while addressing party leaders and workers on the launching of BJD's ‘Jan Sampark Padayatra’ programme here on Monday. The Padayatra will continue across the State till...

BJP Lacks Cohesion

0

Bhubaneswar: While the Governing Biju Janata Dal (BJD) is reigning supreme in Odisha’s political scenario, there should be no doubt that the Bharatiya Janata Party (BJP) is a possibility having all potential to become the future.  The saffron party which was reduced to almost ‘Zero’ after breaking of the BJD-BJP alliance in 2009, has emerged from the ground zero...

ସହରୀକରଣ ପାଇଁ ଅଧିକ ଗଛ କଟା

0

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯେତିକି ଜଙ୍ଗଲ ଜମ ଅଧିଗ୍ରହଣ ସହିତ ଗଛ କଟାହୋଇଛି ତାହାଠାରୁ ଅଧିକ ଜଙ୍ଗଲ ଜମି ସହରୀକରଣ ପାଇଁ ଅଧିଗ୍ରହଣ ହେବା ସହିତ ଗଛ ବି କଟା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ବର୍ଷ ଅର୍ଥାତ୍‍ ୨୦୧୩ ରୁ ୨୦୨୨ ମଧ୍ୟରେ ଶିଳ୍ପ ଓ ସହରୀକରଣ ପାଇଁ ମୋଟ୍‍ ୧୨୭ ହେକ୍ଟର ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ଅନୁମତି...

ସ୍ୱୟଂଶାସନ ମର୍ଯ୍ୟାଦା କଟି ଗଲାଣି

0

ଭୁବନେଶ୍ୱର : ଓଡିଶାରେ ତିନି ଶହରୁ ଅଧିକ କଲେଜ ଓ ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟର ନାକ୍‍ ମାନ୍ୟତା ନାହିଁ । ସେହିଭଳି ଅନେକ ସ୍ୱୟଂଶାସିତ କଲେଜର ସ୍ୱୟଂଶାସନ ମର୍ଯ୍ୟାଦା କେବେ ଠାରୁ କଟି ସାରିଥିଲେ ମଧ୍ୟ ସେ ସବୁର ନବୀକରଣ କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଛି । ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ଏଭଳି ସ୍ଥିତି ଏବେ ଉଚ୍ଚଶିକ୍ଷା ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ଏ କ୍ଷେତ୍ରରେ ସମନ୍ୱୟ ରଖିବାପାଇଁ ଗଢାଯାଇଥିବା ଉଚ୍ଚଶିକ୍ଷା ପରିଷଦ ବି ତାହାର ସମସ୍ତ ଉଦ୍ୟମ ସତ୍ୱେ...