NPA Rise Worry Bankers
Bhubaneswar: Banking sector officials are a worried lot due to the alarming rate of increase in non-performing assets (NPA) in the State.
The NPAs have...
୧୧ହଜାର କୋଟିର ଋଣ ବୁଡିବା ଆଶଙ୍କା
ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୧ହଜାର କୋଟି ଟଙ୍କାର ଋଣ ବୁଡିବା ଆଶଙ୍କା ଉପୁଜିଛି । ଏଥିନେଇ ବ୍ୟବସାୟିକ ବ୍ୟାଙ୍କ୍ମାନେ ଉଦ୍ବିଗ୍ନ ।
କରୋନା ମହାମାରୀ ସମୟରେ ଋଣ ନେଇ ପରିଶୋଧ କରୁନଥିବା ଲୋକଙ୍କ...
ମଧୁ ସ୍ମାରକୀରୁ ଉଦଘାଟନ ପୂର୍ବରୁ ପାଣି ଗଳିଲାଣି
ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତାଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରେ ପର୍ଯ୍ୟଟନ ବିଭାଗ ନିର୍ମାଣ କରିଥିବା ସ୍ମାରକୀ ଗୃହ ଛାତରୁ ଉଦଘାଟନ ପୂର୍ବରୁ ପାଣି ଗଳିଲାଣି ।...
ତିନି ଦିନ ବର୍ଷିବ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା କହିଛି । ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହିତ ବର୍ଷା...
IMD Signals 3 Days Rainfall
Bhubaneswar: The India Meteorological Department (IMD) on Sunday said a low pressure area formed on Sunday morning over Bay of Bengal. Under its influence,...
Four Fold Rise In Water Grant
New Delhi: In order to provide clean tap water to every household to improve the lives of people especially women and children, Central Grant...
Souvagya Is New IIHM Int’l Distingushed Fellow
Kolkata: Veteran Hotelier Souvagya Mohapatra has added another feather to his fledging cap.
World’s one of the best hotel schools, International Institute of Hotel Management...
ଆସନ୍ତା ଜାନୁୟାରୀରୁ ବିଳାସପୂର୍ଣ୍ଣ ନୌଭେଳା
ଭୁବନେଶ୍ୱର : ଭିତରକନିକା ଜାତୀୟ ପାକର୍କ ଆସଥୁବ। ପର୍ଯ୍ୟଟକମାନଙ୍କ ପାଇଁ ଆସନ୍ତା ଜାନୟୁରୀରୁ ବିଳାସପୂର୍ଣ୍ଣ ‘କାଟାମାରାନ କ୍ରୁଜ୍ ଭେସେଲସ’ (ସିସିଭି) ଉପଲବ୍ଧ ହେବ । ପର୍ଯ୍ୟଟକମାନେ ଏହି ନୌଭେଳାରେ ଥିବା କଟେଜରେ ରାତ୍ରୀଯାପନ...
ପ୍ରତାପଙ୍କୁ ମିଳିପାରେ ସାଂଗଠନିକ ଦାୟିତ୍ୱ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଅବ୍ୟାହତିପାଇଥିବା ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଖୁବ୍ଶୀଘ୍ର ଗରୁତ୍ୱପୂର୍ଣ୍ଣ ସାଂଗଠନକି ପଦବୀ ମିଳିପାରେ । ଏଥିଘେନି ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛିା
କେନ୍ଦ୍ର...
ଚାଷୀଙ୍କୁ ସାନି ପଂଜୀକରଣ କରିବାକୁ ପଡ଼ିବ
ଭୁବନେଶ୍ୱର : ଚଳିତ ଖରିଫରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନସଂଗ୍ରହ ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଚାଷୀମାନଙ୍କର ନାମ ପଂଜୀକରଣ କାର୍ଯ୍ୟ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ ।...










