ଭୁବନେଶ୍ୱର : ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଞ୍ଚାଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର । ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା । ଯେତେବେଳେ ବାଳକଟିକୁ...
ଭୁବନେଶ୍ୱର : ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଆଜି ଲୋକ ସେବା ଭବନକୁ ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କଠାରୁ ନୂଆଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ । ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ...
ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରରେ ରହିବା ପାଇଁ ସରକାର ଉପଦେଶ ଦେଇ ଚାଲିଥିବା ବେଳେ ଅନ୍ୟପଟେ ପିଲାମାନଙ୍କ ହାତପାଆନ୍ତାରେ ଉପଲବ୍ଧ ହେଉଥିବା ବିପଦଜନକ ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ସରକାରୀ କଳ ଓ ସମାଜ ବ୍ୟବସ୍ଥା ବ୍ୟର୍ଥ ହେଉଥିବାରୁ ଯୁବପିଢ଼ି ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ରାଜ୍ୟ...
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଯେତେ ମଦ ଜବତ ହୋଇଛି ସେଥି ମଧ୍ୟରୁ ନକଲି ବିଦେଶୀ ମଦ ପରିମାଣ ସର୍ବାଧିକ । ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ଅବକାରୀ ବିଭାଗର ଧରପଗଡ ଦ୍ୱାରା ପ୍ରାୟ ୪୧୫୦ ଲିଟର ବିଦେଶୀ ମଦ ଜବତ ହୋଇଛି ଯାହା ଗତବର୍ଷ ତୁଳନାରେ ୩୫ଗୁଣରୁ ଅଧିକ । ନକଲି ମଦ, ମଦ...
New Delhi: Union Government has initiated the process for creation of National Mission for Mentoring with a large pool of outstanding senior and superannuated faculties for providing mentoring support to Universities,  Colleges and Schools. Accordingly ‘Bluebook for Mentoring’ has been...
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ପ୍ରାପ୍ତ ହୋଇଛି । ଓଡ଼ିଶା ସରକାରଙ୍କର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଓ ଓକାକର ବୈଷୟିକ ସହାୟତା କ୍ରମେ ଓଡ଼ିଶା ବିଧାନସଭାରେ ଏହା କାର୍ଯ୍ୟକାରୀ ହୋଇପାରିଛି । ଜାତୀୟ...
Bhubaneswar: Seeing different parts of Odisha today will add to your expertise for developmental management in future, advised Chief Secretary Suresh Chandra Mahapatra to the IAS Probationers when they called on him in Lok Seva Bhawan here today.  “There is a sea...
Bhubaneswar: Chief Minister Naveen Patnaik and his counterpart in Andhra Pradesh YS Jagan Mohan Reddy have mutually decided to set up an institutional mechanism to find out solutions to several inter-State issues pending between the two States. During a meeting...
ଭୁବନେଶ୍ୱର : ଝାରସୁଗୁଡା ଓ ଏହାର ଆଖପାଖରେ ଥିବା ତିନିଟି ରେଳ ଡିଭିଜନର ରେଲଲାଇନ୍‍ ଝାରସୁଗୁଡା ଜଙ୍କସନ୍‍ରୁ ନିୟନ୍ତ୍ରିତ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଥିପାଇଁ ରାଜି ହୋଇଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଝାରସୁଗୁଡା ଗସ୍ତରେ ଆସିଥିବାବେଳେ ତାଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ ରାଜ୍ୟ ବିଜେପି ସମ୍ପାଦକ...
ଭୁବନେଶ୍ୱର : ସଠିକ୍‌ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଏବଂ ଶୃଙ୍ଖଳିତ ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାପାଳ ଓ ବିଡ଼ିଓମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର...