Cuttack: Students from DAV Public School, CDA, Cuttack on Saturday visited Orissa High Court building and interacted with Judges, who shared their experience with the kids.   As many as 25 students of Class -XI and XII along with their teachers...
ଭୁବନେଶ୍ୱର : ୧୯୨୨ ମସିହାରେ ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ ଉପଲବ୍ଧ ହୋଇଛି । ଦୀର୍ଘ ୧୦୦ ବର୍ଷ ପରେ ବିହାର...
ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ ଟନ୍‌ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ...
Bhubaneswar: For better policing in view of rise in population, the State Government has decided to open 36 new police stations in the State. Chief Minister Naveen Patnaik on Saturday approved a proposal in this connection and asked concerned officials...
ଭୁବନେଶ୍ୱର : ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ...
Bhubaneswar: Odisha Government today assigned additional charge of crucial Department of Panchyati Raj and Drinking Water to Top Mandarin Sushil Kumar Lohani. 1995 Batch IAS Mr.Lohani is now serving as Chief Electoral Officer (CEO) Odisha for last three long years. Mr.Lohani...
ଭୁବନେଶ୍ୱର : ୨୦୨୪ର ବିଧାନସଭା ନିର୍ବାଚନରେ କଂଗ୍ରେସ ତାହାର ଆସନ ସଂଖ୍ୟା ବର୍ତ୍ତମାନର ୯ରୁ ୯୦ ବଢ଼ାଇ ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେପି ବିଧାନସଭାରେ ତାହାର ସ୍ଥିତି ୨୦+ରୁ ୧୨୦+କୁ ବୃଦ୍ଧି କରି ନିଶ୍ଚିତ ଭାବେ ରାଜ୍ୟରେ ସରକାର ଗଢ଼ିବାକୁ ଆଶା ରଖିଛି । ତେବେ ୨୨ବର୍ଷ ଧରି ରାଜ୍ୟରେ...
ଭୁବନେଶ୍ୱର : ନୂତନ ନମ୍ବର ପ୍ଲେଟ ପ୍ରସ୍ତୁତ କ୍ଷେତ୍ରରେ ମାରୁତି ସୁଜୁକି କମ୍ପାନୀର ଭେଣ୍ଡର ପରିବର୍ତ୍ତନ ଯୋଗୁଁ ଏହାର ଗ୍ରାହକମାନେ ଏବେ ରାଜ୍ୟରେ ହଟହଟା ହେଉଛନ୍ତି । ଏଥିପାଇଁ ଗତ କିଛି ଦିନ ହେଲା ମାରୁତି କମ୍ପାନୀର ଗ୍ରାହକମାନେ ନୂଆ ନମ୍ବର ପ୍ଲେଟ ପାଇଁ ବୁକିଂ କରିପାରୁନଥିବାବେଳେ ଏହି ସମସ୍ୟା ଆଉ କିଛିଦିନ ଜାରି...
ଭୁବନେଶ୍ୱର  : ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ିଭାବେ  ସାରା ରାଜ୍ୟରେ  ଲାଗୁ କରିବା ପାଇଁ  ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।  ଆଜି ରାଜ୍ୟସ୍ତରୀୟ  ଟାକ୍ସ ଫୋର୍ସ କମିଟି ବୈଠକରେ  ଅଧ୍ୟକ୍ଷତା କରି  ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି  ବୈଠକରେ  ପରିବେଶ...
ଭୁବନେଶ୍ୱର : ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଆଇନ୍‍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବାକରୀ ନିର୍ଦ୍ଦେଶାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅବକରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । କର୍ମଶାଳାରେ ଭୁବନେଶ୍ୱରର ସହକାରୀ ପବ୍ଲିକ ପ୍ରସିକ୍ୟୁଟେର କ୍ଷୀରୋଧ ଚନ୍ଦ୍ର ପଣ୍ଡା,...