ନୂଆଦିଲ୍ଲୀ : ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ...
ଭୁବନେଶ୍ୱର : କରୋନା ସଂକ୍ରମଣକୁ କାବୁ କରିବାପାଇଁ କଟକଣା ଜାରି କରିବାର ୨୪ ଘଣ୍ଟା ଭିତରେ ବିଏମ୍‍ସି ତାହାର ନିଷ୍ପତ୍ତି ବଦଳାଇଛି । ସାମାଜିକ ଉତ୍ସବରେ ୫୦ଜଣ ଯୋଗ ଦେବା ବଦଳରେ ଗୋଟିଏ ଥରରେ ୫୦ଜଣ ସାମିଲ ହୋଇପାରିବେ ବୋଲି ସାନି ଜାରି କରିଥିବା ବିଜ୍ଞପ୍ତିରେ କହିଛି । ଫଳରେ ବିଏମ୍‍ସିର ଗତକାଲିର ନିଷ୍ପତ୍ତି...
ଭୁବନେଶ୍ୱର : ଅନୁଗୁଳ ସହରରେ ଗାନ୍ଧୀଭବନ ନିର୍ମାଣ ପାଇଁ ଜମି ଯୋଗାଇଦେବା ସହ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ ସେଠାରେ ଚାଲିଥିବା ସତ୍ୟାଗ୍ରହ ଆନ୍ଦୋଳନ ସ୍ଥଗିତ ରହିଛି । ଗାନ୍ଧୀଜୀ ତାଙ୍କର ଆଠଥରର ଓଡିଶା ଗସ୍ତ ସମୟରେ ଅନ୍ୟୁନ ୧୨ଟି ଜିଲ୍ଲା ପରିକ୍ରମା କରିଥିବା ଓ କେତେକ ସ୍ଥାନରେ ଏକାଧିକ...
ଭୁବନେଶ୍ୱର : ଓଡିଶା ରାଜ୍ୟ ବିହନ ନିଗମର ସମ୍ବଲପୁର ଠାରେ ଥିବା ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାନାନ୍ତରକୁ ସାମୟିକ ଭାବେ ସ୍ଥଗିତ ରଖିବାଲାଗି ନିଗମର ବୋର୍ଡ ବୈଠକରେ ସ୍ଥିର ହୋଇଛି । ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଆଲୋଚନା କରାଯିବ । ସମଲେଶ୍ୱରୀ ମନ୍ଦିର ବିକାଶ କାର୍ଯ୍ୟକ୍ରମ ପାଇଁ ବିହନ ନିଗମର...
Bhubaneswar: Aluminum Major National Aluminum Company Limited (NALCO) and Coal Major Coal India Limited(CIL)  has decided to go for Brown Field Aluminum Projects with an investment of Rs.23,363 Crore. CIL has planned diversification program and under which such an initiative...
Sambalpur: Coal Major PSU, Mahanadi Coalfields Limited (MCL) has decided to go for a Pilot Project to use Liquefied Natural Gas (LNG) for its Heavy Earth Moving Machinery(HEMM) in the Coal fields to arrest carbon emissions. In fact MCL has...
Bhubaneswar: In another instance of Central negligence, the Union Government has deprived Odisha from getting funds for development of Buddhist Circuits under Swadesh Darshan Scheme. Despite the request of Chief Minister Naveen Patnaik, the Union Ministry of Tourism has not...
ଭୁବନେଶ୍ୱର : ରାଜ୍ୟରେ ବେଆଇନ୍‌ ଗଂଜେଇ ଚାଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧିତ ରାଜ୍ୟ ସ୍ତରୀୟ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ଶ୍ରୀ ତ୍ରିପାଠୀ ଫସଲ ବିବିଧକରଣ, ବିଭିନ୍ନ ଅର୍ଥକାରୀ ଫସଲ ଚାଷ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ, ଇସ୍ପାତଜାତ ଦ୍ରବ୍ୟର...
ଭୁବନେଶ୍ୱର : ବିଧାନସଭାରେ ଆଲୋଚନା ହେଉଥିବା ସମସ୍ତ ପ୍ରସଙ୍ଗକୁ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ଭାଷାରୁ ଇଂରାଜୀ ଭାଷାକୁ ଅନୁଦିତ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ । ଓସ୍ୱାସର ସହଯୋଗରେ ବିଧାନସଭାରେ ନେଭା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରାଯିବ ଏବଂ ବିଧାନସଭାର ସମସ୍ତ ବିବରଣୀ ଜନସାଧାରଣଙ୍କୁ ଉପଲବ୍ଧ ହେବ । ଓଡ଼ିଶା ବିଧାନସଭାର ଦୈନନ୍ଦିନ...