ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବଠିଣ୍ଡା ବିମାନ ବନ୍ଦର ଠାରେ ବିମାନରୁ ଅବତରଣ କରିଥିଲେ। ସେଠାରୁ ସେ ହୁସୈନୀୱାଲାସ୍ଥିତ ଜାତୀୟ ସହିଦ ସ୍ମାରକୀକୁ ହେଲିକପ୍ଟର ଯୋଗେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା।...
ନୂଆଦିଲ୍ଲୀ :ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଉଜାଲା କାର୍ଯ୍ୟକ୍ରମ ସଫଳତାପୂର୍ବକ ୭ ବର୍ଷ ପୂରଣ କରିଛି। ଏହି ଫ୍ଲାଗସିପ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଏଲଇଡି ଲାଇଟ୍ ବିତରଣ ଓ ବିକ୍ରୟ କରାଯାଇଥାଏ।
୨୦୧୫ ମସିହା ଜାନୁଆରୀ ୫ ତାରିଖରେ ମାନନୀୟ ପ୍ରଧାନମନ୍ତ୍ରୀ ‘‘ଉନ୍ନତ ଜ୍ୟୋତି ବାଏ ଆଫର୍ଡେବଲ ଏଲଇଡିଜ୍ ଫର ଅଲ୍’’ ବା...
ଭୁବନେଶ୍ୱର : ଓଡିଶାରେ କରୋନା ସଂକ୍ରମଣ ତିନି ଦିନରେ ପ୍ରାୟ ତିନିଗୁଣା ବୃଦ୍ଧି ପାଇଛି । ଚଳିତ ମାସ ଦୁଇ ତାରିଖରେ ରାଜ୍ୟରେ ୪୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୧୨୧୬ ହୋଇଛି । ସେହଭଳି ଖୋରଧା ଜିଲ୍ଲାର ସଂକ୍ରମଣ ଏହି ସମୟ ମଧ୍ୟରେ ୧୫୧ରୁ ବୃଦ୍ଧି ପାଇ ୪୫୬ରେ ପହଞ୍ଚିଛି...
Bhubaneswar: A promoter’s agreement has been signed between NHPC a Central Miniratna PSU and GEDCOL, a fully owned subsidiary of Gold Rated State PSU OHPC, to form a Joint Venture Company for production of solar power from floating installations...
Bhubaneswar: The Odisha State Commission for Protection of Child Rights (OSCPCR) has opposed Centre’s move to increase the minimum marriage age of girls to 21.
OSCPCR Chairperson Sandhyabati Pradhan has written a letter to Chairperson of Parliament Committee on...
Bhubaneswar: Hemant Sharma took over the charge as Chairman of Odisha Industrial Infrastructure Development Corporation (IDCO) on 4 January.
Later Mr.Sharma took a review meeting on the different functions and activities of IDCO.
First of all, he emphasized for timely implementation...
ଭୁବନେଶ୍ୱର : ନିର୍ବାଚନକୁ ଆଖିଆଗରେ ରଖି ସହର ଠାରୁ ଗାଁ ପର୍ଯ୍ୟନ୍ତ ଯେଉଁ ହାରରେ ପ୍ଲାଷ୍ଟିକ ତିଆରି ଶୁଭେଚ୍ଛା ବ୍ୟାନର ଟଙ୍ଗା ଯାଉଛି ତାହା ଆଗାମୀ ଦିନରେ ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରିବ । ଏହା ଉପରେ କୌଣସି କଟକଣା ନଥିବା ଯୋଗୁଁ ଟନ୍ ଟନ୍ ଓଜନର ପ୍ଲାଷ୍ଟିକ ତିଆରି ଏହି...
ଭୁବନେଶ୍ୱର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଲୋକର ନ୍ୟାୟିକ ଅଧିକାରକୁ ସୁରକ୍ଷିତ ରଖିବା କେବଳ କୋର୍ଟ କଚେରୀର କାମ ନୁହେଁ; ସରକାର, ନିର୍ବାଚିତ ଲୋକପ୍ରତିନିଧି ଏବଂ ସାମାଜିକ ବ୍ୟବସ୍ଥା ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ବିବାଦର ସମାଧାନ ପାଇଁ କୋର୍ଟ କଚେରୀ ଉପରେ ମାମଲାର ବୋଝ ବଢ଼ାଇବା ପରିବର୍ତ୍ତେ ବ୍ୟବସ୍ଥାରେ ସଂସ୍କାର ଆଣି...
ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍ ପ୍ଲାନିଂ ସ୍କିମ୍ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ...










