State Clears 23 Projects

0

Bhubaneswar: State Government has approved 23 industrial investment proposals totaling 4,510.65 crore across 11 districts. Chaired by Chief Secretary Smt. Anu Garg, the 145th meeting of the State Level Single Window Clearance Authority approved these projects, which are projected to create 10,122 employment opportunities. ACS Home, Industries and I&PR Shri Hemant Sharma outlined details. The initiatives span diverse sectors...

ରାଜ୍ୟସଭା ନିର୍ବାଚନ ଗଣତନ୍ତ୍ର ପାଇଁ କଳାଦିନ

ଭୁବନେଶ୍ୱର : ବିଜୁ ବାବୁଙ୍କ ନୀତି ଆଦର୍ଶରେ ଗଢ଼ା ହୋଇଥିଲା ବିଜୁ ଜନତା ଦଳ। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶର ଅବମାନନା କରି ବିଜେଡିର କିଛି ବିଧାୟକ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ କ୍ରସ ଭୋଟିଂ କରିଥିବାରୁ ସେମାନଙ୍କ ବିରୋଧରେ ବର୍ଷିଛି ଦଳ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଓ ଧ୍ରୁବ ଚରଣ ସାହୁ ଦଳର ନୀତି,...

ଜାମଖାନି କୋଇଲା ଖଣିର ରେକର୍ଡ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସମ୍ବଲପୁରରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ପୁରସ୍କାର ସମାରୋହରେ ନିଜର ସୁରକ୍ଷା ନେତୃତ୍ୱକୁ ପ୍ରଦର୍ଶିତ କରିଛି। ଜାମଖାନି କୋଇଲା ଖଣି ସାମଗ୍ରିକ ଭାବେ ଶ୍ରେଷ୍ଠ ଖଣି ପୁରସ୍କାର ହାସଲ କରିଥିଲା ଏବଂ ଠିକାଦାର (ଏମଡିଓ) ବର୍ଗରେ ପ୍ରଥମ ପୁରସ୍କାର ମଧ୍ୟ ଜିତିଥିଲା। ଏହାବ୍ୟତୀତ ସୁରକ୍ଷା ପରିଚାଳନା ଯୋଜନା ଏବଂ ଖଣି ଆଲୋକୀକରଣ ବର୍ଗରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଏସ) ଙ୍କ ତତ୍ତ୍ୱାବଧାନରେ ଆୟୋଜିତ...

ଓଡ଼ିଶା-ଅଷ୍ଟ୍ରେଲିଆ ମଧ୍ୟରେ ବଢ଼ିବ ସହଯୋଗ

0

ଭୁବନେଶ୍ୱର : ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ ବର୍ଣ୍ଣାଡ ଲିଞ୍ଚ । ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ପାରାଦୀପ ବନ୍ଦର କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ଶୀର୍ଷ ସ୍ଥାନ ଅଧିକାର କରି ଏକ ପ୍ରମୁଖ କେନ୍ଦ୍ର ଭାବେ...

କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ କ୍ରସ ଭୋଟିଂ କରିଥିବା କଂଗ୍ରେସର ୩ ବିଧାୟକଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତିନି ଜଣ ବିଧାୟକ ସୋଫିଆ ଫିରଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗଙ୍କୁ ଦଳ ନିଲମ୍ବିତ କରିଛି । ଉଲ୍ଲେଖନୀୟ ଯେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଜେଡି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏ ସଂକ୍ରାନ୍ତରେ ଦଳୀୟ ବିଧାୟକମାନଙ୍କୁ ଅବଗତ...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଭୁବନେଶ୍ୱର : ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧିଦଳ ନେତା ନବୀନ ପଟ୍ଟନାୟକ । ଏଥି ସହିତ ସହାୟତା ରାଶି ପରିମାଣ ୫୦ଲକ୍ଷ ଟଙ୍କା କରିବାକୁ ବିଧାନସଭାରେ ଦାବି କରିଛନ୍ତି । ବିଧାନସଭାରେ ଆଜି ଶୂନ୍ୟକାଳରେ ଶ୍ରୀ ପଟ୍ଟନାୟକ କହିଛନ୍ତି ମୁଁ ଭାରାକ୍ରାନ୍ତ ହୃଦୟରେ ଏଠାରେ ଠିଆ ହୋଇଛି। ଗତକାଲି, ମୁଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ମୁଁ ଯାହା ଦେଖିଲି ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ...

ହୋଇପାରୁନି ଓଡ଼ିଆ ଭାଷା ପ୍ରତିଷ୍ଠାନ ଦପ୍ତର

0

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମାଣ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେବା ସହିତ ଅର୍ଥ ବରାଦ କରିଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏହା ନିର୍ମିତ ହୋଇପାରୁ ନାହିଁ । ଫଳରେ ଓଡ଼ିଆ ଅସ୍ମିତାର ବାହକ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାନ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିଲା । ପରବର୍ତ୍ତୀ ସମୟରେ ଏହାକୁ ସଂସ୍କୃତି ବିଭାଗକୁ ଅଣାଯାଇଛି । ରାଜଧାନୀର ବିଭାଗୀୟ ମୁଖ୍ୟ ଦପ୍ତର କଡ଼କୁ...

Collector Secures Tribal Water

Rayagada: District Collector Shri Ashutosh Kulkarni has prioritized the security of drinking water resources by conducting personal inspections in the district's most remote tribal pockets. Following a district-level public grievance hearing at Gudari Block, the Collector transitioned immediately to field oversight, focusing his attention on ensuring that water scarcity does not affect vulnerable communities during the rising temperatures. Accompanied...

ବିଜେପିର ୧୨ କୁ କଂଗ୍ରେସର ୧୨

0

ଭୁବନେଶ୍ୱର : ବିଜେପି ତାହାର ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୧୨ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ଦେଇଥିବାବେଳେ କଂଗ୍ରେସ ମଧ୍ୟ ତାହାର ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୧୨ଖଣ୍ଡ ପ୍ରଥମ ପସନ୍ଦର ଭୋଟ ଦେଇଛି । ତେବେ କଂଗ୍ରେସର ଏହି ୧୨ଖଣ୍ଡ ଭୋଟ ଭିତରେ ଦଳକୁ ସମର୍ଥନ ଦେଉଥିବା ସିପିଏମ ବିଧାୟକଙ୍କ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟ ଖଣ୍ଡିକ ବି ରହିଛି । ବିଧାନସଭାରେ ବିଜେପିର ୭୯ ଜଣ ବିଧାୟକ ଥିବାବେଳେ ୩ଜଣ ସହଯୋଗୀ ବିଧାୟକ ରହିଛନ୍ତି । ଏମାନଙ୍କୁ ମିଶାଇ ବିଜେପି...

Naveen Losing Control

0

Bhubaneswar: Today’s Rajya Sabha results on March 16, 2026, have sent a shockwave through Odisha’s political landscape, providing the most concrete evidence to date that Shri Naveen Patnaik is losing his once-absolute grip on the Biju Janata Dal. The election outcome saw the BJP-backed independent candidate, Shri Dilip Ray, secure a victory that was mathematically impossible without significant help...