କଟକ: ତିନି ଦିନର ଧରପଗଡରେ ପରିବହନ ବିଭାଗ ହାବୁଡରେ ପଡିଛନ୍ତି ପ୍ରାୟ ଛଅ ଶହ ମଦୁଆ । ବିଭାଗ ଦ୍ୱାରା ଚଳିତ ମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ମଦୁଆ ଗାଡିଚାଳକଙ୍କୁ ଧରିବାପାଇଁ ଚଳାଯାଇଥିବା ଧରପଗଡ ଅଭିଯାନରେ  ଡ୍ରାଇଭରେ ସମୁଦାୟ ୫୯୯ ଜଣ ବ୍ୟକ୍ତି ମଦ୍ୟପାନ କରି ଗାଡି ଚଳାଉଥିବାର ଦେଖିବାକୁ ମିଳିଥିଲା। ସଡକ...
ଭୁବନେଶ୍ୱର : କୁନି କୁନି ପିଲାଙ୍କ ଶିକ୍ଷାଦାନ ଠାରୁ ଆରମ୍ଭ କରି ପୁଷ୍ଟିସାଧନ ପାଇଁ ଅଙ୍ଗନବାଡି ପ୍ରମୁଖ ସ୍ଥାନ ହୋଇଥିବାବେଳେ ଅଧାରୁ ଅଧିକ ଅଙ୍ଗନବାଡିରେ କିନ୍ତୁ ଶୌଚାଳୟ ନାହିଁ । ସେହିଭଳି ସଂଖ୍ୟାଧିକ ଅଙ୍ଗନବାଡି କେନ୍ଦ୍ର ପାଇଁ ବିଜୁଳି ସାତସପନ ପାଲଟିଛି । ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୭୪,୦୯୬ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ...
ଭୁବନେଶ୍ୱର : ନିଶା ସେବନ ଓ ନିଶା ବେପାର ଯୋଗୁଁ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଅପରାଧ ଯେଭଳି ବଢି ଚାଲୁଛି ତାହା ପୁଲିସ୍‍ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହେଲାଣି । ଗୋଟିଏ ପଟେ ଅପରାଧ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ୍‍ ନଥିବାବେଳେ ଅନ୍ୟପଟେ ପ୍ରତିମାସରେ ଭିଭିଆଇପିମାନଙ୍କ ଘନ ଘନ ଗସ୍ତ ଯୋଗୁଁ...
ଭୁବନେଶ୍ୱର : ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସରକାର ତୁରନ୍ତ ପ୍ରତ୍ୟାହାର ଦାବିରେ ୩୦ ହଜାରରୁ ଊର୍ଦ୍ଧ୍ୱ ସମସ୍ତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକମାନେ ଆଜି ମହାତ୍ମା ଗାନ୍ଧୀ ମାର୍ଗଠାରେ ବିଶାଳ ଗଣ ବିକ୍ଷୋଭ କରିଛନ୍ତି । ତୁହାକୁ ତୁହା ବର୍ଷାରେ ହଜାର ହଜାର କର୍ମଚାରୀ ଆଜି...
Pradip Kumar Das, CMD, Indian Renewable Energy Development Agency IREDA) is happy with the outcome of the Two Days Long International Conference on “Revisiting Business and Corporate Governance”. Global Research Foundation for Corporate Governance (GRFCG) at Indian Law Institute, New...
New Delhi: After the simultaneous search and seizure operations conducted by the Ministry of Corporate Affairs on 8th Sept. 2022, on the offices of Jillian Consultants India Private Ltd(JCIPL), a wholly owned subsidiary of Jilian Hong Kong Ltd., at Gurgaon,...
New Delhi: The overall revenue of Indian Railways at the end of August'22 was Rs 95,486.58 cr, showing an increase of Rs. 26271.29 cr (38%) over the corresponding period of last year. The revenue from passenger traffic was Rs.25,276.54cr with...
ନୂଆଦିଲ୍ଲୀ : ଜାଲ ଚାଇନା କମ୍ପାନୀ ବିରୋଧରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପ୍ଟେମ୍ବର ୮, ୨୦୨୨ରେ ଗୁରଗାଓଁ ଠାରେ ଥିବା ଜିଲିଆନ ହଂକଂ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଜିଲିଆନ କନସଲଟାଣ୍ଟସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ, ପୂର୍ବରୁ ହାଇଦ୍ରାବାଦରେ ତାଲିକାଭୁକ୍ତ ହୋଇଥିବା ହ୍ୟୁସିସ କନସଲ୍ଟିଂ ଲିମିଟେଡ...
ଭୁବନେଶ୍ୱର : ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ଓଡ଼ିଶାର ବଣଜଙ୍ଗଲ ଓ ବନ୍ୟଜ;ୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ୍‌ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବନବାହିନୀ ଶହୀଦ...
Team Forest has erected the Martyrs' Tower in the sprawling Campus of the Regional Plant Resources Center (RPRC) here in memory of the Forest Officials who laid their lives to protect the flora and fauna of Odisha Forests. At least...