ନିଶାମୁକ୍ତି ପାଇଁ ବୁଝାମଣା
ଭୁବନେଶ୍ୱର : ନିଶାମୁକ୍ତି ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପଦକ୍ଷେପ ସୁଦୃଢ଼ କରିଛି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଓ ବ୍ରହ୍ମପୁରରେ କାର୍ଯ୍ୟରତ ୫ଟି ସ୍ବେଚ୍ଛାସେବୀ ସଂଗଠନ ନିଶାମୁକ୍ତି ନିମନ୍ତେ କାର୍ଯ୍ୟକ୍ରମକୁ ବ୍ୟାପକ କରିବେ । ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ନିଶାମୁକ୍ତି ଅଭିଯାନରେ ସାମିଲ ହେବେ । ସେଥିପାଇଁ ବିଭାଗ ପକ୍ଷରୁ ‘ଦିଶା’ ଯୋଜନା ଅଧିନରେ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଭୁବନେଶ୍ୱରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନ ପରିସରରେ ନିକଟରେ ଅନୁଷ୍ଠିତ...
198 EV-PCS In Odisha
Bhubaneswar: Odisha has the facilities of 198 Electric Vehicle Public Charging Stations(EV-PCS) across the state, said Minister of State for Heavy Industries, Krishan Pal Gurjar, in a written reply in Lok Sabha on 6 February. Union Minister said that the Ministry of Heavy Industries (MHI) has been making consistent efforts for facilitating the promotion of electric vehicles in India. The FAME-II scheme...
State On De-Addiction Drive
Bhubaneswar: Bishnupada Sethi, Principal Secretary, SSEPD Department said that the State Government is implementing the flagship program DISHA being across the State Shri Sethi said approach of the scheme is to provide a wide range of services including awareness generation, identification, counseling, treatment and rehabilitation of addicts through voluntary effort. All services at the recovery centre will be provided free of...
Modi Adpots New Strategy
Bhubaneswar: As Prime Minister Narendra Modi is all set to undertake his second visit to Odisha on Saturday (Feb 10), people have started guessing the future course of politics in the state. The speculations over the possible coalition between the Governing BJD and the Opposition BJP are also making rounds in the Odisha political circle as PM Modi adopted...
40K Jobs In PCPIR
Bhubaneswar: The Petroleum, Chemicals and Petrochemicals Investment Region (PCPIR) set up at Paradip has attracted investments worth Rs 73,518 crore resulting in employment of about 40,000 people. This was informed by Union Minister of State Petroleum & Natural Gas, Rameswar Teli in Rajya Sabha today. In a written reply to a question of BJD MP Sasmit Patra, the Union Minister said the Government has...
Utsav Mesmerises Audience
Bhubaneswar: The capital city of Bhubaneswar witnessed the vibrant hues of State's traditional folk art showcased on an open stage, at Ekamra Utsav, mesmerising the audience with its passion and inspiration. The platform provided not only an opportunity to showcase their talent but also a sense of pride in preserving Odisha's rich cultural legacy. Organised by the Bhubaneswar Development Authority (BDA),...
Mela Drew 10 Lakh Crowd
Bhubaneswar, February 5: The 11-day Adivasi Mela, a vibrant socio-cultural event depicting Odisha’s tribal life, language, agricultural richness, empowerment of tribal women, cultural promotion and conservation, livelihood and employment opportunities transformed the Adivasi Exhibition Ground in Unit-I into a mini tribal village and “haat.” Today, the event came to a colourful end, amid prize distributions for meritorious students in...
ପିସିପିଆଇଆରରେ ମିଳିଛି ୪୦ହଜାର ନିଯୁକ୍ତି
ଭୁବନେଶ୍ୱର : ପାରାଦୀପରେ ସ୍ଥାପନ ହୋଇଥିବା ପେଟ୍ରୋଲିୟମ, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜିୟନ୍ (ପିସିପିଆଇଆର)ରେ ୭୩,୫୧୮ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବାରୁ ପ୍ରାୟ ୪୦,୦୦୦ ଲୋକଙ୍କୁ ନିଯୁକ୍ତି ମିଳିଛି । ଆଜି ରାଜ୍ୟସଭାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହି ସୂଚନା ଦେଇଛନ୍ତି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋକେମିକାଲ୍ସରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ଏଥିପାଇଁ ର୍ନିଦ୍ଦିଷ୍ଟ ନିବେଶ...
ବସ୍ତିରେ ଉପୁଜିପାରେ ଆଇନ୍ଶୃଙ୍ଖଳା ସ୍ଥିତି
ଭୁବନେଶ୍ୱର : ଜାଗା ମିଶନରେ ଜମି ପାଇଥିବା ଅନେକ ହିତାଧିକାରୀ ଏବେ ଏହି ଜମି ଉପରେ ଥିବା ଘରକୁ ଦଖଲକୁ ନେଇପାରୁ ନାହାନ୍ତି । ଏଥିଘେନି ବିଭିନ୍ନ ବସ୍ତିରେ ବିବାଦୀୟ ପରିସ୍ଥିତି ଲାଗି ରହିଛି । ଯେକୌଣସି ସମୟରେ ଏହା ଆଇନ୍ଶୃଙ୍ଖଳା ବିଗାଡିବା ଆଶଙ୍କା ଥିବାରୁ ସରକାରୀ ସ୍ତରରେ ତୁରନ୍ତ ଏହାର ପ୍ରତିକାର ପାଇଁ ବିଭିନ୍ନ ବସ୍ତିର ଅନେକ ଲୋକ ଦାବି କରୁଛନ୍ତି । ରାଜଧାନୀରେ ନିଜସ୍ୱ ଜମି ଓ ଘର ନଥାଇ ହଜାର ହଜାର ଲୋକ ବିଭିନ୍ନ ବସ୍ତିରେ ସରକାରୀ ଜାଗା ଜବରଦଖଲ...
ଆଦିବାସୀ ମେଳା ବୁଲିଲେ ୧୦ ଲକ୍ଷ
ଭୁବନେଶ୍ବର : ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳାସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗ କୁ ନେଇ ଆୟୋଜିତ ଆଦିବାସୀ ମେଳା ଭୁବନେଶ୍ବର ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆକୁ ଏକ ମିନି ଆଦିବାସୀ ଗ୍ରାମ ଓ 'ହାଟ'ରେ ପରିଣତ କରିଥିଲା । ଏହି ୧୧ ଦିନ ଧରି ଚାଲିଥିବା ମେଳାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ସ୍କୁଲର ମେଧାବୀ ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଓ ବର୍ଗର ବିଜେତାଙ୍କୁ...








