ଜଳ ବିଦ୍ୟୁତ୍ ପ୍ରକଳ୍ପ ତାଲିକାରେ ଓଡିଶା ନାହିଁ
ଭୁବନେଶ୍ୱର : ଦେଶରେ ବୃଦ୍ଧି ପାଉଥିବା ବିଦ୍ୟୁତ୍ ଚାହିଦାକୁ ମେଣ୍ଟାଇବାପାଇଁ କେନ୍ଦ୍ର ସରକାର ଉଭୟ ତାପଜ ଓ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ତାପଜ ପ୍ରକଳ୍ପ ତାଲିକାରେ ଓଡିଶାର ଗୋଟିଏ ଥିବାବେଳେ ଜଳବିଦ୍ୟୁତ୍ ପ୍ରକଳ୍ପ ତାଲିକାରେ ଓଡିଶା ନାହିଁ । କେନ୍ଦ୍ର ଶକ୍ତି ଏବଂ ନୂତନ ଅକ୍ଷୟଶକ୍ତି ମନ୍ତ୍ରୀ ଆର.କେ.ସିଂହ ଲୋକସଭାରେ ରଖିଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏବେ ୨୭,୧୮୦ ମେଗାୱାଟ କ୍ଷମତା ବିଶିଷ୍ଟ ୨୦ଟି ତାପଜ ବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା ହେଉଛି ।...
ନିର୍ବାଚନ ଲଢିବି ନାହିଁ
ଭୁବନେଶ୍ୱର : ମୋର କୌଣସି ପଦପଦବୀ ଆଶା ନାହିଁ; ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ ହେବେ। ଆଉ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି ବୋଲି କହିଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସର୍ବଭାରତୀୟ ପ୍ରଶାସନିକ ସେବା ପଦରୁ ସ୍ୱେଚ୍ଛାକୃତ ଅବସର ଓ ବିଜୁ ଜନତା ଦଳରେ...
Counter Misinformation;Naveen
Bhubaneswar: BJD Supremo and Chief Minister Naveen Patnaik today urged his party leaders and workers to counter misinformation campaigns made by the Opposition on social media. Speaking at the BJD Extended Executive Body meeting here, Shri Patnaik said that the Opposition has no issue to target the Government. The transformation of Odisha is a big shock for them, he said. “We...
Pandian Not To Contest Poll
Bhubaneswar: Putting all speculation to rest, Governing BJD today made it clear that former bureaucrat and Chief Minister Naveen Patnaik’s trusted aide V.K. Pandian would not contest in the upcoming election next year. After Shri Pandian joined the BJD in November, there were rumours that the Bureaucrat-turned-politician and 5T chairman would contest the elections. Pandian was appointed Chairman of the...
ନକଲି ଟଙ୍କା ରଖି ଧାରଣା
ଭୁବନେଶ୍ୱର : ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ମହାଦୁର୍ନୀତି କରି ମଦର ମହାନଦୀ ସୃଷ୍ଟି କରିଥିବା ବିଜେଡ଼ି ସରକାର ବିରୁଦ୍ଧରେ ରଣହୁଙ୍କାର ଦେଇଛି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି। ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସହ ସହ କାର୍ଯ୍ୟକର୍ତ୍ତା ରାଜଧାନୀରେ ବିଶାଳ ଗଣଧାରଣା ରେ ଅଭିନବ ଢ଼ଙ୍ଗରେ ନକଲି ଟଙ୍କା କୁ ବଡ଼ ବଡ଼ ଝୁଡ଼ିରେ ରଖି ବସିଥିଲେ। ଏହି ପରିପ୍ରେଖିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ଯେ; ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ରେ...
ପର୍ଯ୍ୟଟକଙ୍କ ପାଇଁ ନୂଆ ଗାଡି
ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି । ଏହି ୧୦ଟି ଗାଡ଼ି ମଧ୍ୟରୁ ୪ଟି ଇନୋଭା କ୍ରେଷ୍ଟା, ୪ଟି ସ୍ୱିଫଫ୍ ଡିଜାୟାର-ସିଡାନ୍ ଏବଂ ୨ଟି ଟେମ୍ପୋ ଟ୍ରାଭେଲର ସାମିଲ ରହିଛି । ଏଥି ସହ ଦୁଇଟି ଭଲ୍ବୋ ବସ୍ ଏବଂ ଲକଜରୀ କୋଚ୍ ଥିବା ୨ଟି ଅନ୍ୟାନ୍ୟ ଗାଡ଼ି ମଧ୍ୟ ଆଗାମୀ ମାସରେ ସାମିଲ କରାଯିବାର ଯୋଜନା ରହିଛି । ଏଥିରେ ଅତ୍ୟାଧୁନିକ ଓ...
କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଉଦଘାଟିତ
ଭୁବନେଶ୍ୱର: ଯାନ ଅବସ୍ଥାନ ଟ୍ରାକିଂ ଡିଭାଇସ୍ (AIS-140) ପାଇଁ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଶୁକ୍ରବାର ଦିନ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର-୨ ଆରଟିଓ ନୂତନ କାର୍ଯ୍ୟାଳୟ ଭବନରେ ଅବସ୍ଥିତ ୨୪ଘଣ୍ଟିଆ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ଜରୁରୀକାଳୀନ ଆଲର୍ଟ ସୃଷ୍ଟି କରିବା ପାଇଁ ଉଭୟ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) ଆଧାରିତ ଯାନ ଟ୍ରାକିଂ ଏବଂ GSM / GPRS ଚ୍ୟାନେଲ ବ୍ୟବହାର କରିବ । ସାଧାରଣ ଜରୁରୀକାଳୀନ ଟୋଲ୍ ଲାଇନ୍, ପୋଲିସ୍ କଣ୍ଟ୍ରୋଲ୍...
Radhika Gets PRB
Bhubaneswar: In a minor reshuffle among senior IPS officers, the State Government today appointed B Radhika as chairperson of Police Recruitment Board (PRB) on her return from Central Deputation. The State Home Department has issued a notification in this regard today. As per the notification, 1989 Batch IPS Shrimati Radhika will also remain in additional charge of Director, State Forensic...
କମ୍ ଲୋକ ଦାନ୍ତର ଯତ୍ନ ନିଅନ୍ତି
ଭୁବନେଶ୍ୱର : ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ ଅତି କମ୍ରେ ୧୫ ପ୍ରତିଶତକୁ ବଢ଼ାଇବା ପଡ଼ିବ ଏବଂ ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଦନ୍ତ ଚିକିତ୍ସକ ତଥା ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍ର ସେକ୍ରେଟାରୀ ଜେନେରାଲ ଡାକ୍ତର ଅଶୋକ ଢ଼ାବଲେ କହିଛନ୍ତି...
SFSS Extended For 5 YRS
Bhubaneswar: Chief Minister Naveen Patnaik today announced to provide 5 kg rice free of cost to State Food Security Scheme (SFSS) beneficiaries for another five year from January, 2024 to December 2028. According to official sources, the State Government will provide 5-kg entitlement of rice to 9,97,055 people from 3,14,923 families free of cost for a period of 5 years...










