Bhubaneswar: With the passing of one month of new financial year. Principal Secretary Finance Vishal Kumar Dev has asked 27 Major Spending Departments to mandatorily prepare Online Outcome Budget for the year 2022-23 in BETA system. Other Departments can also...
Rairangpur: President of India Droupadi Murmu on Thursday began her three-day long official visit to native district Mayurbhanj. The President landed at Badampahar helipad in Mayurbhanj district at around 10.25 AM this morning from Kalaikunda Airport in West Bengal by...
ଭୁବନେଶ୍ୱର : ବିକିରଣ (ରେଡିଏସନ୍‌) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ...
ଭୁବନେଶ୍ୱର : ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି । ସାନ୍ତାଳି ସମାଜ  ଓ  ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ...
ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି । ଆଇଏମଡି କହିଛି ଯେ ମେ ୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ମେ' ୯ ରେ ଦକ୍ଷିଣ...
ଭୁବନେଶ୍ୱର : ଶିକ୍ଷାଦାନ ଓ ଗବେଷଣା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସହିତ ବିଭିନ୍ନ ବିଭାଗରେ ୧୧ଟି ଉତ୍କର୍ଷ କେନ୍ଦ୍ର ଥିବା ସତ୍ତ୍ୱେ ଉତ୍କଳ ବିଶ୍ୱବିଦ୍ୟାଳୟ ପସନ୍ଦ ମୁତାବକ ନ୍ୟାକ୍‍ ମାନ୍ୟତା କାହିଁକି ପାଇଲା ନାହିଁ ସେଥିଘେନି ମାନସ ମନ୍ଥନ ଚାଲିଛି । ତେବେ ବିଶ୍ୱବିଦ୍ୟାଳୟରେ ୫୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ସମେତ ୬୫...
ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟ ମଧ୍ୟରୁ ପାଖାପାଖି ୫୭ ପ୍ରତିଶତରେ ଖେଳପଡିଆ ଥିବାବେଳେ ୮୩ ପ୍ରତିଶତ ବିଦ୍ୟାଳୟରେ ବିଦ୍ୟୁତ୍‍ ସଂଯୋଗ ରହିଛି । ନିକଟରେ କେନ୍ଦ୍ର ସରକାର ସଂସଦରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ସମଗ୍ର ଦେଶରେ ସରକାରୀ ବିଦ୍ୟାଳୟରେ ଖେଳପଡିଆ ଓ ବିଦ୍ୟୁତ୍‍ ସଂଯୋଗ ସଂକ୍ରାନ୍ତରେ କେନ୍ଦ୍ର ସରକାର ୨୦୨୧-୨୨...
ନୂଆଦିଲ୍ଲୀ : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ର...
ଭୁବନେଶ୍ୱର : ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ  ଗୋଷ୍ଠୀ । କୃଷି ଉପରେ  ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ ।...
Bhubaneswar: Ahead of crucial by-poll to Jharsuguda Assembly Constituency, BJP’s Jharsuguda District President Mangal Sahoo quit his party and joined the Governing Biju Janata Dal (BJD). Shri Sahoo joined the BJD here in the presence of senior party leader and...