ସୁପ୍ରିମକୋର୍ଟ ଯିବେ ସରକାର

0

ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ଦେବା ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟ ଯେତେସବୁ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ସେଗୁଡିକ ବିରୁଦ୍ଧରେ ସୁପ୍ରିମ୍‍କୋର୍ଟ ଯିବାଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିଘେନି ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏଠାରେ ଉଲ୍ଲେଖନୀୟ ଯେ, ଗତ ସେପ୍ଟେମ୍ବର ୨୫ ତାରିଖରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ରୁଜୁ ହୋଇଥିବା ୧୬୮ଟି ରିଟ୍‍ ଆପିଲ୍‍କୁ ଖାରଜ କରିଦେଇ ୨୦୨୦ର ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆସିବା ପୂର୍ବରୁ...

ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ

0

ନୂଆଦିଲ୍ଲୀ : କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ଯୁବ ଓ ଆଶାୟୀ ପାରା ଆଥଲେଟ୍‌ (ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌)ମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଘୋଷଣା କରିଛନ୍ତି। ଏହା  ଡିସେମ୍ବର ୧୦ରୁ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ । ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି, ‘‘ମୁଁ ଗର୍ବର ସହ ଘୋଷଣା କରୁଛି ଯେ...

Odisha Exports Cashew

0

Bhubaneswar: In a landmark achievement, for the first time cashew nuts from the State shipped to Bangladesh. The Agricultural and Processed Food Products Export Development Authority (APEDA) under the Ministry of Commerce and Industry, Government of India has successfully facilitated the first-ever shipment of cashew nuts to Bangladesh. The consignment, comprising 2 metric tons of premium quality cashew nuts, was exported...

ବାଙ୍ଗଲାଦେଶ ଗଲା ଓଡିଶା କାଜୁ

0

ଭୁବନେଶ୍ୱର : ଓଡ଼ିଶାର କାଜୁ ବାଙ୍ଗଲାଦେଶକୁ ରପ୍ତାନୀ ହେଲା । ଆଜି ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ବାଙ୍ଗଲାଦେଶକୁ ଓଡ଼ିଶା କାଜୁ ରପ୍ତାନୀ କରିଛି । ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଓପେଡ଼ା ସଂସ୍ଥା, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର...

Dev Sets OREDA Target

Bhubaneswar: In order to activate the New and Renewable Energy efforts, Principal Secretary Energy and Finance, Vishal Kumar Dev has reviewed the performance of Odisha Renewable Energy Development Agency (OREDA). The Principal Secretary visited the OREDA Headquarters on 21 November and reviewed the activities carried out by the OREDA. Senior Officials of Department of Energy and GRIDCO were present in...

ବାଦ ପଡ଼ିଲେଣି ୮୦ହଜାରରୁ ଅଧିକ ଭୋଟର

0

ଭୁବନେଶ୍ୱର : ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩,୦୧,୧୧୫ ଜଣ ଭୋଟର ତାଲିକାରେ ଯୋଗ ଦେଇଥିବାବେଳେ ୮୦,୦୩୦ ଜଣ ତାଲିକାରୁ ବାଦ୍‌ ପଡ଼ିଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଭୋଟର ତାଲିକାରେ ଯୋଗ ଦେଇଥିବା ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଜିଲ୍ଲାୱାରୀ ତଥ୍ୟ ଅନୁଯାୟୀ ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ୧୨୭୦୧ ଜଣ ଭୋଟର ଯୋଗ ଦେଇଥିବାବେଳେ ୬୨୫୧ ଜଣ ତାଲିକାରୁ ବାଦ୍‌ ପଡ଼ିଛନ୍ତି । ସେହିପରି ଝାରସୁଗୁଡ଼ା ଜିଲ୍ଲାରେ...

Tribal Poets Laud Effort

0

Bhubaneswar: Sudam Marndi, Minister, School and Mass Education and Revenue and Disaster Management has said that the tribal youth to be made aware of the tribal freedom fighters and their stories, hence in all schools and GPs the department take initiative to make available such content. The tribal language, culture, costume speaks of their uniqueness and all stakeholders are responsible...

House Stalled on DayII

0

Bhubaneswar: Opposition BJP and Congress continued to stall the Assembly Proceedings for the second day today over the State Cabinet's decision to allow Scheduled Tribe (ST) people to sell their land to non-tribals. Soon after the House assembled for the day for Question Hour, the BJP and the Congress intensified their protest in the Assembly, demanding the roll-back of the...

SOA LitFest On 24 NOV

0

Bhubaneswar: A galaxy of more than 250 eminent litterateurs, film and theatre personalities and artistes from different parts of the country will come together on a single platform to discuss the contemporary trends in Indian art, culture and literature as the three-day second SOA Literary Festival is poised to take off  here on November 24 (Friday). The literary fiesta is...

ମଣ୍ଡିରେ ସିସିଟିଭି ଅଧାପନ୍ତରିଆ

0

ଭୁବନେଶ୍ୱର : ଧାନ କିଣାରେ ସ୍ୱଚ୍ଛତା ଲାଗି ଧାନମଣ୍ଡିଗୁଡିକରେ ସିସିଟିଭି ଲଗାଇବା ଯୋଜନା ଏବେ ଅଧାପନ୍ତରିଆ । ଏପରିକି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମଣ୍ଡି ପିଛା ଗୋଟିଏ କରି ସିସିଟିଭି ଲାଗି ପାରିନାହିଁ । ଚଳିତ ଖରିଫରେ ରାଜ୍ୟରେ ୩୪୫୭ଟି ଧାନମଣ୍ଡି ସ୍ଥାପନ ହୋଇଥିବାବେଳେ ଏଥିରେ ମାତ୍ର ୧୬୬୩ଟି ସିଟିଟିଭି ଲାଗି ପାରିଛି । ଧାନ କିଣାରେ ହେଉଥିବା ବିଭ୍ରାଟ ବିଶେଷକରି କଟ୍‍ନି ଛଟ୍‍ନି ସମେତ ମାପ ଓଜନରେ ଠକେଇକୁ ରୋକିବାପାଇଁ ଧାନମଣ୍ଡିଗୁଡିକରେ ସିସିଟିଭି ଲଗାଇବା ଉପରେ ଜୋର ଦିଆଯାଇଥିଲା । ଏପରିକି ଏହାକୁ...