Khenpo Meets Dalai Lama

0

Dharamsala: Khenpo Pema Tenphell, Head Administration of the Tibetan Settlement Chandragiri took the Blessings of His Holiness Dalai Lama. He received the visionary guidance of His Holiness. And felt blessed.  Shri Khenpo is in Dhramshala to attend an official meeting of Central Tibet Administration. He attended the 15th Administrative Conference of the Tibetan Settlement Officers (TSOs) held at Gangchen Kyishong from 6-9...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ

0

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ବିଶୃଙ୍ଖଳା ଆଚରଣକୁ ସୁଧାରି ଶାସନ କଳକୁ ଅଧିକ କ୍ରିୟାଶୀଳ କରିବା ଲାଗି ନିଆଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବର୍ଷ ବର୍ଷ ଧରି ଶେଷ ହେଉନଥିବାରୁ ପ୍ରଶାସନିକ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ କମି ଯାଉଛି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେତେଦିନ ମଧ୍ୟରେ ଶେଷ ହେବ ସେଥିଘେନି ଆଇନରେ କିଛି ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନଥିବାବେଳେ ୬ମାସ ଭିତରେ ଏହା ସାରିବା ପାଇଁ ମୁଖ୍ୟ ଶାସନସଚିବଙ୍କ ନିର୍ଦ୍ଦେଶନାମାକୁ ବହୁ କ୍ଷେତ୍ରରେ ଉପେକ୍ଷା କରାଯିବା ଫଳରେ ଅଭିଯୁକ୍ତ କର୍ମଚାରୀମାନେ ଆଇନ ଅଦାଲତର ଦ୍ୱାରସ୍ଥ ହୋଇ ସରକାରଙ୍କୁ...

ଆଖଣ୍ଡଳମଣି ପୀଠ ରାସ୍ତା ଶୋଚନୀୟ

ଭୁବନେଶ୍ୱର : ପ୍ରସିଦ୍ଧ ଶୈବପୀଠ ତଥା ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳ ବାବା ଆଖଣ୍ଡଳମଣିଙ୍କ କ୍ଷେତ୍ରକୁ ଭଦ୍ରକରୁ ଲମ୍ବିଥିବା ସଡକଟି ଅତ୍ୟନ୍ତ ବିପଦସଙ୍କୁଳ ପାଲଟିଛି । ସବୁଠାରୁ ବଡ କଥା ହେଉଛି ତିନି ତିନିଟି ନିର୍ବାଚନମଣ୍ଡଳୀ ଦେଇ ଯାଇଥିବା ଏହି ସଡକ ଉନ୍ନତିକରଣ ପାଇଁ ବାରମ୍ବାର ଟେଣ୍ଡର ହେଉଥିଲେ ମଧ୍ୟ ତାହା ହୋଇପାରୁ ନାହିଁ । ଆଖଣ୍ଡଳମଣି କ୍ଷେତ୍ରକୁ ମୁଖ୍ୟତଃ ଭକ୍ତମାନେ ଭଦ୍ରକରୁ ଯାଇଥାନ୍ତି । ଭଦ୍ରକରୁ ଏହି ପୀଠକୁ ଯାଇଥିବା ସଡକର ଦୈର୍ଘ୍ୟ ହେଉଛି ହେଉଛି ୩୬ କିଲୋମିଟର । ଏହି ରାସ୍ତାଟି ଭଦ୍ରକ...

Legal Aid Clinic Opens

0

Bhubaneswar: Acting Chief Justice, High Court of Orissa and Executive Chairman, Odisha State Legal Services Authority Cuttack, Justice Bidyut Ranjan Sarangi inaugurated a Legal Aid Clinic and a Driving Training Centre for the rehabilitation of the Convicts at Biju Patnaik Open Air Ashram, Jamujhari on 8 November. On this occasion Registrar General, High Court of Orissa Pratap Kumar Patra, Principal...

ଜାମୁଝରିରେ ଆଇନ ସହାୟତା ପ୍ରକୋଷ୍ଠ

0

ଭୁବନେଶ୍ୱର : ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଆଇନ ସହାୟତା ପ୍ରକୋଷ୍ଠ ଏବଂ ଗାଡ଼ି ଚାଳନା ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହାକୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି-ତଥା- ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟର୍ନିବାହୀ ଅଧ୍ୟକ୍ଷ ମାନ୍ୟବର ଡ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି । ଉକ୍ତ ଆଇନସେବା ସହାୟତା ପ୍ରକୋଷ୍ଠ ମାଧ୍ୟମରେ ଅନ୍ତେବାସୀମାନେ ବିନାମୂଲ୍ୟରେ ଆଇନଗତ ସେବା, ସାହାଯ୍ୟ ଓ ପରାମର୍ଶ ପାଇପାରିବେ । ସେମାନଙ୍କୁ ସହାୟତା କରିବା...

କୁନି ଶିଶୁର ଲାଗିଲା ଶ୍ରବଣ ଯନ୍ତ୍ର

0

ଭୁବନେଶ୍ୱର : ଦୁଇ ବର୍ଷ ବୟସର ବଧିର ଶିଶୁର ଶରୀରରେ ମିନିମାଲି ଇନ୍‌ଭେସିଭ୍ ପ୍ରକ୍ରିୟାରେ ସଫଳତାର ସହ ଏକ ଶ୍ରବଣ ଯନ୍ତ୍ର (କକ୍‌ଲିଅର୍ ଇମ୍‌ପ୍ଲାଂଟ) ଲଗାଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ । ଏହା ପରେ ଶିଶୁଟି ଏବେ ଶୁଣିବାକୁ ସକ୍ଷମ ହୋଇପାରିଛି । କାନର ଭିତର ପାଶ୍ୱର୍ରେ ସମସ୍ୟା ଥିବା ନେଇ ସମ୍ପୂର୍ଣ୍ଣ ଭାବେ ବଧିର ଦୁଇ ବର୍ଷର ଶିଶୁ କନ୍ୟାକୁ ନେଇ ସମ୍ବଲପୁର ଅଂଚଳର ଅଧିବାସୀ ତା’ର ବାପା-ମା ହସ୍ପିଟାଲ୍ ଆସିଥିଲେ ବୋଲି କହିଛନ୍ତି ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ...

ବେଦାନ୍ତ : ଶ୍ରେଷ୍ଠ ରପ୍ତାନିକାରୀ

0

ଭୁବନେଶ୍ୱର : ୨୦୨୦-୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା)କୁ ମିଳିଛି । ଦ୍ୱିତୀୟରେ ସୁନ୍ଦରଗଡ଼ର କୁଲାଙ୍ଗସ୍ଥିତ ଆର୍‌.ବି. ଅଗ୍ରୱାଲ ଏଣ୍ଡ କମ୍ପାନୀକୁ ମିଳିଛି । ଟ୍ରଫି ସହ ମେରିଟ୍‌ ସାର୍ଟିଫିକେଟ୍‌ ବର୍ଗରେ ଭୁବନେଶ୍ୱରସ୍ଥ ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟକଚର ଲିଃ., ବାଲେଶ୍ୱରର ଇମାମି ପେପର ମିଲ୍‌ସ, ବଲାଙ୍ଗିରର ବି.ଏଲ୍‌. ଗୋୟାଲ୍‌, ଭୁବନେଶ୍ୱରର ବି. ୱାନ୍‌ ବିଜିନେସ୍‌ ହାଉସ୍‌, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ ଫେରୋ ଆଲଏଜ୍‌ ଲିଃ. ଓ ଭୁବନେଶ୍ୱରର ଇନ୍‌ଫୋସିସ୍‌ ଲିଃ ପୁରସ୍କାର ପାଇଛନ୍ତି । ସେହିପରି ସାର୍ଟିଫିକେଟ ଅଫ୍‌ ଏକ୍ସଲେନ୍ସି...

SPCB Warns On Banned Firecracker Use

0

Bhubaneswar: Following the order of Supreme Court, the State Pollution Control Board (SPCB) has warned the public to follow the direction of the court while using firecrackers during Diwali, otherwise action will be taken as per law. The SC on Tuesday ordered a ban on firecrackers across India, saying the directions against the use of barium and banned chemicals in firecrackers...

Singh Resigns From Dy Speaker

0

Bhubaneswar: Senior BJD Lawmaker Rajanikant Singh has resigned from the post of Deputy Speaker of Odisha Legislative Assembly (OLA) this afternoon. Shri Singh has submitted his resignation paper to Speaker Pramila Mallik in the office of the Speaker in the Assembly. Shri Singh, a Member of the Odisha Assembly since 2004, has been serving as the Deputy Speaker of the House...

PPMS For Panchayats

Bhubaneswar: As part of 5T initiative of the State Government, it has decided to develop Panchayat Project Management System for real time monitoring of the projects sanctioned for various Panchayats of the State. The Panchayat Project Management System is a comprehensive system that enables the monitoring of projects from initiation to completion will be developed by Department of Panchayatiraj and...