ଓଡିଶାରେ ରାହୁଳ ଗାନ୍ଧୀ
ସୁନ୍ଦରଗଡ଼: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା' ଆଜି ଅପରାହ୍ନରେ ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଓଡ଼ିଶାରେ ପ୍ରବେଶ କରିଛି। ତାଙ୍କୁ କଂଗ୍ରେସ ସମର୍ଥକ ଏବଂ ଦଳର ସମସ୍ତ ଶୀର୍ଷ ନେତାମାନେ ଭବ୍ୟ ସ୍ୱାଗତ କରିଥିଲେ। ଓଡ଼ିଶାରେ ପ୍ରବେଶ କରିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ରାହୁଲ ଏହି ଉଦ୍ଦେଶ୍ୟରେ ନିର୍ମିତ ମଞ୍ଚରେ ଅଚାନକ ବୈଠକ କରିଥିଲେ। ବୀରମିତ୍ରପୁରଠାରୁ ୨ କିଲୋମିଟର ଦୂର ପଟ୍ଟଲକଣା ନିକଟରେ ଏହା ଅନୁଷ୍ଠିତ ହୋଇଥିଲା। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧୀ କହିଥିଲେ, ମୁଁ ଏଠାରେ...
୭ରୁ ତିନିଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାର
ଭୁବନେଶ୍ୱର : ରାଜ୍ୟର ଥିବା ପର୍ଯ୍ୟଟନ ସଂପଦର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚମ ଓଡ଼ିଶା ଟ୍ରାଭେଲ୍ ବଜାର ଆସନ୍ତା କାଲି (୭ ତାରିଖ)ଠାରୁ ଆରମ୍ଭ ହେଉଛି । ଏହି ଓଡ଼ିଶା ଟ୍ରାଭେଲ୍ ବଜାର ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ୍ଠାରେ ଉଦ୍ଘାଟନ କରାଯିବ । ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍ଘାଟନ କରିବେ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ଆନୁକୂଲ୍ୟରେ ଏହା ତିନିଦିନ ଧରି ଚାଲିବ । ଆଜି ହୋଟେଲ ସ୍ୱସ୍ତି ପି୍ରମିୟମ୍ରେ...
ପରୀ ହତ୍ୟା ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ
ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ଏକମାତ୍ର ନାବାଳକକୁ ଆଜି ସ୍ୱତନ୍ତ୍ର ଶିଶୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ଶୁଣାଣି କରି ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଇପିସିର ଧାରା ୩୬୩, ୩୭୬ ଏବି, ୩୦୨, ୨୦୧ ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩୭୬ଏବି ଆଇପିସି ଓ ୬ ପୋସ୍କୋ ଆକ୍ଟ ଅନୁଯାୟୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଏହି...
ଆଉ ୪ଲକ୍ଷଙ୍କୁ ମଧୁ ବାବୁ ପେନସନ
ଭୁବନେଶ୍ଵର : ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ। ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ...
RaGa Jatra Reaches Odisha
Sundargarh: Senior Congress leader Rahul Gandhi’s 'Bharat Jodo Nyay Yatra' entered Odisha at Biramitrapur in Sundargarh district from Jharkhand this afternoon. He was given a rousing welcome by Congress supporters and all the top leaders of the party. Just after entering Odisha, on the Odisha-Jharkhand border Rahul held an impromptu meeting on a stage created for the purpose. It was...
Pari Murder Accused Gets 20 Yrs RI
Bhubaneswar: The special children court in Nayagarh district today awarded 20 years of rigorous imprisonment to the only minor accused in the sensational Pari rape and murder case. Pronouncing its judgement, the court held the accused guilty and convicted him under section 363, 376AB, 302, 201 of IPC and section 6 of POCSO Act. He has been awarded 20 years...
Pact For Aero Skill
Bhubaneswar: Skill Development and Technical Education Department and Commerce and Transport Department are collaborating with GMR Aero Academy (GMRAA) to extend the aviation related skilling to youth of Odisha. Accordingly, a Memorandum of Understanding (MoU) is signed between Directorate of Aviation, Directorate of Skill Development cum Employment with GMR. This ceremony was graced by Minister Commerce and Transport Tukuni Sahu...
Travel Bazar From 7FEB
Bhubaneswar: To champion Tourism in Odisha by forging networks and collaborations across India and globally, the Department of Tourism in association with Federation of Indian Chamber of Commerce and Industry (FICCI) will host the fifth edition of Odisha Travel Bazar (OTB) 2023-24 from February 7 at Eco Retreat Konark. Chief Minister Naveen Patnaik will virtually inaugurate this flagship exhibition on...
ଜିଏମ୍ଆର୍ ଏରୋ ସହିତ ବୁଝାମଣା
ଭୁବନେଶ୍ୱର : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମ୍ଆର୍ ଏରୋ ଏକାଡେମୀ (ଜିଏମ୍ଆର୍ଏଏ) ସହ ମିଶି ଓଡ଼ିଶାର ଯୁବକମାନଙ୍କୁ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ ପୂର୍ବକ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ସେହି ଅନୁଯାୟୀ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମ୍ଆର୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି...
ସ୍ୱାସ୍ଥ୍ୟ ଶିବିରରେ ୭.୨୨କୋଟି ଲୋକ
ନୂଆଦିଲ୍ଲୀ : ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଆଜି ସୁଦ୍ଧା ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଆୟୋଜିତ ୨,୩୪,୨୫୯ ଟି ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ୭,୨୨,୬୯,୦୧୪ ରୁ ଅଧିକ ଲୋକ ଯୋଗ ଦେଇଛନ୍ତି। ସ୍ୱାସ୍ଥ୍ୟ ଶିବିରରେ ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ): ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ୍ କାର୍ଡ ବଣ୍ଟନ...







