2500 CR For Millet
Bhubaneswar: The State Government has been investing over Rs 2500 crore for providing income and livelihood support to millet farmers of the State, Chief Minister Naveen Patnaik said here today while inaugurating two-day International Convention on Millets at Janata Maidan. 5T and Nabin Odisha Chief V K Pandian graced the occasion. The Chief Minister inaugurated the Convention by planting a...
More Funds For Health Infra
Bhubaneswar: The State Government has given in-principle approval for three infrastructure projects worth Rs 62.75 crore for two government hospitals in South Odisha. Health and Family Welfare Secretary Shalini Pandit has issued three different orders while giving Administrative Approvals for the projects. The Health Department has accorded its nod for construction of an OPD and IPD mother and child care hospital...
ଶୀଘ୍ର ସାର ସମଲେଇ ପ୍ରକଳ୍ପ
ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ୫ଟ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ସେ ମା’ ସମଲେଇଙ୍କ ପୂଜା ଅର୍ଚ୍ଚନା କରି ଭୋର୍ ୪ ଟା ରୁ ୬ ଟା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ। ସମୀକ୍ଷା ରେ ଭକ୍ତ ମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା...
Naveen Popularity On Rise;AU
Bhubaneswar: Veteran BJD leader and former Minister Ananga Udaya Singh Deo today predicted that his party Biju Janata Dal (BJD) will break the all-time record of former Chief Minister and Legendary Leader Biju Patnaik in the next 2024 Assembly elections. While replying to media queries here, Shri Singh Deo said, “Day by day the popularity of Chief Minister Naveen Patnaik...
Khenpo Meets Dalai Lama
Dharamsala: Khenpo Pema Tenphell, Head Administration of the Tibetan Settlement Chandragiri took the Blessings of His Holiness Dalai Lama. He received the visionary guidance of His Holiness. And felt blessed. Shri Khenpo is in Dhramshala to attend an official meeting of Central Tibet Administration. He attended the 15th Administrative Conference of the Tibetan Settlement Officers (TSOs) held at Gangchen Kyishong from 6-9...
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ବିଶୃଙ୍ଖଳା ଆଚରଣକୁ ସୁଧାରି ଶାସନ କଳକୁ ଅଧିକ କ୍ରିୟାଶୀଳ କରିବା ଲାଗି ନିଆଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବର୍ଷ ବର୍ଷ ଧରି ଶେଷ ହେଉନଥିବାରୁ ପ୍ରଶାସନିକ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ କମି ଯାଉଛି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେତେଦିନ ମଧ୍ୟରେ ଶେଷ ହେବ ସେଥିଘେନି ଆଇନରେ କିଛି ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନଥିବାବେଳେ ୬ମାସ ଭିତରେ ଏହା ସାରିବା ପାଇଁ ମୁଖ୍ୟ ଶାସନସଚିବଙ୍କ ନିର୍ଦ୍ଦେଶନାମାକୁ ବହୁ କ୍ଷେତ୍ରରେ ଉପେକ୍ଷା କରାଯିବା ଫଳରେ ଅଭିଯୁକ୍ତ କର୍ମଚାରୀମାନେ ଆଇନ ଅଦାଲତର ଦ୍ୱାରସ୍ଥ ହୋଇ ସରକାରଙ୍କୁ...
ଆଖଣ୍ଡଳମଣି ପୀଠ ରାସ୍ତା ଶୋଚନୀୟ
ଭୁବନେଶ୍ୱର : ପ୍ରସିଦ୍ଧ ଶୈବପୀଠ ତଥା ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳ ବାବା ଆଖଣ୍ଡଳମଣିଙ୍କ କ୍ଷେତ୍ରକୁ ଭଦ୍ରକରୁ ଲମ୍ବିଥିବା ସଡକଟି ଅତ୍ୟନ୍ତ ବିପଦସଙ୍କୁଳ ପାଲଟିଛି । ସବୁଠାରୁ ବଡ କଥା ହେଉଛି ତିନି ତିନିଟି ନିର୍ବାଚନମଣ୍ଡଳୀ ଦେଇ ଯାଇଥିବା ଏହି ସଡକ ଉନ୍ନତିକରଣ ପାଇଁ ବାରମ୍ବାର ଟେଣ୍ଡର ହେଉଥିଲେ ମଧ୍ୟ ତାହା ହୋଇପାରୁ ନାହିଁ । ଆଖଣ୍ଡଳମଣି କ୍ଷେତ୍ରକୁ ମୁଖ୍ୟତଃ ଭକ୍ତମାନେ ଭଦ୍ରକରୁ ଯାଇଥାନ୍ତି । ଭଦ୍ରକରୁ ଏହି ପୀଠକୁ ଯାଇଥିବା ସଡକର ଦୈର୍ଘ୍ୟ ହେଉଛି ହେଉଛି ୩୬ କିଲୋମିଟର । ଏହି ରାସ୍ତାଟି ଭଦ୍ରକ...
Legal Aid Clinic Opens
Bhubaneswar: Acting Chief Justice, High Court of Orissa and Executive Chairman, Odisha State Legal Services Authority Cuttack, Justice Bidyut Ranjan Sarangi inaugurated a Legal Aid Clinic and a Driving Training Centre for the rehabilitation of the Convicts at Biju Patnaik Open Air Ashram, Jamujhari on 8 November. On this occasion Registrar General, High Court of Orissa Pratap Kumar Patra, Principal...
ଜାମୁଝରିରେ ଆଇନ ସହାୟତା ପ୍ରକୋଷ୍ଠ
ଭୁବନେଶ୍ୱର : ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଆଇନ ସହାୟତା ପ୍ରକୋଷ୍ଠ ଏବଂ ଗାଡ଼ି ଚାଳନା ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହାକୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି-ତଥା- ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟର୍ନିବାହୀ ଅଧ୍ୟକ୍ଷ ମାନ୍ୟବର ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତି । ଉକ୍ତ ଆଇନସେବା ସହାୟତା ପ୍ରକୋଷ୍ଠ ମାଧ୍ୟମରେ ଅନ୍ତେବାସୀମାନେ ବିନାମୂଲ୍ୟରେ ଆଇନଗତ ସେବା, ସାହାଯ୍ୟ ଓ ପରାମର୍ଶ ପାଇପାରିବେ । ସେମାନଙ୍କୁ ସହାୟତା କରିବା...
କୁନି ଶିଶୁର ଲାଗିଲା ଶ୍ରବଣ ଯନ୍ତ୍ର
ଭୁବନେଶ୍ୱର : ଦୁଇ ବର୍ଷ ବୟସର ବଧିର ଶିଶୁର ଶରୀରରେ ମିନିମାଲି ଇନ୍ଭେସିଭ୍ ପ୍ରକ୍ରିୟାରେ ସଫଳତାର ସହ ଏକ ଶ୍ରବଣ ଯନ୍ତ୍ର (କକ୍ଲିଅର୍ ଇମ୍ପ୍ଲାଂଟ) ଲଗାଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ । ଏହା ପରେ ଶିଶୁଟି ଏବେ ଶୁଣିବାକୁ ସକ୍ଷମ ହୋଇପାରିଛି । କାନର ଭିତର ପାଶ୍ୱର୍ରେ ସମସ୍ୟା ଥିବା ନେଇ ସମ୍ପୂର୍ଣ୍ଣ ଭାବେ ବଧିର ଦୁଇ ବର୍ଷର ଶିଶୁ କନ୍ୟାକୁ ନେଇ ସମ୍ବଲପୁର ଅଂଚଳର ଅଧିବାସୀ ତା’ର ବାପା-ମା ହସ୍ପିଟାଲ୍ ଆସିଥିଲେ ବୋଲି କହିଛନ୍ତି ସମ୍ମମ୍ର ଇଏନ୍ଟି ଆଣ୍ଡ ସ୍କଲବେସ୍ ସର୍ଜରୀ...









