ଆକ୍ୱାଗାର୍ଡ ପାଣିରେ ଗାଡିଧୂଆ ହେଉଛି
ଭୁବନେଶ୍ୱର : ରାଜ୍ୟ ସରକାର ଯୋଗାଉଥିବା ଆକ୍ୱାଗାର୍ଡ ମାନର ବିଶୁଦ୍ଧ ପାନୀୟଜଳରୁ ସିଂହଭାଗ ପାନୀୟ ଓ ଖାଦ୍ୟ ବଦଳରେ ଅନ୍ୟ କାର୍ଯ୍ୟରେ ଲାଗୁଛି । ବିଶେଷକରି ସହରାଞ୍ଚଳରେ ଏହି ଜଳ ଲୋକଙ୍କ ବାଡି ବଗିଚାରେ ଥିବା ଫୁଲକୁଣ୍ଡରେ ଦିଆଯିବା ସହିତ ଗାଡିମୋଟର ଧୂଆ କାର୍ଯ୍ୟରେ ବ୍ୟବହୃତ ହେଉଛି । ଶୌଚାଳୟରେ ବି ଏହି ଜଳ ଅପଚୟ ହେବାରେ ଲାଗିଛି । ଗତ ଆଠବର୍ଷ ମଧ୍ୟରେ ରାଜ୍ୟ ସରକାର ମୁଣ୍ଡପିଛା ଜଳ ଯୋଗାଣ ପରିମାଣ ୩୦ ଲିଟର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୧୫-୧୬ ଓ...
କଂଗ୍ରେସ ଗଢିଲା ୱାରରୁମ
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ୱାରରୁମ ଅଧ୍ୟକ୍ଷ ଭାବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଏହି କମିଟିରେ ବିସ୍ମୟ ମହାପାତ୍ର, ଜିନେଶ ଦାଶ, ପ୍ରକାଶ ମିଶ୍ର, ସଂଜୟ ତ୍ରିପାଠୀ ଓ ତରୁଣକାନ୍ତ ମିଶ୍ର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି । ଅନ୍ୟ ପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସରୁ ଫେରିଛନ୍ତି ।...
ଓଡ଼ିଶା ଗସ୍ତରେ ମେଘାଳୟ ସାମ୍ବାଦିକ
ଭୁବନେଶ୍ୱର : ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଥିବା ମେଘାଳୟରୁ ଏକ ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ମେଘାଳୟ ସାମ୍ବାଦିକମାନେ ପହଞ୍ଚିବା ପରେ ପିଆଇବି ଭୁବନେଶ୍ୱର ଅଧିକାରୀମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଭାବ ସମ୍ପର୍କରେ ବାସ୍ତବତାକୁ ବୁଝିବାରେ ଗଣମାଧ୍ୟମକୁ ସୁଯୋଗ ଦେବା ଏବଂ ରାଜ୍ୟରେ ଏହାର ବିକାଶକୁ ପ୍ରତ୍ୟକ୍ଷ ଭାବେ ଦେଖିବା । ରାଜ୍ୟରେ କେନ୍ଦ୍ର ସରକାରୀ ଯୋଜନାଗୁଡ଼ିକୁ ଶତପ୍ରତିଶତ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ
ପୁରୀ : ଓଡ଼ିଆ ଜାତିର ଭାବ ଏବଂ ଭକ୍ତିର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଏବଂ ନାମ, ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଛି ସମଗ୍ର ରାଜ୍ୟ । ପୋଷ ଶୁକ୍ଳ ସପ୍ତମୀର ଶୁଭଲଗ୍ନରେ ଏକ ଅନନ୍ୟ ଭାବବିହ୍ୱଳ ଦିବ୍ୟ ପରିବେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରି ପ୍ରତିଟି ଓଡ଼ିଆ ଏବଂ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ତା’ସହ ପୁରୀବାସୀଙ୍କ ଅସୀମ ତ୍ୟାଗକୁ ସମ୍ମାନ...
AI Tech For Agri Sector
New Delhi: The Ministry of Agriculture & Farmers Welfare, Government of India, is leveraging cutting-edge Artificial Intelligence (AI) technologies for the benefit of farmers and to increase overall productivity. As a pioneering force in the integration of AI, the Ministry is setting a precedent for leveraging advanced technologies to address the challenges faced by the farmers in India. It...
Meghalaya Media On Odisha Tour
Bhubaneswar: A ten-member press team from Meghalaya reached Bhubaneswar today as part of a Press Tour to Odisha under Viksit Bharat Sankalp Yatra (VBSY) programme. PIB Bhubaneswar officials accorded a warm welcome to Meghalaya Journalists on their arrival. The main objective of the Press Tour is to provide the media an opportunity to understand the ground realities with respect to...
Naveen Opens Heritage Corridor
Puri: Chief Minister Naveen Patnaik today declared the Sri Mandir Parikrama Prakalpa, built at a cost of Rs 943 crores around the 12th century Sri Jagannath temple here, to the devotees. The Chief Minister dedicated the Heritage Corridor in a mega cultural function amidst chanting of Jai Jagannath and Haribol by Sadhus and priests who converged in this abode of...
Request For 22 Jan Holiday
Bhubaneswar: Senior BJP leader and Leader of the Opposition (LoP) Jaya Narayan Mishra has demanded Chief Minister Naveen Patnaik to declare January 22 as a public holiday in the State in view of inauguration of the Ram Temple in Ayodhya. Writing a letter to the CM, Shri Mishra said 'Pran Pratishtha' of Prabhu Shri Ram along with the new grand...
CS Plea On Parikrama
Bhubaneswar: The inauguration ceremony of The Srimandira Parikrama Project will be held at Puri on 17 January with devotion and gaiety. Guests from different States have also been invited to participate in this auspicious and historical event. Chief Minister Naveen Patnaik has declared 17 January as a Public Holiday in view of the fact that devotees and the public can...
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅର୍ଥ ପ୍ରଦାନ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବାୟୁ ପ୍ରଦୂଷଣକୁ ନେଇ ଉଦ୍ବେଗ ପ୍ରକାଶ ପାଉଥିବାବେଳେ ଏହାର ନିରାକରଣ ଲାଗି ପୌରାଞ୍ଚଳଗୁଡିକୁ କେନ୍ଦ୍ରୀୟ ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉଛି । ଏହି ଅର୍ଥ ବ୍ୟୟ ପାଇଁ ସହରାଞ୍ଚଳ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି । ସହରାଞ୍ଚଳରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ରୋକିବାପାଇଁ କେନ୍ଦ୍ର ସରକାର ଜାତୀୟ ଶୁଦ୍ଧ ବାୟୁ ଯୋଜନା ମାଧ୍ୟମରେ ସହରାଞ୍ଚଳ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ସହରାଞ୍ଚଳରେ ପକ୍କା ରାସ୍ତା ନିର୍ମାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ନିର୍ମାଣ...








