ଭୁବନେଶ୍ୱର : ଡେଣ୍ଟାଲ୍ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଏବଂ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କର୍ମଶାଳା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି ।
ଆଇଡିଏସ୍ର ସୋଆଲେନ୍ସ ଫଟୋଗ୍ରାଫି କ୍ଲବ ପକ୍ଷରୁ ଆୟୋଜିତ ଏହି...
New Delhi: Centre for Development of Telematics (C-DOT), the premier Telecom R&D Centre of the Department of Telecommunications, Ministry of Communications, Government of India organized the annual Intellectual Property (IP) awards ceremony to felicitate its IP achievers in various areas...
New Delhi: The Centre will develop a framework to keep check over fake reviews on E-Commerce websites. The Department of Consumer Affairs (DoCA) after studying the present mechanism being followed by the E-Commerce entities in India and best practices...
ଭୁବନେଶ୍ୱର : କୃଷି ଯନ୍ତ୍ରପାତି ଉପରେ ରାଜ୍ୟ ସରକାରଙ୍କ ମନୋଲଭା ସବ୍ସିଡ୍ରେ ଆକର୍ଷିତ ହୋଇ ଓଡିଶା ବଜାରରେ ପ୍ରବେଶ କରୁଥିବା ଅନେକ କମ୍ପାନୀ ଭଲ ମୁନାଫା ଉଠାଇବା ପରେ ଛୁ ମାରୁଛନ୍ତି । କିଏ ଡିଲର ବଦଳାଇ ଦେଉଛି ତ ଆଉ କିଏ ଓଡିଶାରୁ ପୂରା ଉଭାନ ହୋଇ ଯାଉଛି । ଏହା ଫଳରେ...
ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଯେତେ ପରିମାଣର ଭୂସମ୍ପତ୍ତି ରହିଛି ସେଥିରୁ ୨୦ ହଜାର ଏକରରୁ ଅଧିକ ସମ୍ପତ୍ତିର ସଂଶୋଧିତ ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଯେତିକି ଜମିର ବି ସତ୍ତ୍ୱଲିପି ରହିଛି ସେଗୁଡିକର ଦାମ୍ କେତେ ତାହା ବି କଳନା କରାଯାଉ ନାହିଁ ଏବଂ ଏହି ଜମି...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍ଘାଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ. ।
ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି...
ଭୁବନେଶ୍ୱର : ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି ।
ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ...
ଭୁବନେଶ୍ୱର : ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଜନସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସେମାନଙ୍କର ଭୂମିକାରେ ଅଧିକ କ୍ରିୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ ।
ସମୟ...
ଭୁବନେଶ୍ୱର : ରକ୍ତ କର୍କଟ ଭଳି ଜଟିଳ ରୋଗରୁ ସୁସ୍ଥ ହେଉଛନ୍ତି ଶିଶୁ । ଭାରତରେ ପ୍ରାୟ ୮୦ ପ୍ରତିଶତ ଶିଶୁ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।
ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମଏସ ଆଣ୍ଡ ସମ୍...
ନୂଆଦିଲ୍ଲୀ : ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଯାନ (ପିଏମ୍-କୁସୁମ) ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯୋଜନା ଅଧୀନରେ ସ୍ୱତନ୍ତ୍ର ସୋଲାର ପମ୍ପ ସ୍ଥାପନ ଏବଂ କୃଷି ପମ୍ପଗୁଡ଼ିକର ସୋଲାରାଇଜେସନ ପାଇଁ ସବସିଡି ପ୍ରଦାନ କରାଯାଇଛି ।
କୃଷକମାନେ 2 ମେଗାୱାଟ...










