ଭୁବନେଶ୍ୱର : ଗାଁ ଗହଳରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଭାରତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ହାତରେ ଦେବାପାଇଁ ସରକାର ଆଗ୍ରହୀ ଥିବାବେଳେ ମହିଳା ଗୋଷ୍ଠିଗୁଡିକ କିନ୍ତୁ ଏ କ୍ଷେତ୍ରରେ ସେତେଟା ଆଗ୍ରହୀ ନୁହନ୍ତି । ରାଜ୍ୟରେ ଥିବା ୧୧ହଜାରରୁ ଅଧିକ ବଣ୍ଟନ କେନ୍ଦ୍ର ମଧ୍ୟରୁ ମହିଳା ଗୋଷ୍ଠି ହାତରେ ଦୁଇ ହଜାରରୁ ସାମାନ୍ୟ...
ଭୁବନେଶ୍ୱର : ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା । ଚଳିତ ବର୍ଷ...
ନୂଆଦିଲ୍ଲୀ :  ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ 'ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର' ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର (ଆରଭିପି)ର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ବିଜ୍ଞାନୀ...
Bhubaneswar: In a major decision ahead of the monsoon session of State Assembly, the Governing BJD has expelled two sitting MLAs including Khandapara MLA Soumya Ranjan Patnaik.   BJD Supremo and Chief Minister Naveen Patnaik has formally announced that Soumya...
ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରିଛି । ଏଥି ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ୟ ବିଜେଡିରୁ ବିଦା ହୋଇଛନ୍ତି । ଉଭୟ ନେତାଙ୍କ ବହିଷ୍କାର ସଂକ୍ରାନ୍ତରେ ଖୋଦ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ...
Bhubaneswar: Chief Minister Naveen Patnaik has allotted a crucial Revenue and Disaster Management portfolio to senior lawmaker Sudam Marndi following the resignation of Pramila Mallik from the Ministry. Shri Marndi, who is now holding the School and Mass Education Department,...
Bhubaneswar: The State Government has decided to expand its ambitious Odisha e-Hospital Management Information System (OeHMIS) to another 223 healthcare institutions of the State in two phases. Secretary Health & Family Welfare, Shalini Pandit initiated the proposal and after its...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବହୁ ଆଙ୍କାକ୍ଷୀତ ଓଡିଶା ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା (ଓଇଏଚଏମଆଇଏସ୍‍)କୁ ଆଉ ୨୨୩ଟି ଡାକ୍ତରଖାନାକୁ ସମ୍ପ୍ରସାରିତ କରାଯିବ । ଦୁଇଟି ପର୍ଯ୍ୟାୟରେ ଏହା କରିବାପାଇଁ ସ୍ଥିର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୧୨ଟି ଡାକ୍ତରଖାନାକୁ ଏଥିରେ ସାମିଲ କରିବାକୁ ଯୋଜନା ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ଟି...
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଶିଳ୍ପ ଜମିରେ ଅଣଶିଳ୍ପ ସଂସ୍ଥା ଗଢି ଉଠୁଥିବାବେଳେ ଜବରଦଖଲକାରୀମାନେ ପାଖାପାଖି ଶହେ ଏକର ଜମି ମାଡି ବସିଛନ୍ତି । ଏମାନଙ୍କୁ ହଟାଇ କିଭଳି ଜମିକୁ ନିଜ କବଜାକୁ ନିଆଯିବ ସେଥିପାଇଁ ଇଡ୍‍କୋ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ରହିଛି ୧୨୨ଟି ଶିଳ୍ପାଞ୍ଚଳ । ଏଗୁଡିକ ରାଜ୍ୟର ବିଭିନ୍ନ...
ଭୁବନେଶ୍ୱର : ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ କାଳରେ ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର ସ୍ୱାଗତ ଜଣାଇ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ...