Bhubaneswar: Inappropriate costing of bauxite floor price by the State own Odisha Mining Corporation (OMC) has resulted a loss of Rs 61.07crore to State exchequer, CAG said in its latest report on Performance and Compliance Audit laid before Assembly on...
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ କରି ୨୦୨୨ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଥିବା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ୧୨ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନରେ...
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି, ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ଆଇନ...
ଭୁବନେଶ୍ୱର : ଖ।ଇବ। ତେଲ ଅପମିଶ୍ରଣକ।ରୀମ।ନଙ୍କ ବିରୁଦ୍ଧରେ ଆଜି ଠ।ରୁ ଆରମ୍ଭ ହୋଇଛି ର।ଜ୍ୟବ୍ୟ।ପି ଧରପଗଡ ଅଭିଯ।ନ । ଏହି ଅଭିଯ।ନ ଆସନ୍ତ। ୧୪ତ।ରିଖ ପର୍ଯ୍ୟନ୍ତ ଜ।ରି ରହିବ ବୋଲି ସୂଚନ। ଦେଇଛନ୍ତି ର।ଜ୍ୟ ଖ।ଦ୍ୟ ସୁରକ୍ଷ। ଆୟୁକ୍ତ ଡି.ବୃନ୍ଦ। ।
ଆଜି ଏଠ।ରେ ଆୟୋଜିତ ଏକ ସ।ମ୍ବ।ଦିକ ସମ୍ମିଳନୀରେ ସୂଚନ। ଦେଇ ଶ୍ରୀମତୀ ବୃନ୍ଦ।...
ଭୁବନେଶ୍ୱର : ଜୁଲାଇ ୨ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନ ଆଜି ସମାପ୍ତ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ।
ଦୁଇ ପର୍ଯ୍ୟାୟରେ ବସିଥିବା ବଜେଟ୍ ଅଧିବେଶନରେ ମୋଟ୍ ୨୧ଟି କାର୍ଯ୍ୟ ଦିବସ ଥିବାବେଳେ ଏଥିରେ ଦୁଇଟି ସରକାରୀ କାର୍ଯ୍ୟ ଦିବସ ଅର୍ନ୍ତଭୁକ୍ତ...
ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ । ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର...
Bhubaneswar: Opposition BJP and Congress Members on Monday stalled businesses of State Legislative Assembly demanding debate on chit fund scam and farmers’ issues.
Due to protest by the opposition members, the first half of the day completely washed away. The house was...
Bhubaneswar: As many as 8506 people have died after drowning in different water bodies across the State during the last six years from 2016 to 2021.
This was informed by Minister of State for Home, Tusharkanti Behera in the State...
ନୂଆଦିଲ୍ଲୀ : ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଛି । ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ୱ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ ।
୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର...
Bhubaneswar: Odisha has been able to collect Rs.3652 Crore in July 2022 as compared to Rs.3615 Crore in corresponding period of 2021.And growth is hardly One Per cent, officials say.
However, India’s gross GST revenue collection in the month of...









