ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଆଜାଦ୍ ହିନ୍ଦ୍ ଫୌଜ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜାତୀୟ ସେନାର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ପ୍ରଦୀପ...
ଭୁବନେଶ୍ୱର : ଆସନ୍ତା ମାସରେ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାନୈପୁଣ୍ୟତା (ଏନ୍ଏଏସ୍) ପରୀକ୍ଷା କରିବା ଜାତୀୟ ଆଚିଭ୍ମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି ନିମନ୍ତେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥି ସହିତ ବିଦ୍ୟାଳୟଗୁଡ଼ିକର ପରିଷ୍କାରପରିଚ୍ଛନ୍ନତା ନିମନ୍ତେ ପଞ୍ଚାୟତିରାଜ ବିଭାଗ ଜରିଆରେ...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
୧.୭.୨୦୨୧ ଠାରୁ ବକେୟା ଥିବା ୩ ପ୍ରତିଶତ ଅତିରିକ୍ତ କିସ୍ତି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପ୍ରଦାନ...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ସହିତ ବହୁମୁଖି ଯୋଗଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା,...
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି । ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର...
New Delhi: Union Minister Personnel, Public Grievances, Pensions Jitendra Singh today interacted and felicitated first 20 All India Toppers of IAS and Civil Services Exam 2020, who called on him at the Department of Personnel & Training (DoPT) headquarters...
New Delhi: The Cabinet Committee on Economic Affairs (CCEA) has approved PM GatiShakti National Master Plan including institutional framework for rolling out, implementation, monitoring and support mechanism for providing multi-modal connectivity.
Prime Minister Narendra Modi launched PM GatiShakti NMP for...
New Delhi: The Union Cabinet, chaired by Prime Minister Narendra Modi, today has approved to release an additional instalment of Dearness Allowance to Central Government employees and Dearness Relief (DR) to pensioners w.e.f. 1.7.2021 representing an increase of 3%...
ଭୁବନେଶ୍ୱର : ରାଜ୍ୟରେ କୃଷି ଭିତ୍ତିଭୂମି ପ୍ରତିଷ୍ଠା ସକାଶେ ମିଳୁଥିବା ପ୍ରସ୍ତାବଗୁଡିକୁ ବ୍ୟବସାୟିକ ବ୍ୟାଙ୍କ୍ମାନେ ଋଣ ଦେବା କ୍ଷେତ୍ରରେ ଅନାଗ୍ରହ ପ୍ରକାଶ କରୁଥିବା ଯୋଗୁଁ କୃଷି ଉଦ୍ୟୋଗୀମାନେ ଲାଭାନ୍ୱିତ ହେଉନାହାନ୍ତି ।
ଶହେଟି ପ୍ରସ୍ତାବ ଆସିଲେ ୧୩ଟିକୁ ଅର୍ଥ ମଞ୍ଜୁର କରାଯାଉଛି । ୬୪ ଟି ପ୍ରସ୍ତାବ ଅନୁପଯୁକ୍ତ ବୋଲି ଦର୍ଶାଯାଇ ଋଣ ମଞ୍ଜୁର କରାଯାଉନାହିଁ...
ଭୁବନେଶ୍ୱର : ଓଡିଶାରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଷିଦ୍ଧ ନିଶା ସାମଗ୍ରୀର ବ୍ୟବହାର ବଢି ଚାଲିଥିବାବେଳେ ଏ କ୍ଷେତ୍ରରେ ଦଣ୍ଡବିଧାନ ଅତ୍ୟନ୍ତ ନଗଣ୍ୟ । କେବଳ ବ୍ରାଉନସୁଗାର କି ଗଞ୍ଜେଇ ନୁହେଁ, ମଦ ସମେତ ଅନ୍ୟାନ୍ୟ ଅବକାରୀ ମାମଲାରେ ବି ୯୦ ପ୍ରତିଶତରୁ ଅଧିକ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି ।
ସରକାରୀ ତଥ୍ୟ...










