ମୃତ ପଶୁ ଉଠାଇବାକୁ ଗୋଟିଏ ଗାଡି

0

ଭୁବନେଶ୍ୱର : ରାଜଧାନୀରେ ମୃତ ପଶୁମାନଙ୍କୁ ଉଠାଇବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୁଲୁଛି ଗୋଟିଏ ଗାଡି । ସମଗ୍ର ସହରରୁ ମୃତ ପଶୁଙ୍କୁ ଉଠାଇବାପାଇଁ ଏହା ପର୍ଯ୍ୟାପ୍ତ ହେଉନଥିବାବେଳେ ଲୋକେ ମୃତ ପଶୁଙ୍କ ଶରୀରକୁ ଲୁଚା ଛପାରେ ଏଣେ ତେଣେ ଫିଙ୍ଗୁଛନ୍ତି । ମୃତ ପଶୁମାନଙ୍କୁ ଉଠାଇବାର ଦାୟିତ୍ୱ ହେଉଛି ବିଏମ୍‍ସିର । ଯେଉଁଠାରୁ ଅଭିଯୋଗ ଆସିବ ସେଠାରୁ ତୁରନ୍ତ ମୃତ ପଶୁମାନଙ୍କ ଶରୀରକୁ ଉଠାଇ ନିଆଯିବା କଥା । ହେଲେ ଏଥିପାଇଁ ବିଏମ୍‍ସିର ଗୋଟିଏ ଯାନ ଥିବାରୁ ଲୋକଙ୍କୁ ଏହି...

ସହରାଞ୍ଚଳ ରୂପାନ୍ତରଣ ସମ୍ମିଳନୀ ଆରମ୍ଭ

0

ଭୁବନେଶ୍ୱର : ସହରାଞ୍ଚଳ ରୂପାନ୍ତରଣ ସଂପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି । ଆଭାସୀ ବ୍ୟବସ୍ଥା  ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରି ସମ୍ମିଳନୀର ଶୁଭାରମ୍ଭ ଘୋଷଣା କରିଥିଲେ  ।   ଏହି ସମ୍ମିଳନୀରେ ୧୧ଟି ଦେଶ ଏବଂ ଭାରତର  ୨୦ଟି ରାଜ୍ୟର ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେଶ ବିଦେଶରୁ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସମୃଦ୍ଧ ଐତିହ୍ୟରେ ଭରପୂର ଓ ସୁନ୍ଦର ସୁନ୍ଦର  ମନ୍ଦିର ଥିବା ଓଡିଶାକୁ  ସ୍ୱାଗତ କରି...

Int’l Recognition For Tata Steel

0

Dhenkanal: The Tata Steel Meramandali Half Marathon, being organised in collaboration with the District Administration of Dhenkanal, has received international recognition from the Association of International Marathons and Distance Races (AIMS). Amri Shanediwan, AIMS Distance Measurer, had earlier assessed the route of the Half-Marathon on the periphery of Kapilash Wildlife Sanctuary with support from Tata Steel Sports and District Administration,...

Urban Int’l Meet Begins

0

Bhubaneswar: Three days’ long International Conclave on Urban Transformation begins today at Hotel Vivanta, Bhubaneswar, organised by the Department of H&UD, Government of Odisha. Chief Minister, Naveen Patnaik inaugurated the International Conclave through virtual mode. In this conclave more than 400 participants from 11 countries and 20 States of India are participating. Chief Minister said Odisha is now on a transformative...

PM Releases Shri Ram Stamps

0

New Delhi: Prime Minister, Narendra Modi, today released six special commemorative postage stamps dedicated to the Shri Ram Janmabhoomi temple along with an album carrying similar stamps related to Lord Ram issued earlier in different countries of the world was also released. He congratulated all the devotees of Lord Ram in Bharat and abroad on the occasion. The Prime Minister...

RIE Hosts NEP Program

0

Bhubaneswar: In line with the vision outlined in the National Education Policy (NEP) 2020, a comprehensive Capacity Building Program on Inclusive Education has been inaugurated on 18 January.The five day programme will be concluded on The event has been hosted at the Regional Institute  of Education, NCERT, Bhubaneswar. The inauguration ceremony, on 18 January, 2024, was inaugurated by the Principal...

୨୨ତାରିଖ ଦିନ ଅଧା ଛୁଟି

0

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନରେ ୨୦୨୪ ଜାନୁଆରୀ ୨୨ ତାରିଖ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଅଧାଦିନ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଅଯୋଧ୍ୟାରେ ରାମଲଲା ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨, ୨୦୨୪ରେ ସମଗ୍ର ଭାରତରେ ପାଳନ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ଉତ୍ସବରେ କର୍ମଚାରୀମାନେ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ତଦନୁଯାୟୀ ଜାନୁଆରୀ ୨୨,...

ଏମ୍‌ସିଏଲ ତାପଜ ବିଦ୍ୟୁତ ପ୍ଲାଣ୍ଟକୁ କ୍ୟାବିନେଟ୍‌ ମଞ୍ଜୁରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏସଇସିଏଲ) ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଆକାରରେ ୧×୬୬୦ ମେଗାୱାଟ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।  ମହାନଦୀ ବେସିନ୍‌ ପାୱାର୍‌ ଲିମିଟେଡ୍‌ (ଏମବିପିଏଲ) ଜରିଆରେ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦...

IREDA Signs Pact With IOB

New Delhi: Indian Renewable Energy Development Agency Ltd. (IREDA) has signed a Memorandum of Understanding (MoU) with Indian Overseas Bank (IOB), setting the stage for collaborative efforts in co-lending and loan syndication for a diverse spectrum of Renewable Energy (RE) projects across the nation. The agreement was inked at IREDA's Business Centre in New Delhi on January 16, 2024 in...

ବରିଷ୍ଠ ନାଗରିକ ନ୍ୟାୟ ପାଇବାରୁ ବଞ୍ଚିତ

0

ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ପ୍ରସଙ୍ଗରେ ବହୁ ଯୋଜନା ପ୍ରଣୟନ କରାଯାଉଥିବାବେଳେ ବସ୍ତୁତଃ ସଂଖ୍ୟାଧିକ କ୍ଷେତ୍ରରେ ଏମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏମିତିକି ବରିଷ୍ଠ ନାଗରିକମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ବିଚାର ବର୍ଷ ବର୍ଷ ଧରି ଗଡୁଥିବାବେଳେ ଦଣ୍ଡବିଧାନ ହାର ବି ନଗଣ୍ୟ ରହୁଛି । ୨୦୨୩ ଆରମ୍ଭ ବେଳକୁ ଦେଶରେ ଏହି କିସମର ଲକ୍ଷାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଓଡିଶାରେ ଏହି ସଂଖ୍ୟା ବି ୨ ହଜାରରୁ ଅଧିକ ରହିଛି ।...