RIE Hosts NEP Program
Bhubaneswar: In line with the vision outlined in the National Education Policy (NEP) 2020, a comprehensive Capacity Building Program on Inclusive Education has been inaugurated on 18 January.The five day programme will be concluded on The event has been hosted at the Regional Institute of Education, NCERT, Bhubaneswar. The inauguration ceremony, on 18 January, 2024, was inaugurated by the Principal...
୨୨ତାରିଖ ଦିନ ଅଧା ଛୁଟି
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନରେ ୨୦୨୪ ଜାନୁଆରୀ ୨୨ ତାରିଖ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଅଧାଦିନ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଅଯୋଧ୍ୟାରେ ରାମଲଲା ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨, ୨୦୨୪ରେ ସମଗ୍ର ଭାରତରେ ପାଳନ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ଉତ୍ସବରେ କର୍ମଚାରୀମାନେ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ତଦନୁଯାୟୀ ଜାନୁଆରୀ ୨୨,...
ଏମ୍ସିଏଲ ତାପଜ ବିଦ୍ୟୁତ ପ୍ଲାଣ୍ଟକୁ କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏସଇସିଏଲ) ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଆକାରରେ ୧×୬୬୦ ମେଗାୱାଟ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ମହାନଦୀ ବେସିନ୍ ପାୱାର୍ ଲିମିଟେଡ୍ (ଏମବିପିଏଲ) ଜରିଆରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦...
IREDA Signs Pact With IOB
New Delhi: Indian Renewable Energy Development Agency Ltd. (IREDA) has signed a Memorandum of Understanding (MoU) with Indian Overseas Bank (IOB), setting the stage for collaborative efforts in co-lending and loan syndication for a diverse spectrum of Renewable Energy (RE) projects across the nation. The agreement was inked at IREDA's Business Centre in New Delhi on January 16, 2024 in...
ବରିଷ୍ଠ ନାଗରିକ ନ୍ୟାୟ ପାଇବାରୁ ବଞ୍ଚିତ
ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ପ୍ରସଙ୍ଗରେ ବହୁ ଯୋଜନା ପ୍ରଣୟନ କରାଯାଉଥିବାବେଳେ ବସ୍ତୁତଃ ସଂଖ୍ୟାଧିକ କ୍ଷେତ୍ରରେ ଏମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏମିତିକି ବରିଷ୍ଠ ନାଗରିକମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ବିଚାର ବର୍ଷ ବର୍ଷ ଧରି ଗଡୁଥିବାବେଳେ ଦଣ୍ଡବିଧାନ ହାର ବି ନଗଣ୍ୟ ରହୁଛି । ୨୦୨୩ ଆରମ୍ଭ ବେଳକୁ ଦେଶରେ ଏହି କିସମର ଲକ୍ଷାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଓଡିଶାରେ ଏହି ସଂଖ୍ୟା ବି ୨ ହଜାରରୁ ଅଧିକ ରହିଛି ।...
ଆକ୍ୱାଗାର୍ଡ ପାଣିରେ ଗାଡିଧୂଆ ହେଉଛି
ଭୁବନେଶ୍ୱର : ରାଜ୍ୟ ସରକାର ଯୋଗାଉଥିବା ଆକ୍ୱାଗାର୍ଡ ମାନର ବିଶୁଦ୍ଧ ପାନୀୟଜଳରୁ ସିଂହଭାଗ ପାନୀୟ ଓ ଖାଦ୍ୟ ବଦଳରେ ଅନ୍ୟ କାର୍ଯ୍ୟରେ ଲାଗୁଛି । ବିଶେଷକରି ସହରାଞ୍ଚଳରେ ଏହି ଜଳ ଲୋକଙ୍କ ବାଡି ବଗିଚାରେ ଥିବା ଫୁଲକୁଣ୍ଡରେ ଦିଆଯିବା ସହିତ ଗାଡିମୋଟର ଧୂଆ କାର୍ଯ୍ୟରେ ବ୍ୟବହୃତ ହେଉଛି । ଶୌଚାଳୟରେ ବି ଏହି ଜଳ ଅପଚୟ ହେବାରେ ଲାଗିଛି । ଗତ ଆଠବର୍ଷ ମଧ୍ୟରେ ରାଜ୍ୟ ସରକାର ମୁଣ୍ଡପିଛା ଜଳ ଯୋଗାଣ ପରିମାଣ ୩୦ ଲିଟର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୧୫-୧୬ ଓ...
କଂଗ୍ରେସ ଗଢିଲା ୱାରରୁମ
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ୱାରରୁମ ଅଧ୍ୟକ୍ଷ ଭାବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଏହି କମିଟିରେ ବିସ୍ମୟ ମହାପାତ୍ର, ଜିନେଶ ଦାଶ, ପ୍ରକାଶ ମିଶ୍ର, ସଂଜୟ ତ୍ରିପାଠୀ ଓ ତରୁଣକାନ୍ତ ମିଶ୍ର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି । ଅନ୍ୟ ପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସରୁ ଫେରିଛନ୍ତି ।...
ଓଡ଼ିଶା ଗସ୍ତରେ ମେଘାଳୟ ସାମ୍ବାଦିକ
ଭୁବନେଶ୍ୱର : ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଥିବା ମେଘାଳୟରୁ ଏକ ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ମେଘାଳୟ ସାମ୍ବାଦିକମାନେ ପହଞ୍ଚିବା ପରେ ପିଆଇବି ଭୁବନେଶ୍ୱର ଅଧିକାରୀମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଭାବ ସମ୍ପର୍କରେ ବାସ୍ତବତାକୁ ବୁଝିବାରେ ଗଣମାଧ୍ୟମକୁ ସୁଯୋଗ ଦେବା ଏବଂ ରାଜ୍ୟରେ ଏହାର ବିକାଶକୁ ପ୍ରତ୍ୟକ୍ଷ ଭାବେ ଦେଖିବା । ରାଜ୍ୟରେ କେନ୍ଦ୍ର ସରକାରୀ ଯୋଜନାଗୁଡ଼ିକୁ ଶତପ୍ରତିଶତ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ
ପୁରୀ : ଓଡ଼ିଆ ଜାତିର ଭାବ ଏବଂ ଭକ୍ତିର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଏବଂ ନାମ, ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଛି ସମଗ୍ର ରାଜ୍ୟ । ପୋଷ ଶୁକ୍ଳ ସପ୍ତମୀର ଶୁଭଲଗ୍ନରେ ଏକ ଅନନ୍ୟ ଭାବବିହ୍ୱଳ ଦିବ୍ୟ ପରିବେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରି ପ୍ରତିଟି ଓଡ଼ିଆ ଏବଂ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ତା’ସହ ପୁରୀବାସୀଙ୍କ ଅସୀମ ତ୍ୟାଗକୁ ସମ୍ମାନ...
AI Tech For Agri Sector
New Delhi: The Ministry of Agriculture & Farmers Welfare, Government of India, is leveraging cutting-edge Artificial Intelligence (AI) technologies for the benefit of farmers and to increase overall productivity. As a pioneering force in the integration of AI, the Ministry is setting a precedent for leveraging advanced technologies to address the challenges faced by the farmers in India. It...










