Bhubaneswar: With an aim to convert women self-help groups (SHGs) into MSEs, the State Government has facilitated business worth Rs. 4949 crore to the SHGs in convergence with 20 Government departments.
This was informed by Minister Basanti Hembram, Mission Shakti...
ଭୁବନେଶ୍ୱର : ଛତିଶଗଡ କବଜାରୁ ମହାନଦୀର ଜଳପ୍ରବାହକୁ ମୁକ୍ତ କରାନଗଲେ କିଛିବର୍ଷ ମଧ୍ୟରେ ଏସିଆର ସର୍ବବୃହତ୍ତମ ଲବଣାକ୍ତ ହ୍ରଦ ତଥା ରାମ୍ସାର ତାଲିକାରେ ସ୍ଥାନ ପାଇଥିବା ଚିଲିକା ମରୁଭୂମିରେ ପରିଣତ ହୋଇପାରେ । ପରିବେଶବିତ୍ମାନେ ଏଭଳି ଆଶଙ୍କାବ୍ୟକ୍ତ କରିବା ସହ ପାଣି, ପବନ ଓ ଆଲୋକକୁ ସୀମା ସରହଦ ମଧ୍ୟରେ ବନ୍ଦୀ ନକରି ପ୍ରାକୃତିକ...
ଭୁବନେଶ୍ୱର : ଶିଶୁଙ୍କ ବିରୁଦ୍ଧରେ ହିଂସା ସଂକ୍ରାନ୍ତୀୟ ଯେତିକି ମାମଲା ରାଜ୍ୟରେ ରୁଜୁ ହେଉଛି ସେହି ଅନୁପାତରେ ଦଣ୍ଡ ପରିମାଣ ଅତି ନଗଣ୍ୟ ରହୁଛି । ସବୁ ମାମଲାରେ ଚାର୍ଜସିଟ୍ ବି ଦାଖଲ ହୋଇପାରୁ ନାହିଁ ।
ଶିଶୁ ହିଂସା ନେଇ କେନ୍ଦ୍ରୀୟ ରିପୋର୍ଟରୁ ଜଣାପଡିଛି ଯେ ୨୦୧୯ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୧ହଜାରରୁ ଅଧିକ...
ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୧୯ ବ୍ୟାଚ୍ ଓଡ଼ିଶା ପ୍ରଶାସନିକ ସେବାର ୩୬ ଜଣ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପ୍ରଶିକ୍ଷଣ ସମାପ୍ତି ପରିପ୍ରେକ୍ଷୀରେ ଏକ ଦୀକ୍ଷାନ୍ତ ସମାରୋହ ଆଜି ସଂଧ୍ୟାରେ ଆଜି ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର...
ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏହାର ଇତିହାସରେ ପ୍ରଥମ ଥର ପାଇଁ ଏକ ‘ମକ୍ ଇଣ୍ଟରଭ୍ୟୁ ସେଲ୍’ ସ୍ଥାପନ କରିଛି । ଏହି ସେଲ୍ ଲୋକସେବା(ସିଭିଲ୍ ସର୍ଭିସ୍) ଆଶାୟୀମାନଙ୍କୁ ସାକ୍ଷାତକାର ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରୁଛି ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମାଙ୍କ ତତ୍ୱାବାଧାନରେ ଏହି ସେଲ୍ ପ୍ରତିଷ୍ଠା...
Bhubaneswar: Gopabandhu Academy of Administration, for the first time in its history, has established a ‘Mock Interviews’ Cell. The Cell helps the civil service aspirants in their preparation for interviews. The Cell has been established under the guidance of...
Jharsuguda: Putting full stop on all allegations levelled on murder of the then Health Minister Naba Kishore Das, State Crime Branch on Friday said accused Gopal Krishna Das (53) alone had committed the crime due to death threat from...
Bhubaneswar: Work for the much-highlighted metro rail project in Bhubaneswar Capital Regions will start by the end of next December, Housing and Urban Development Minister Usha Devi said here on Friday.
The Metro Rail System for Bhubaneswar capital regional has...
ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ଶାସନକୁ ପ୍ରାଥମିକତା ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁଯାୟୀ ସହରରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବାର ପ୍ରକ୍ରିୟା ଜାରି ରହିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ...
ଭୁବନେଶ୍ୱର : ସମଗ୍ର ଦେଶରେ ୮୫ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨୩୦୯ ରହିଛି । ଏଥି ମଧ୍ୟରେ ସର୍ବାଧିକ ପେଟ୍ରୋଲ ପମ୍ପ ରାଷ୍ଟ୍ରାୟତ ସଂସ୍ଥାର ଥିବାବେଳେ ଘରୋଇ ଉଦ୍ୟମରେ ବି ଅଳ୍ପ କିଛି ପେଟ୍ରୋଲ ପମ୍ପ ପ୍ରତିଷ୍ଠା କରାଯାଇଛି ।
କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର...