ଭୁବନେଶ୍ୱର : ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍‌ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟ୍ରିକ୍ ସର୍ଜନ୍ । “ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲ୍‌ରେ କରୁଛୁ ତେବେ ଶିଶୁଟିର ଓଜନ ମାତ୍ର ୩ କେଜି ହୋଇଥିବାରୁ ଲାପ୍ରୋସ୍କୋପିକ୍ ସର୍ଜରୀ ଏକ ବଡ଼...
ଭୁବନେଶ୍ୱର : ଛାତ୍ରଛାତ୍ରୀ ଅଭାବରୁ ବନ୍ଦ ହୋଇପଡିଥିବା ପ୍ରାଥମିକ ବିଦ୍ୟାଳୟଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲିବା ନେଇ ସରକାର ସୂଚନା ଦେବାପରେ ଏବେ ଗାଁ ଗହଳରେ ଅଭିଭାବକମାନେ ତତ୍ପର ହୋଇ ଉଠିଛନ୍ତି । ନିଜ ଘର ପାଖରେ ବନ୍ଦ ହୋଇପଡିଥିବା ବିଦ୍ୟାଳୟଗୁଡିକୁ ଖୋଲିବାପାଇଁ ସେମାନେ ଏବେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୁଆରକୁ ଦଉଡିବାରେ...
ଭୁବନେଶ୍ୱର : ନୂତନ ଜିଲ୍ଲା ଗଠନକୁ ପଦ୍ମପୁରବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଚଳିତବର୍ଷ ଶେଷ ପୂର୍ବରୁ ଯେ କୌଣସି ସମୟରେ ବରଗଡ଼ ଜିଲ୍ଲାରୁ ପଦ୍ମପୁର ସବ୍‍ଡିଭିଜନକୁ ପୃଥକ କରି ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଡିସେମ୍ବର ପୂର୍ବରୁ ପଦ୍ମପୁର ସବ୍‍ଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା...
Bhubaneswar: Chief Minister Naveen Patnaik thanked the scientists of ISRO for the successful landing of remarkable success Chandrayaan-3 on the moon. Reacting on the historic success, the Chief Minister said, “ This is a tremendous scientific achievement for India. I...
New Delhi: Prime Minister, Narendra Modi joined the ISRO team via Video Conferencing to witness the the landing of Chandrayaan 3 on the Moon’s surface today. Immediately after the successful landing, the Prime Minister addressed the team and...
Bhubaneswar: As part of the fast roll out of the True 5G services across Odisha, the precincts of Siksha ‘O’ Anusandhan Deemed to be University (SOA) was on Wednesday declared as the first 5G campus in the state. This is...
ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଏମସିକୁ ଘେରିଲା ବିଜେପି । ବିଏମସି କାର୍ଯ୍ୟାଳୟ ଘେରିବା ସହ ବଢ଼ୁଥିବା ଡେଙ୍ଗୁର ନିୟନ୍ତ୍ରଣରେ ବିଏମସି ବିଫଳ ହେଉଥିବା ଅଭିଯୋଗ କରି ବିଜେପିର ହଲ୍ଲାବୋଲ । ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ବିଏମସି କାର୍ଯ୍ୟାଳୟ ଭିତରକୁ ମଶା ଧୂଆଁ ଛାଡ଼ିଛନ୍ତି ବିଜେପି...
ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ଓ ଗବେଷଣା କ୍ଷେତ୍ରରେ...
ଭୁବନେଶ୍ୱର  : କେନ୍ଦୁଝର ଜିଲ୍ଲାରେ ତୁରନ୍ତ 'ମୋ ବସ୍' ସେବା ଆରମ୍ଭ କରିବା ପାଇଁ  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା  ଖଣିଜ ଜିଲ୍ଲା କେନ୍ଦୁଝର ବାସିନ୍ଦାଙ୍କ ପାଇଁ  ଗମନାଗମନ ସୁଲଭ ଓ ସୁଗମ ହୋଇପାରିବ । ନିକଟରେ ଘୋଷଣା କରାଯାଇଥିବା ପିଏମ ଇ-ବସ୍ ଯୋଜନା ଭଳି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ  ଭୁବନେଶ୍ୱର,...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି । ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି ।  ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା...