କୋଭିଡ ଯୁଦ୍ଧରେ ସୋଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା

0

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ୍ । ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ଯେତେବେଳେ ସମୟ ଅତ୍ୟନ୍ତ ଜଟିଳ ଥିଲା । କୋଭିଡ-୧୯ ମହାମାରୀର ବିଭୀଷିକା ଆରମ୍ଭ ହୋଇସାରିଥିଲା । କରୋନାର ମୁକାବିଲା କରିବା...

ଆଇଆଇଟି ଭୁବନେଶ୍ୱର ଷ୍ଟାର୍ଟ ଅପ୍ ଅଭିଯାନ

0

ଭୁବନେଶ୍ୱର :ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟମିତା ବିକାଶ ପାର୍କ ଆସନ୍ତା ଫେବ୍ରୁଆରି ୧୧ ତାରିଖରେ ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ୧୦୦ କୋଟି ଟଙ୍କାର ମୂଲ୍ୟାଙ୍କନ ବିଶିଷ୍ଟ ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି। ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପୁଞ୍ଜି ଏବଂ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ପହଞ୍ଚିବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପ୍ରାରମ୍ଭିକ...

ଆମ୍ବେଦକରଙ୍କ  ନାମରେ  ଆଇଏସବିଟି

0

ଭୁବନେଶ୍ୱର : ଭାରତୀୟ  ସମ୍ବିଧାନ ର  ଜନକ ତଥା   ସାମାଜିକ  ନ୍ୟାୟ ର  ମହାନ୍  ପ୍ରବକ୍ତା  ଡକ୍ଟର ଆମ୍ବେଦକରଙ୍କ  ନାମରେ  ନାମିତ  ହେବ । ଭୁବନେଶ୍ଵର  ବରମୁଣ୍ଡା ର  ନବନିର୍ମିତ  ବସ ଷ୍ଟାଣ୍ଡ  .ଆଜି  ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ  ଏହା  ପ୍ରକାଶ କରିବା  ସହ ଡକ୍ଟର ଆମ୍ବେଦକର  ଙ୍କ  ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି  । ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର  ବସ  ଟର୍ମିନାଲ  ଭାବରେ  ପରିଚିତ  ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ   ଡକ୍ଟର  ଆମ୍ବେଦକର ...

Odisha Fastest Growing State;Guv

0

Bhubaneswar: Odisha is one of the fastest growing States in India. Odisha's post-COVID growth revival is quite exemplary in terms of economic growth as per Advanced Estimate 2022-23 of Gross State Domestic Product (GSDP), Governor Raghubar Das said in his maiden speech at State Assembly today. “The State economy has witnessed an annual average growth rate of 6.47% at 2011-12...

Assembly Budget Session Begins

0

Bhubaneswar: The Budget Session of the Odisha Legislative Assembly began on 5 January at 11 AM with the address of Governor Raghubar Das. Odisha House begins its crucial session amid tight security in place. Before beginning of the session, guard of honour has been given to the Governor at the Assembly premises. Speaker Pramila Mallick took the Governor to the Podium....

ଡ. ଗାୟତ୍ରୀବାଳା ପଣ୍ଡା ସମ୍ବର୍ଦ୍ଧିତ

0

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ଆହୁରି ଅନେକ ବିଶିଷ୍ଟ ତଥା ଖ୍ୟାତନାମା ସାହିତ୍ୟସାଧକମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି।  କଳିଙ୍ଗ ଯୁଦ୍ଧର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’...

ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ପ୍ରେରଣାଦାୟୀ

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ସଦା ସର୍ବଦା ପ୍ରେରଣାଦାୟୀ ।  ସେମାନଙ୍କର ତ୍ୟାଗ, ତିତିକ୍ଷା ଓ ବଳିଦାନ  ଦେଶର ସୁରକ୍ଷା ତଥା ସମାଜରଗଠନ କ୍ଷେତ୍ରରେ ପିଢ଼ି ପରେ ପିଢ଼ି ଆମକୁ ମାର୍ଗଦର୍ଶନ କରାଇ ଆସିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।   ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ନୀଳମଣି ସାମଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗୀୟ ସାମଲଙ୍କ ଦେହାନ୍ତର ନବମ  ତିଥିରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି, ସ୍ୱାଧୀନତା ସଂଗ୍ରାମୀ ଯୁବ  ସାମ୍ମୁଖ୍ୟ...

Ekamra Utsav Magic Unfolds

0

Bhubaneswar: The second evening of the Ekamra Utsav music program, hosted by the Bhubaneswar Development Authority (BDA), unfolded in a symphony of enchanting melodies. BDA Vice Chairman, Balwant Singh and Team BDA has organized the event in such a way, it has taken the audience and spectators to next level of enjoyment, feel experts. Aptly named 'Sangitara Murchana,' that roughly...

କର୍କଟ ରୋଗ ସହିତ ଔଷଧ ଖର୍ଚ୍ଚ ବି ବଢୁଛି

0

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ କର୍କଟ ରୋଗର ଭୟାବହତା ବୃଦ୍ଧି ପାଉଥିବାବେଳେ ଏହାର ପ୍ରତିକାର ଓ ପ୍ରତିଷେଧ କରାଯିବା ପରିବର୍ତ୍ତେ କ୍ୟାନସର ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱଆରୋପ ପ୍ରଦାନ କରି ସରକାର ଡାକ୍ତରଖାନାମାନ ଖୋଲିଥିବାବେଳେ ଔଷଧ କମ୍ପାନୀମାନେ ବି ଦାମୀ ଔଷଧ ବଜାରକୁ ଛାଡିବାରେ ବ୍ୟସ୍ତ । ଦେଶରେ ବର୍ଷକୁ ପ୍ରାୟ ୧୫ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନିତ ହେଉଥିବାବେଳେ ଏହି ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବର୍ଷକୁ ପ୍ରାୟ ୧୦ଲକ୍ଷ ରହୁଛି । ସେହିଭଳି ଓଡିଶା ଭଳି...

ବିଚାର ଅପେକ୍ଷା ସାତ ହଜାର ପୋକସୋ ମାମଲା

0

ଭୁବନେଶ୍ୱର : ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବାପାଇଁ ୨୦୧୨ ମସିହାରୁ ପୋକସୋ ଆଇନ୍‍ କାର୍ଯ୍ୟକାରୀ ହେଉଥିବାବେଳେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଏହି ଆଇନ୍‍ ବଳରେ ରୁଜୁ ହୋଇଥିବା ପ୍ରାୟ ସାତ ହଜାର ମାମଲା ବିଚାର ଅପେକ୍ଷାରେ ରହିଛି । ବିଳମ୍ବିତ ବିଚାର ଯୋଗୁଁ ଏଭଳି ଜଘନ୍ୟ କାର୍ଯ୍ୟରେ ଲିପ୍ତ ଅନେକଙ୍କୁ ଠିକଣା ସମୟରେ ଦଣ୍ଡ ଦିଆଯାଇ ପାରୁନଥିବା ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ପୋକସୋ ଆଇନ୍‍ ବଳରେ ରୁଜୁ ହୋଇଥିବା ୧୪୮୮୦...