ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର
ଭୁବନେଶ୍ୱର : ବିଜୁ ଜନତା ଦଳର ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଲୋକମତ ସଂସଦୀୟ ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଛି।ଲୋକସଭା ସଂସଦୀୟ ପୁରସ୍କାର ୨୦୨୩ ପାଇଁ ରାଜ୍ୟସଭାର ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ କଂଗ୍ରେସ ଲୋକସଭା ସାଂସଦ ଶଶି ଥରୁରଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ କରାଯାଇଛି।ଥରୁର ଓ ପାତ୍ରଙ୍କ ବ୍ୟତୀତ ଦୁଇ ଗୃହର ଅନ୍ୟ ୬ ଜଣ ସାଂସଦ ମଧ୍ୟ ସଂସଦରେ ଅବଦାନ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ପାଇଛନ୍ତି।ଲୋକସଭା ସାଂସଦ...
ହଟ୍ଟଗୋଳ ଯୋଗୁ ଗୃହ ଅଚଳ
ଭୁବନେଶ୍ୱର: ପରୀ ହତ୍ୟା କାଣ୍ଡ ଓ ଶ୍ରୀମନ୍ଦିର ପରିକ୍ରମା ପାଇଁ ସଂଗୃହୀତ ଅର୍ପଣ ଚାଉଳର ଅବ୍ୟବସ୍ଥା କୁ ନେଇ ଶାସକ ବିଜେଡି ଓ ବିରୋଧୀ ବିଜେପି ସଦସ୍ୟମାନେ ଗୃହରେ ହଙ୍ଗାମା କରିବା ପରେ ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାଜନୀତିକରଣ ପାଇଁ ବିଜେପିକୁ ସମାଲୋଚନା କରିଥିଲେ। ପୂର୍ବାହ୍ନ...
ଜାତୀୟ ସବୁଜ ଧାତବ ସମ୍ମିଳନୀ ଆରମ୍ଭ
ଭୁବନେଶ୍ୱର : ଦୁଇ ଦିନିଆ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଫେବୃୟାରୀ ୬ ଓ ୭ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଜୁ ପଟ୍ଟନାୟକ ଜାତୀୟ ମେଟାଲ ଇନଷ୍ଟିଚ୍ୟୁଟର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷା ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ...
House Faces Ruckus
Bhubaneswar: State Legislative Assembly Speaker Pramila Mallik adjourned the proceedings till 12 PM after ruling BJD and Opposition BJP members created a ruckus in the House targeting each other on Pari murder case and mismanagement of Arpana rice collected for Srimandir Parikrama Prakalpa. As soon the House assembled for the day at 10.30 AM, the BJD members stood up at...
NGMC 2024 Kickstarts
Bhubaneswar: The two-day long National Green Metal Conference 2024 (NGMC-2024) kicked off here today. Chief Secretary Pradeep Kumar Jena inaugurated the mega conference in presence of K Murugesan, Member Secretary of Odisha State Pollution Control Board (OSPCB) and Director of Department of Environment, Forest and Climate Change and other senior officers. The theme of the crucial conference is "Balancing the...
Plea For Green Steel Making
Dr.K Murugesan, Member Secretary State Pollution Control Board and Director Environment has advised the steel manufacturers for balancing the metal eco-system towards green sustainability. He urged for green stell making, which will be presenting a sustainable environment in the country. Dr.Murugesan was addressing the “National Green Metal Conference-2024” in which all the leading manufacturers of iron and steel, mines owners...
Vedanta On Joy Of Giving
Lanjigarh: Vedanta Limited, Lanjigarh, India’s premier producer of metallurgical grade alumina and a part of Vedanta Aluminium, recently celebrated the joy of giving with the local community in Lanjigarh. To nurture inclusive growth and strengthen Vedanta’s spirit of serving and connecting with the local communities around its operations, Pranab Bhattacharyya, CEO of Vedanta Lanjigarh, and his colleagues set out...
ନୂଆ ସଦସ୍ୟଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର : ଷୋଡଶ ବିଧାନସଭାର ଶେଷ ଅଧିବେଶନ ଚାଲିଥିବାବେଳେ ସପ୍ତଦଶ ବିଧାନସଭାକୁ କେଉଁମାନେ ଫେରିବେ ଓ ନଫେରିବେ ସେଥିଘେନି ବିଧାନସଭା ଲବିରେ ଓ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ଚାଲିଛି । ବୟସାଧିକ୍ୟ ଓ ଶାରୀରିକ ଅସୁସ୍ଥତା ଆଦି କାରଣରୁ ଚଳିତ ବିଧାନସଭାର ବିଭିନ୍ନ ଦଳର କେତେକ ସଦସ୍ୟ ଆଗାମୀ ନିର୍ବାଚନରେ ପ୍ରାର୍ଥୀହୋଇ ନପାରନ୍ତି । ଏମାନଙ୍କ ମଧ୍ୟରୁ କେତେକ ନିଜ ନିଜର ଦାୟଦମାନଙ୍କୁ ଦଳୀୟ ଟିକଟ ଦେବାପାଇଁ ଉଦ୍ୟମ ଚଳାଇଥିବାବେଳେ ଆଉ କେତେକ ରୋଗ ବ୍ୟାଧି ଓ ଅସୁସ୍ଥତା ସତ୍ୱେ ବି ପୁଣି...
ଗାନ୍ଧୀ ଗ୍ୟାଲେରୀ ପାଇଁ ଇନ୍ଟାକ୍କୁ ୧.୨୫ କୋଟି
ଭୁବନେଶ୍ୱର : ରାଜ୍ୟ ସଂଗ୍ରହାଳୟରେ ପ୍ରତିଷ୍ଠା ହେଉଥିବା ଗାନ୍ଧୀ ଗ୍ୟାଲେରୀ ପାଇଁ ୧.୨୫ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟବସ୍ଥା ହୋଇଥିବାବେଳେ ଏଥିରୁ ୮୩ଲକ୍ଷରୁ ଅଧିକ ଅର୍ଥ ବ୍ୟୟ କରାଯାଇ ସାରିଲାଣି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଚନ୍ତି ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ବିଭାଗ ଅଧିନରେ ପରିଚାଳିତ ଓଡିଶା ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ...
ଅର୍ପଣ ରଥ ପାଇଁ ୧୩୫.୮୮କୋଟି ବ୍ୟବସ୍ଥା
ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ ସ୍ତରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ପ୍ରତି ପଞ୍ଚାୟତ ପାଇଁ ୨ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିବାର ଏହି ଖର୍ଚ୍ଚର ହିସାବ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀମାନେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ପ୍ରଦାନ କରିବେ । ବିଜେପି ବିଧାୟିକା କୁସୁମ ଟେଟେ ଅର୍ପଣ ରଥ ପରିକ୍ରମା ପାଇଁ ପଞ୍ଚାୟତଗୁଡିକ ଦିଆଯାଇଥିବା ଅର୍ଥ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀଳ ଜଳ...









