Bhubaneswar: Chief Minister Naveen Patnaik today exhorted the newly appointed school teachers to treat teaching as a mission, not just a job.
“You are all young and very enthusiastic. So don't take teaching as a job and take it...
Bhubaneswar: Revenue arrears of the State Government worth Rs 14,440.58 crore are locked up in different courts.
This was informed by Finance Minister Niranjan Pujari in a written reply in the State Legislative Assembly on Monday.
Mr.Pujari said the State Government...
Bhubaneswar: Speakers at the book opening ceremony lauded the literary efforts of ace administrator and author Bishnupada Sethi’s creation and opined that his writings are connected to mother, land and people.
His latest creation “Rajanira Sangeeta and Anyanya Kabita” released...
New Delhi: As many as 45 people were killed in accidents in mines during the last 12 years in Odisha, Union Minister of State for Labour and Employment, Rameswar Teli told the Lok Sabha on Monday.
In a written reply to...
ଭୁବନେଶ୍ୱର : ବିଭିନ୍ନ ଅଦାଲତରେ ଚାଲିଥିବା ମାମଲା ଯୋଗୁଁ ରାଜ୍ୟ ସରକାରଙ୍କର ୧୪ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ରାଜସ୍ୱ ଆଦାୟ ହୋଇପାରୁ ନାହିଁ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ଅର୍ଥମନ୍ତ୍ରୀ ଏକ ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ଶେଷ...
ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ୪୩୧ ଜଣ ନକ୍ସଲ ଓ ନକ୍ସଲ ସମର୍ଥକ ଆତ୍ମ ସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ସରକାରଙ୍କ ନୀତି ଅନୁଯାୟୀ ୨୨୪ଜଣ ମାଓବାଦୀଙ୍କୁ ଥଇଥାନ କରାଯାଇଛି ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର...
ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ପୁଲିସ୍ ହେପାଜତରେ ୨୫ଟି ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ କେବଳ ୪ଟି ମାମଲାର ତଦନ୍ତ ସରିଛି ।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ...
Bhubaneswar: Inappropriate costing of bauxite floor price by the State own Odisha Mining Corporation (OMC) has resulted a loss of Rs 61.07crore to State exchequer, CAG said in its latest report on Performance and Compliance Audit laid before Assembly on...
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ କରି ୨୦୨୨ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଥିବା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ୧୨ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନରେ...
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି, ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ଆଇନ...










