ଏ++ ମାନ୍ୟତା ପରେ ପଦବୀ ପୂରଣ କର
ଭୁବନେଶ୍ୱର : ସର୍ବାଧିକ ନାକ୍ ଗ୍ରେଡ୍ ହାସଲ କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସବୁଠାରୁ ଅଧିକ ପିଏଚ୍ଡି ଉପାଧି ପ୍ରଦାନ କରିଛି । ଏହା ସତ୍ୱେ ବି ରେଭେନ୍ସାରେ ଦେଢଶହରୁ ଅଧିକ ଶିକ୍ଷକ ଓ ୪୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଛି । ଏ++ ଗ୍ରେଡ୍ ନାକ୍ ମାନ୍ୟତା ହାସଲ କରି ରେଭେନ୍ସା ରାଜ୍ୟର ଗୌରବ ବଢାଇଥିବାବେଳେ ଏହି ବିଶ୍ୱବିଦ୍ୟାଳୟର ଖାଲି ପଡିଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରିବାଲାଗି ଛାତ୍ରଛାତ୍ରୀ ମହଲରୁ ଦାବି ଉଠୁଛି । ଗତବର୍ଷ...
ଇଭି ଯାନ କମ୍ପାନୀ ଲୁଟୁଛନ୍ତି
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନର ଚାହିଦା ବୃଦ୍ଧି ପାଉଥିବାବେଳେ ବିକ୍ରେତାମାନେ ମନ ଇଚ୍ଛା ଦର କଷୁଛନ୍ତି । ରାଜ୍ୟ ସରକାରଙ୍କ ସବସିଡ୍କୁ ନଜରରେ ରଖି ସେମାନେ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଲକ୍ଷ୍ୟ କରାଯାଉଛି । ଓଡିଶା ବଜାରରେ ଏବେ ଏକାଧିକ ବିଦ୍ୟୁତ୍ ଚାଳିତ ଯାନ ନିର୍ମାତା ସେମାନଙ୍କ ପସରା ମେଲାଇଛନ୍ତି । ପ୍ରାୟ ପ୍ରତ୍ୟେକ ଯାନ ନିର୍ମାତା ସେମାନଙ୍କ ଗାଡିର ସବିଶେଷ ବିବରଣୀ ସହିତ ଏହାର ଦର ୱେବସାଇଟ୍ରେ ଉଲ୍ଲେଖ କରୁଛନ୍ତି । ହେଲେ...
Odisha Pavilion Bags Gold
New Delhi: After two stunning weeks, the India International Trade Fair (IITF-2023) concludes on a high note on November 27 at Pragati Maidan, New Delhi. Odisha Pavilion, which was the centre of attraction from day one, maintained its silver streak by regaining the covetous gold medal as “Excellence in Display” in the category of State Pavilion. Director Information and Public...
ଓଡ଼ିଶା ମଣ୍ଡପକୁ ସ୍ଵର୍ଣ୍ଣ ପୁରସ୍କାର
ନୂଆଦିଲ୍ଲୀ : ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ପରିସରରେରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ତରଫରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି...
ସୋଆ ଛାତ୍ରଛାତ୍ରୀଙ୍କ ସମ୍ବିଧାନ ସଚେତନତା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ୍ (ସ୍ନିଲ୍) ରେ ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ରବିବାର ସମ୍ବିଧାନ ଦିବସ ଅବସରରେ ସମାନତା, ଭ୍ରାତୃତ୍ୱ ଓ ଧର୍ମନିରପେକ୍ଷତାର ନୀତି ଓ ଆଦର୍ଶକୁ ଦର୍ଶାଇ ସହରର ଏକ ଜନଗହଳି ପୂର୍ଣ୍ଣ ସପିଙ୍ଗ୍ ମଲ୍ରେ ଏକ ନାଟକ ପରିବେଷଣ କରିଥିଲେ । ଲୋକମାନଙ୍କ ମଧ୍ୟରେ ସମ୍ବିଧାନ, ଏହାର ପ୍ରଣୟନ, ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଇଂରାଜୀ...
ବୋଇତ ବନ୍ଦାଣ କଲେ ରାଷ୍ଟ୍ରପତି
ପାରାଦୀପ : ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଜି ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ସେ ଏକ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ପରବର୍ତ୍ତୀ ପିଢ଼ିର ଜାହାଜ ଟ୍ରାଫିକ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରତିବର୍ଷ ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ମନେ ପକାଇବା ଏବଂ...
Prez At Balijatra
Paradip: President Droupadi Murmu today graced the Boita Bandana ceremony or Balijatra, being organized by the Paradip Port Authority here to celebrate Odisha’s glorious maritime history. The President, who was on a two-day visit to the State, also virtually inaugurated a Multi Model Logistic Park as well as laid the foundation stones for new reservoir and water treatment plant for...
ବିଜେଡିରେ ଯୋଗଦେଲେ ପାଣ୍ଡିଆନ
ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ସହଯୋଗୀ ତଥା ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ନିଜର ସରଳତା ପାଇଁ ଜଣାଶୁଣା ଶ୍ରୀ ପାଣ୍ଡିଆନ ପୂର୍ବାହ୍ନ ୧୦ଟା ୧୫ରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡିର ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଯୋଗଦେବା କାର୍ଯ୍ୟକ୍ରମ ପରେ ବରିଷ୍ଠ ବିଜେଡି ନେତା ତଥା ପୁରୀ ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ...
All Night Darshan Record
Puri: Perhaps for the first time, the Srimandir in Puri remained open all night for public darshan on Sunday so that devotees can offer prayers to the Lord Jagannath and his sibling deities on the eve of Kartika Purnima. Keeping in view the massive gathering of devotees on holy Kartika Purnima, the temple administration took a decision in this regard....
Pandian Joins BJD
Bhubaneswar: On the occasion of auspicious Kartik Purnima, Chief Minister Naveen Patnaik’s most trusted aide and 5T Chairman V Karthikeya Pandian today formally joined the Governing Biju Janata Dal (BJD) here. Shri Pandian, who is known for his simplicity, joined the party in a very low key affair, in presence of BJD Supremo Naveen Patnaik and several senior leaders...









