RS Members Take Oath

0

New Delhi: Union Minister and BJP leader Ashwini Vaishnaw, BJD leaders Debasish Samantaray and Subashish Khuntia today sworn in as Members of the Rajya Sabha. The three leaders were administered the oath of office by the Vice President of India and Chairman, Rajya Sabha Jagdeep Dhankhar in the presence of Deputy Chairman Rajya Sabha, Leader of the House Rajya Sabha and...

SUMUM Bags Excellence Award

0

Bhubaneswar: SUM Ultimate Medicare (SUMUM), Odisha’s newest quaternary care hospital here, has been presented the ‘Excellence in Hospitality and Healthcare Service Award’ at an event held at Kuala Lumpur on March 22 last. SUMUM’s Chief Executive Officer, Dr. Swetapadma Dash received the award, for being chosen as the best hospital in eastern India, at the event organised by ‘MIRCHI’. “I am...

ସ୍ୱାସ୍ଥ୍ୟ ସେବା ପାଇଁ ସମ୍ମମ୍ ସମ୍ବର୍ଦ୍ଧିତ

0

ଭୁବନେଶ୍ୱର  : ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)କୁ  ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲା ଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍‌ଥ କେୟାର ସର୍ଭିସ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନେଇ ପୂର୍ବ ଭାରତର ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ମମ୍‌କୁ ‘ମିର୍ଚି’ ପକ୍ଷରୁ ଦିଆଯାଇଥିବା ଏହି ସମ୍ମାନକୁ ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଗ୍ରହଣ କରିଥିଲେ । ‘ଏହି...

ପ୍ରଚାରରେ ବାଧକ ଗ୍ରୀଷ୍ମ ପ୍ରବାହ

0

ଭୁବନେଶ୍ୱର : ରାଜ୍ୟରେ ତିନି ପ୍ରମୁଖ ରାଜନୈତିକଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ନେତାମାନେ କିନ୍ତୁ ଦଳ ବଳ ସହିତ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁନାହାନ୍ତି । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଏବେ ପ୍ରଚାରରେ ବାଧକ ସାଜିଛି । ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହା ଆହୁରି କିଛିଦିନ ଧରି ଚାଲିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି । ଆଜି ରାଜ୍ୟର ୬ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଥିବାବେଳେ ଆଉ ୬ଟି ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ...

ନିର୍ବାଚନ ଦୌଡରେ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର

0

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଏଯାବତ୍‍ ୧୫ଜଣ ନେତା ଦାୟିତ୍ୱ ସମ୍ଭାଳି ଆସିଛନ୍ତି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଯାବତ୍‍ ଘୋଷିତ ପ୍ରାର୍ଥୀ ତାଲିକାରେ ଏହି ୧୫ଜଣଙ୍କ ନେତାଙ୍କ ମଧ୍ୟରୁ ୧୦ଜଣଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମ ନାହିଁ । ସମ୍ବିଧାନ ଲାଗୁହେବା ପୂର୍ବରୁ ରାଜ୍ୟର ମୁଖିଆଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା । ୧୯୩୭ରୁ ଏଯାବତ୍‍ ବିଶ୍ୱନାଥ ଦାସ, ପାରଳା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେଓ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର...

BJD Announces More Candidates

0

Bhubaneswar: Governing Biju Janata Dal (BJD) Supremo and Chief Minister Naveen Patnaik today announced names of candidates for 27 Assembly and 5 MP seats. So far, the party has announced 99 MLA candidates and 20 MP nominees. Only one Lok Sabha candidate for Balasore has not been announced by the BJD. In its fresh list, the BJD has dropped seven sitting...

ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବାକୁ ନିର୍ଦ୍ଦେଶ

0

ନୂଆଦିଲ୍ଲୀ  : ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକିବା ଏବଂ ଏହା ଉପରେ କଡ଼ା ନଜର ରଖିବା ପାଇଁ ଆଜି ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି । ମିଳିତ ସମୀକ୍ଷାର ଉଦ୍ଦେଶ୍ୟ ଥିଲା ପଡ଼ୋଶୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀଙ୍କ ସହିତ ସୀମା ରକ୍ଷଣାବେକ୍ଷଣ କରୁଥିବା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ମଧ୍ୟରେ ଏକ...

ଔଷଧ ଦରବୃଦ୍ଧି ଖବର ମିଛ

0

ନୂଆଦିଲ୍ଲୀ : ୨୦୨୪ ଏପ୍ରିଲରୁ ଔଷଧ ଦରରେ ୧୨% ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ଏହି ଦର ବୃଦ୍ଧି ଦ୍ୱାରା ୫୦୦ରୁ ଅଧିକ ଔଷଧ ପ୍ରଭାବିତ ହେବ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି। ଏଭଳି ଖବର ମିଥ୍ୟା, ବିଭ୍ରାନ୍ତିକର ଓ ଭ୍ରମାତ୍ମକ। ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ (ଡିପିସିଓ) ୨୦୧୩ର ବ୍ୟବସ୍ଥା ଅନୁଯାୟୀ, ଔଷଧଗୁଡ଼ିକୁ ଅନୁସୂଚିତ ଏବଂ ଅଣ-ଅନୁସୂଚିତ ସୂତ୍ରୀକରଣ ବା ଫର୍ମୁଲେସନ୍‌ ଭାବରେ ବର୍ଗୀକୃତ କରାଯାଇଛି। ଡିପିସିଓ ୨୦୧୩ର ଅନୁସୂଚୀ-୧ରେ ତାଲିକାଭୁକ୍ତ ହୋଇଥିବା ସୂତ୍ରୀକରଣଗୁଡିକ ହେଉଛି...

ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶିତ

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ତାହାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ତାଲିକା ପ୍ରକାଶ କରିଛି । ତାଲିକାରେ ୨୭ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ସହିତ ଲୋକସଭା ପାଇଁ ଆଉ ୫ଜଣ ପ୍ରାର୍ଥୀଙ୍କ ନାମ ରହିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ତାଲିକା ଘୋଷଣା କରିଛନ୍ତି । ଏଥିରେ ଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର, ଭଦ୍ରକ ପାଇଁ ମଞ୍ଜୁଲତା ମଣ୍ଡଳ, କେନ୍ଦୁଝର ପାଇଁ ଧର୍ନୁଜୟ ସିଦ୍ଧୁ, ବରଗଡ ପାଇଁ ପରିଣତା ମିଶ୍ର ଏବଂ...

Behera, Bhrugu Join BJD

0

Bhubaneswar: Just days after resigning from BJP, former Salepur MLA Prakash Chandra Behera has joined the ruling Biju Janata Dal (BJD). Shri Behera along with his supporters formally inducted into the BJD in presence of MPs Manas Mangaraj, Sasmit Patra and senior BJD MLA Pratap Jena. Salepur MLA Prashanta Behera, Kendrapara MP nominee Ansuman Mohanty were also present during the...