ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିବା ସହିତ ୧୯୯୧ ବ୍ୟାଚ୍‍ର ବରିଷ୍ଠ ଆଇଏଏସ୍‍ ତଥା ଅତରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‍ଆରସି) ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ସାହୁ ଏବେ ରାଜସ୍ୱ ଓ...
ନୂଆଦିଲ୍ଲୀ : କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ଏଯାବତ୍ ଦେଶରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫଏସ୍ଏ) ଅଧୀନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ୧୯କୋଟି ୭୯ଲକ୍ଷ ରାଶନ କାର୍ଡ ସାଧାରଣ...
ଭୁବନେଶ୍ୱର : ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ । ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ...
ଭୁବନେଶ୍ୱର : ମିଛ ମାମଲାର ବୋଝ ଏବେ ପୋଲିସ ପାଇଁ ବଡ ଆହ୍ୱାନ ହୋଇଛି । ବର୍ଷକୁ ଶହେ କି ଦୁଇଶହ ନୁହେଁ ରାଜ୍ୟର ବିଭିନ୍ନ ଥାନା, ଫାଣ୍ଡିରେ ୧୦ହଜାରରୁ ଅଧିକ ଅସତ୍ୟ ମାମଲା ଦାଏର ହେଉଛି । ଅଭିଯୋଗ ସତ କି ମିଛ ତାହା ଜାଣିବା ପାଇଁ ଅନୁସନ୍ଧାନକାରୀ ପୋଲିସ ଅଫିସରମାନଙ୍କର ବହୁ...
ଭୁବନେଶ୍ୱର : ସଡକ ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ଲାଗି ବର୍ଷକୁ କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ସଡକ ଦୁର୍ଘଟଣାରେ ବର୍ଷକୁ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଜେଡି ବିଧାୟକ ପଦ୍ମିନୀ ଦିଆନଙ୍କ ଏକ ପ୍ରଶ୍ନରେ ଦେଇଥିବା ଉତ୍ତରରୁ ଏହି...
ଭୁବନେଶ୍ୱର : ବିଗତ ତିନିଟି ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ କୌଣସି ଆର୍ଥିକ ବ୍ୟବସ୍ଥା ହୋଇନାହିଁ । ଫଳରେ ଯୁବ ବାହିନୀ କୌଣସି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରିନାହିଁ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବସେବା ବ୍ୟାପାର...
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଚଳିତ ହେବ ‘ସ୍କୁଲ କ୍ଲବ୍‌’ । ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍‌’ର ପ୍ରଚଳନ କରାଯିବ । ଏହି କ୍ଲବ୍‌ଗୁଡ଼ିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା,...
New Delhi: Ministry of Tourism organised a roundtable interaction with heads of mission in New Delhi today as a run up to first Global Tourism Investor’s Summit. As an initiative under India’s G20 Presidency, the Ministry of Tourism, Government of India...
ଭୁଵନେଶ୍ବର : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ପ୍ରଦାନ...
Bhubaneswar: West Bengal Chief Minister Mamata Banerjee has all praise for her Odisha counterpart Naveen Patnaik for the gesture and hospitality provided by the Odisha Government during her three-day stay in Odisha.   Mamata, who was in Odisha on a...