State Launches Nua O
Bhubaneswar: In yet another significant development towards the engagement and empowerment of youth in Odisha, the Government has recently announced the Nua O initiative. Envisioned as a series of sports competitions and cultural activities, the initiative will be launched across the state. The sports competitions will feature six disciplines, including kho-kho, cricket, hockey, football, kabaddi and volleyball with...
CM Thanks Rescue Team
Bhubaneswar: As the news of successful rescue operation of labourers comes in, Chief Minister Naveen Patnaik heaved a sigh of relief and thanked the various rescue teams that have been engaged for the operation over several days. The Chief Minister has said, ‘it gives me immense pleasure to learn about the successful rescue operation and I am very happy that...
Gadkari Lauds Rescue Team
Union Minister for Road Transport and Highways, Nitin Gadkari said he is completely relieved and happy as 41 trapped laborers in the Silkyara Tunnel Collapse have been successfully rescued. In a post Shri Gadkari said this was a well-coordinated effort by multiple agencies, marking one of the most significant rescue operations in recent years. He said various departments and...
ଗୁଣାତ୍ମକ ବିଜୁଳି ପାଇଁ ୧୨୪୬କୋଟି ଖର୍ଚ୍ଚ
ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟ କ୍ୟାପିଟାଲ ରିଜିୟନ୍ ଇମ୍ପ୍ରୁଭମେଣ୍ଟ ଇନ୍ ପାୱାର ସିଷ୍ଟମ୍ (ଏସସିଆରଆଇପିଏସ୍) ଅଧୀନରେ ରାଜ୍ୟ ସରକାର ୧୨୪୬ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ବିଜୁଳି ଆଧୁନିକ ଜୀବନର ଏକ ଅତ୍ୟାବଶ୍ୟକ ଉପାଦାନ । ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ଶିଳ୍ପାୟନ ଯୋଗୁଁ ରାଜଧାନୀ (ଭୁବନେଶ୍ୱର-କଟକ)ର ବିଦ୍ୟୁତ ଚାହିଦା ବଢ଼ିବାରେ ଲାଗିଛି ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି । ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ସହିତ ବିଦ୍ୟୁତ ଯୋଗାଣର ଗୁଣବତ୍ତା...
ଉତ୍କଳ ସମ୍ମିଳନୀ ଉତ୍ସବ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଦ୍ୟ ଯଜ୍ଞଶାଳ ଉତ୍କଳ ସମ୍ମିଳନୀର ୧୨୦ତମ ବର୍ଷ ପୂର୍ତ୍ତି ଲାଗି ରାଜ୍ୟ ଭିତରେ ଓ ବାହାରେ ଆୟୋଜନ ଚାଲିଛି । ଏ ପରିପ୍ରେକ୍ଷୀରେ କଟକ ମହାନଗରରେ ଏବର୍ଷ ଡିସେମ୍ବର ୩୦ ଓ ୩୧ ତାରିଖରେ ଦୁଇଦିନ ଧରି ଅନୁଷ୍ଠିତ ହେବ ଓଡ଼ିଆ ଅସ୍ମିତା ସମ୍ମିଳନୀ । ଏଥିଲାଗି ମାଟି ମନସ୍କ ବହୁ ବ୍ୟକ୍ତିଙ୍କ ସମ୍ମିଳିତ ପ୍ରୟାସରେ ଓଡ଼ିଆ ଜାତିର ଆଉ ଏକ ମହାମିଳନ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ବ୍ରିଟିଶ...
ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜିନାମା
ଭୁବନେଶ୍ୱର : ଗୁଣାତ୍ମକ ଉଚ୍ଚ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି , ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ (ଏସଭିକେଏମ) ସହିତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶାର ମୁଖ୍ୟ...
ଅଣ୍ଡା ଉତ୍ପାଦନ ୫୮ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର : ଓଡ଼ିଶା ଅଣ୍ଡା ଉତ୍ପାଦନରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଓଡ଼ିଶା ପୋଲଟି୍ର ନୀତି-୨୦୧୫ ଅନୁଯାୟୀ ଅଣ୍ଡା ଉତ୍ପାଦନ, କୁକୁଡ଼ା ଫାର୍ମରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରିକ ପ୍ରୟୋଗ ଏବଂ ଭିତ୍ତିଭୂମିରେ ଉନ୍ନତି ନିମନ୍ତେ ଉଦ୍ୟୋଗୀମାନଙ୍କୁ କୁକୁଡ଼ା ଫାର୍ମ ପାଇଁ ରାଜ୍ୟର ଯେକୌଣସି ଅଞ୍ଚଳରେ ଜମି କ୍ରୟ ଉପରେ ୧୦୦ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଚାଷ ଜମିକୁ କୁକୁଡ଼ା ଚାଷ ପାଇଁ ହୋମଷ୍ଟେଡ୍ ଜମିରେ ପରିଣତ କରିବା ଓ ଲାଭଜନକ ସବ୍ସିଡି ଆଦି ପ୍ରଦାନ ସହିତ ଅନେକ ପ୍ରୋତ୍ସାହନ...
Upper Lanth Gets Central Nod
Bhubaneswar: Ministry of Environment, Forests and Climate Change (MoEF&CC), Government of India has given its final approval for diversion of 341.23 hectares of forest land for construction of Upper Lanth Medium Irrigation Project in the Balangir Forest Division under Bolangir District. D. Manjunatha, Deputy Inspector General of Forests under the MoEF&CC has written a letter to Anu Garg, Additional Chief...
Odisha Leads Egg Production
Bhubaneswar: Minister, Fisheries and Animal Resources Development Ranendra Pratap Swain has said that layer poultry is a leading sector with the highest growth rate in creating entrepreneurs in the state. Odisha is making great progress in egg production. Minister Shri Swain unaugurated a workshop on making the state self-sufficient in egg production has been organized by Fisheries and Animal Husbandry...
Timeline For Data Update
Bhubaneswar: Human Resource Management System (HRMS) is the repository of all the service records and personal information of the State Government employees, Odisha. Government of Odisha vide Finance Department Letter No-22118/F Dt.05.08.2023 has made it mandatory for online processing of pension papers using IFMS platform from 01.10.2023. As a part of 5T initiatives, it has been decided to push the...










